ଜୁନ୍ ୮ରେ ପାଳିତ ହୋଇଥାଏ ‘ବିଶ୍ୱ ମହାସାଗର ଦିବସ’; ଜାଣନ୍ତୁ
ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଜୁନ ୮ରେ 'ୱାର୍ଲଡ଼ ଓସେନ ଡେ' ଅଥବା 'ବିଶ୍ୱ ମହାସାଗର ଦିବସ' ପାଳନ କରାଯାଏ।
ସାଧାରଣ ଲୋକଙ୍କୁ ସମୁଦ୍ର ଏବଂ ଏଥିରେ ବସବାସ କରୁଥିବା ଅଗଣିତ ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ଅବଗତ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦେଶ୍ୟ ହୋଇଥାଏ।
ସାମୁଦ୍ରିକ…