Latest Odisha News

BREAKING NEWS

ଅଣସରରେ ଶ୍ରୀଜୀଉ; କଟକଣା ଯୋଗୁଁ ଭକ୍ତଙ୍କୁ ଅଲାରନାଥ ମନ୍ଦିରରେ ଦର୍ଶନ ମନା

ପୁରୀ: ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ବିନା ଉପସ୍ଥିତିରେ ଚତୁର୍ଦ୍ଧା ମୂରତୀଙ୍କ ସ୍ନାନଯାତ୍ରା ସମ୍ପନ୍ନ ହୋଇଛି । ଶ୍ରୀଜୀଉମାନଙ୍କ ଅଣସର ନୀତି ଆରମ୍ଭ ହୋଇଛି । ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଅଣସର ନୀତି ଚାଲିଥିବା ବେଳେ ଭକ୍ତମାନେ ଠାକୁରମାନଙ୍କୁ ଦର୍ଶନ କରିନପାରି ପୁରୀ ଜିଲ୍ଲା…

କରୋନା କ୍ରିଏଟିଭିଟି : ଚିତ୍ରରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ସୁନ୍ଦରଗଡର ପୱନ ଗିରି

ସେ ଡାକ୍ତର ହୁଅନ୍ତୁ ଅବା ନର୍ସ, ପୋଲିସ କି ସାମ୍ବାଦିକ ଅବା ସଫେଇ କର୍ମଚାରୀ । ଏମାନଙ୍କ ପାଇଁ କରୋନା ଭଳି ଏକ ମହାମାରୀ ବେଳେ ଆମେ ଘରେ ଶାନ୍ତିରେ ନିଶ୍ୱାସ ନେଇପାରୁଛେ । ସେଥି ପାଇଁ ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମାନଙ୍କୁ କରୋନା ଯୋଦ୍ଧା ବୋଲି ସମ୍ବୋଧନ କରିଛନ୍ତି । ଏହି କରୋନା…

ଘୋଷଣା ହେଲା ୟୁପିଏସସିର ପରିବର୍ଦ୍ଧିତ ପରୀକ୍ଷା ତାରିଖ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି) ପରୀକ୍ଷା, ୨୦୨୦ ର ପରିବର୍ଦ୍ଧିତ ତାରିଖ ଘୋଷଣା ହୋଇଯାଇଛି । ନୋଟିଫିକେସନ ଅନୁଯାୟୀ ସଭିଲ ସର୍ଭିସ (ପ୍ରିଲିମିନାରୀ) ଓ ଇଣ୍ଡିଆନ ଫରେଷ୍ଟ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା ଆସନ୍ତା ଅକ୍ଟୋବର ୪ ତାରିଖରେ ହେବାକୁ ଥିବା ବେଳେ,…

ଅନଲାଇନ ଶିକ୍ଷା ସାଇବର ବୁଲିଂ ରୋକିବାକୁ ଗାଇଡଲାଇନ ରିଲିଜ କଲା ଏନସିଇଆରଟି

ନୂଆଦିଲ୍ଲୀ: କୋଭିଡ-୧୯ ସମୟରେ ହେଉଥିବା ଅନଲାଇନ ଶିକ୍ଷାକୁ ସୁରକ୍ଷିତ କରିବା ପାଇଁ ଗାଇଡଲାଇନ ରିଲିଜ କରିଛି ନ୍ୟାସନାଲ କାଉନସିଲ ଫର ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) । ଏନସିଇଆରଟି ଏବଂ ୟୁନେସକୋର ମିଳିତ ପ୍ରଚେଷ୍ଟାରେ କରାଯାଇଥିବା ଏହି ଗାଇଡଲାଇନ, ଶୈକ୍ଷିକ ଉପଲବ୍ଧୀ, ମାନସିକ…

ଦିକ୍ଷା ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବ ସିବିଏସଇ

ନୂଆଦିଲ୍ଲୀ: ଆସନ୍ତା ଜୁନ ୧୫ ତାରିଖ ରୁ ଦିକ୍ଷା ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷକଙ୍କ କ୍ଷମତା ବୃଦ୍ଧି ନିମିତ୍ତ ଅନଲାଇନ ପ୍ରଶିକ୍ଷଣ ଦେବ ଦ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ସିବିଏସଇ) । ସିବିଏସଇ ର ଏହି ପ୍ରଶିକ୍ଷଣରେ ଅନେକ ମାନୁଏଲ ସାଙ୍ଗକୁ ଏନସିଆରଟି ର ନିଷ୍ଠା ମୋଡ୍ୟୁଲ…

କିଆବୁଦା ମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁ

ଗଞ୍ଜାମ: ପୁଣି ଆଲୋଡା ହେଲା ନବଜାତ । ଏକ କିଆବୁଦା ମୂଳରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ସହରରେ । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ବ୍ୟାଙ୍କ କଲୋନୀ ପଛସାହି ଆଇଟିଆଇ ନିକଟ ଏକ କିଆବୁଦା ମୂଳରୁ ଉଦ୍ଧାର ହୋଇଛି ଏକ…

କରୋନା ପ୍ରତିରୋଧରେ ଲୋକଙ୍କୁ ବାଟ କଢ଼ାଇବ ‘ସଚେତକ’ ଆପ୍

ଭୁବନେଶ୍ୱର: କୋଭିଡ-୧୯ ମୁକାବିଲା ଲାଗି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସଚେତକ ନାମକ ଏକ ମୋବାଇଲ ଆପ୍ଲିକେସନ ଲଞ୍ଚ କରାଯାଇଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ଆପ୍ଲିକେସନକୁ ଡେଭେଲପ କରାଯାଇଛି । ରାଜଧାନୀର ଅସୁସ୍ଥ ଏବଂ ବରିଷ୍ଠ ନାଗରିକଙ୍କ ଲାଗି ଏହି ଆପ୍ଲିକେସନ ବେଶ୍…

ପୂର୍ବରୁ ଥରେ ମଧ୍ୟ ଗଜପତି କରିନଥିଲେ ‘ଛେରାପହଁରା’; ଜାଣନ୍ତୁ କେବେ ଓ କାହିଁକି ?

ଭୁବନେଶ୍ୱର/ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି । ଠାକୁରମାନଙ୍କ ଅଣସର ନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ସ୍ନାନବେଦୀରେ ଶ୍ରୀଜୀଉମାନେ ସ୍ନାନ କରୁଥିବା ବେଳେ କିମ୍ବା ଗଜାନନ ବେଶ ବେଳେ ଯେପରି ସବୁଥର ‘ହରିବୋଲ’ ଓ ‘ଜୟ…

କରୋନା ମୁକାବିଲାରେ ମାତୃଭୂମି ପାଇଁ ୨.୫ କୋଟି ପ୍ରଦାନ କଲେ ସୁବ୍ରୋତ ବାଗଚି ଓ ତାଙ୍କ ପତ୍ନୀ

ଭୁବନେଶ୍ୱର: ମାଇଣ୍ଡ ଟ୍ରି ର ସହ ପ୍ରତିଷ୍ଠାତା ତଥା ଓଡ଼ିଶା ସ୍କିଲ ଡେଭେଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରୋତ ବାଗଚି ଓ ତାଙ୍କ ସ୍ତ୍ରୀ ତଥା ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଅଢ଼େଇ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଲୋକସେବା ଭବନରେ…

ଟ୍ରେନ ଯୋଗେ ତାମିଲନାଡୁରୁ ଆସି ରାଉରକେଲାରେ ପହଞ୍ଚିଲେ ୬୮୧ ପ୍ରବାସୀ

ରାଉରକେଲା: ରାଉରକେଲା ରେଳ ଷ୍ଟେସନରେ ତାମିଲନାଡୁ ର ତିରୁପୁର ଷ୍ଟେସନରୁ ବାହାରିଥିବା ଏକ ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଛି। ଏଥିରୁ ମୋଟ ୬୮୧ ଜଣ ଯାତ୍ରି ଆସି ରାଉରକେଲାରେ ଓଲ୍ହାଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ବସ ଯୋଗେ ସେମାନଙ୍କ ନିଜ ନିଜ ଜିଲ୍ଲାକୁ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଓ…