ଆସନ୍ତାକାଲିଠୁ ପୁରୀ ସେବାୟତଙ୍କ ହେବ କରୋନା ଟେଷ୍ଟ
ପୁରୀ: ଆସନ୍ତାକାଲିଠୁ ହେବ ପୁରୀ ସେବାୟତଙ୍କ କରୋନା ଟେଷ୍ଟ । ପ୍ରଥମେ ଦଇତାପତି ସେବାୟତଙ୍କ ନମୂନା ପରୀକ୍ଷା କରାଯିବ । ମୋଟ ୧୫୦ ସେବାୟତଙ୍କ ପରୀକ୍ଷା ହେବ । ପରବର୍ତୀ ପର୍ୟ୍ୟାୟରେ ଗରାବଡୁ ଓ ଅନ୍ୟ ସେବାୟତଙ୍କ ନମୂନା ପରୀକ୍ଷା କରାଯିବ । ପ୍ରତ୍ୟେକ ଦିନ ୭୫ ସେବାୟତଙ୍କ ନମୂନା ପରୀକ୍ଷା…