ରାଉରକେଲାରେ ଖୋଲିଲା ବଫର ଜୋନ; ସଙ୍କୁଚିତ ହେଲା କଣ୍ଟେନମେଣ୍ଟ ଜୋନ ପରିଧି
ରାଉରକେଲା: ରାଉରକେଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରର କିଛି ଅଂଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଭାବେ ଗତ ମାସ ୨୬ ତାରିଖରେ ଘୋଷଣା କରାଯାଇ ବିଭିନ୍ନ କଟକଣା ଲଗାଯାଇଥିଲା। ୧ ମାସ ପରେ ଆଜି ବଫର ଜୋନ ରୁ ସମସ୍ତ କଟକଣା ପ୍ରତ୍ୟାହାର କରିନିଆଯାଇଛି। ସେହିପରି କଣ୍ଟେନମେଣ୍ଟ…