Latest Odisha News

BREAKING NEWS

ଚୁଲିକି ଗଲା କରୋନା କଟକଣା, ବରଯାତ୍ରୀରେ ନାଚିଲେ, ଧୁମ୍‌ଧାମରେ ହେଲା ବାହାଘର

ସାଲେପୁର: ରାଜ୍ୟରେ କରୋନା କଟକଣା ଚାଲିଛି । ଚାରିଆଡେ ପଡିଛି ଲକଡାଉନ୍ । ସାମାଜିକ ଦୂରତା ରଖିବା ପାଇଁ ନିର୍ଦ୍ଦେଶ ବି ଦିଆଯାଇଛି। ବିବାହ ଆଦି ସାମାଜିକ ଉତ୍ସବରେ ଲୋକଙ୍କ ଗହଳି ଉପରେ କଟକଣା ମଧ୍ୟ ଲାଗିଛି । ତେବେ ଏହି କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି ବରଯାତ୍ରୀ । ଏକାଠି ହୋଇ ବାଜର…

ନିରୀହ ପାରା ମାଧ୍ୟମରେ ଜାସୁସୀ କରୁଛି ପାକିସ୍ତାନ !

କଶ୍ମୀର: ଏବେ କିଛି ଦିନ ହେବ ପାକିସ୍ତାନ ଭାରତୀୟ ସୀମାରେ ଅଶାନ୍ତି ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିଛି । ଭାରତୀୟ ସେନା ଏହାର କଡା ଜବାବ ଦେଉଛି । ଏହି ଅବସରରେ ମଙ୍ଗଳବାର ଭାରତ-ପାକ୍ ଅନ୍ତର୍ଜାତୀୟ ସୀମ ନିକଟରେ ଥିବା ଗ୍ରାମ ମନିୟାରୀରେ ଏକ ଆହତ ପାରାକୁ ଲୋକମାନେ ଉଦ୍ଧାର କରିଥିଲେ । ପାରା…

ଆସନ୍ତାକାଲିଠୁ ଟ୍ୱିନ୍ ସିଟିରେ ଗଡିବ ‘ମୋ ବସ୍‌’, ଜାଣନ୍ତୁ କ’ଣ ରହିଛି ନିୟମ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଅର୍ଥାତ ମଙ୍ଗଳବାରଠୁ ଟ୍ୱିନସିଟିରେ ଗଡିବ ମୋ ବସ୍ । ଭୁବନେଶ୍ୱର ଓ କଟକରେ ୭ଟି ରୁଟ୍‌ରେ ଚାଲିବ ମୋ ବସ୍। ୭ଟି ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବ। ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନ-ସିଡିଏ ରେ ବସ୍ ଚାଲିବ।…

ଲକ୍‌ଡାଉନ ରେସିପି : ଭୁବନେଶ୍ୱରରୁ ଡୋଲନ ପାଲଙ୍କ ଭେଜ୍ ସିଖ୍ କବାବ୍

ଭୁବନେଶ୍ୱର : www.odishabytes.com  ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…

ବାଟବଣା…

ବାଟବଣା... ଜୟ ଜଗନ୍ନାଥ ମଲ୍ଲିକ ଦୁଃଖକୁ ପାଶୋରି ତୁମ ହାତ ଧରି ଚାଲିଥିଲି ଯେତେ ବାଟ, ଅଳପ ସୁଖର ସଂସାର ଗଢିକି ଛାଡ଼ିଦେଲୁ ମୋର ହାତ । ମୋ ଚଲାପଥେ ଚାଲୁଥିଲି ମୁହିଁ ମୋ ଜୀବନ ଚାଖି ଏକା, ଆସିଲୁ ଅଧାରୁ ହାତ ଧରିବାକୁ ସପନରେ ହେଇ ଦେଖା । ପ୍ରେମ ବରାଦରେ ସୁଖ ଖୋଜିବାକୁ ବସିଗଲୁ…

ବଢ଼ିପାରେ ତାତି, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆହୁରି ବଢ଼ିପାରେ ତାତି । ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ବଢ଼ିପାରେ ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି । ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ବଲାଙ୍ଗୀର,…

ଲକ୍‌ଡାଉନ ରେସିପି : ଭୁବନେଶ୍ୱରରୁ ପ୍ରିୟଙ୍କା ସ୍ୱାଇଁଙ୍କ ମହନିକା

ଭୁବନେଶ୍ୱର : www.odishabytes.com  ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ବିମାନର ମଝି ସିଟ୍ ଫାଙ୍କା ରଖ

ନୂଆଦିଲ୍ଲୀ: ଦୁଇ ମାସ ପରେ ଆଜିଠୁ ଆରମ୍ଭ ହୋଇଛି ବିମାନ ସେବା । ତେବେ ଏହାରି ଭିତରେ ବିମାନ ସେବାକୁ ନେଇ ଆସିଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଆଗାମୀ ୧୦ ଦିନ ପର‌୍ୟ୍ୟନ୍ତ ଏୟାର ଇଣ୍ଡିଆର ସବୁ ବିମାନ ନିଜ ପୂର୍ଣ୍ଣକ୍ଷମତାରେ ଯାତ୍ରୀ ଆଣିପାରିବେ ଓ ୧୦ ଦିନ ପରେ ମଝି ସିଟ୍ ବୁକିଂ କରିବେ…

କରୋନା ସହ ଲଢେଇ: ସାନିଟାଇଜର୍ ପ୍ରସ୍ତୁତ କଲେ ‘ସୋଆ’ ଗବେଷକ

ଭୁବନେଶ୍ୱର: କରୋନା ମହାମାରୀ ସହ ମାନବଜାତିର ଯୁଦ୍ଧ ଜାରି ରହିଥିବା ବେଳେ ଏହି ଯୁଦ୍ଧରେ ସାମିଲ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ଭାଇରସ ସହ ଲଢେଇ କରିବା ସହ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟଗତ ସୁରକ୍ଷା ଦେବା ନିମନ୍ତେ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର ସାନିଟାଇଜର । ସୋଆ…

ମାର୍ଚ୍ଚ ୨୧ ମାଓ ହମଲାର ଭିଡିଓ ଜାରି କଲେ ମାଓବାଦୀ

ମାଲକାନଗିରି: ମିନିପା ଜଙ୍ଗଲରେ ହୋଇଥିବା ଏନକାଉଂଟରର ଭିଡିଓ ଜାରି କଳା ମାଓବାଦୀ ସଂଗଠନ । ମାର୍ଚ୍ଚ ୨୧ ତାରିଖରେ ଛତିଶଗଡକ ସୁକମା ଜିଲ୍ଲାର ବୁର୍କାପାଲ ଥାନା ଅଂଚଳର ମିନପା ଜଙ୍ଗଲରେ ମୁହାଁ ମୁହିଁ ଯବାନ ଓ ମାଓବାଦୀ ହୋଇଥିଲେ । ଏହି ଏନକାଉଣ୍ଟର ସମୟ ସହ ତା ପରବର୍ତ୍ତୀ ସମୟର ଚିତ୍ରକୁ ନେଇ…