Latest Odisha News

BREAKING NEWS

ଜୋର୍‌ଦାର୍ ଚାଲିଛି ରଥ ନିର୍ମାଣ; ଅସ୍ଥାୟୀ ଶାଳରେ ତିଆରି ହେଲା ଅଗପାତେଳୀ, ଗରଗରା କଣ୍ଟା

ପୁରୀ: ଲକ୍‌ଡାଉନ୍ କଟକଣାକୁ ମାନି ରଥଖଳାରେ ସମସ୍ତ କାରିଗର ସେବକମାନେ ନିର୍ମାଣ କରି ଚାଲିଛନ୍ତି ତିନିରଥ । ଶନିବାର ସନ୍ଧ୍ୟା ସୁଦ୍ଧା ତାଳଧ୍ୱଜ ରଥର ୧୧ଟି ଚକ ଶେଷ ହୋଇ ଅନ୍ୟ ଦୁଇଟି ଚକ ମଧ୍ୟରୁ ଗୋଟିକରେ ପଇ ପିନ୍ଧା କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଚକଟିର ତୁମ୍ବରେ ଅର ସଂଯୋଗ ସରିଛି ।…

ରବିବାରଠୁ ଆରମ୍ଭ ହେବ ମଦର ହୋମ୍ ଡେଲିଭରି

ଭୁବନେଶ୍ୱର: ଏଣିକି ଘରେ ପହଂଚିବ ମଦ । ରିବାରଠାରୁ ଆରମ୍ଭ ହେବ ହୋମ୍ ଡେଲିଭରି । ଓଡ଼ିଶାରେ ହେବ ମଦର ହୋମ୍ ଡେଲିଭରି। ଏନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମଦର ହୋମ ଡେଲିଭରୀ ଦେବେ । ରିଟେଲର ଚାହିଁଲେ ମଦକୁ ନିଜେ ହୋମ୍…

ଜୁନ ୧୫ରୁ ସିକିମରେ ଖୋଲିବ ସ୍କୁଲ, କଲେଜ; ସରକାରଙ୍କ ନିର୍ଦ୍ଦେଶନାମାକୁ ଅପେକ୍ଷା

ଗ୍ୟାଙ୍ଗ୍‌ଟକ: ଆସନ୍ତା ଜୁନ ୧୫ ତାରିଖରୁ ୯ମ ଶ୍ରେଣୀ ଏବଂ ତଦୂର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶୈକ୍ଷିକ ଅନୁଷ୍ଠାନ ମାନ ଖୋଲିବା ନିମନ୍ତେ ସିକିମ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଦେଶର କେବଳ କରୋନା ମୁକ୍ତ ରାଜ୍ୟ ରୁପେ, ସ୍କୁଲ ଖୋଲିବା ପରେ ସ୍ୱାସ୍ଥ୍ୟ ସୁରକ୍ଷା କୁ…

ଓଡ଼ିଶାକୁ ମିଳିଲା ୫୦୦ କୋଟି ଟଙ୍କାର ‘ଅମ୍ଫାନ୍’ ସହାୟତା; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସରକାର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଓଡ଼ିଶା ଗସ୍ତରେ ଆସି ରାଜ୍ୟର ‘ଅମ୍ଫାନ୍’ ପ୍ରଭାବିତ ବାତ୍ୟାଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଥିଲେ । ବାତ୍ୟା କ୍ଷୟକ୍ଷତି ସମ୍ପର୍କିତ ସମୀକ୍ଷା କରିବା ସହିତ ଓଡ଼ିଶାକୁ ଆଗୁଆ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ଆଜି…

ପାକିସ୍ତାନ ପଙ୍ଗପାଳ ଚିନ୍ତାରେ ଭାରତ

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶରେ ଆଉ ଏକ ବଡ଼ ସଙ୍କଟ ଦେଖାଦେଇଛି । ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଦଳ ଦିଲ୍ଲୀ ଆଡକୁ ଯାଉଥିବାବେଳେ ରାସ୍ତାରେ ଆସୁଥିବା ଫସଲ ଖାଇ ନଷ୍ଟ କରିବାରେ ଲାଗିଛନ୍ତି । ରାଜସ୍ଥାନରେ ପ୍ରବେଶ କରିଥିବା ପଙ୍ଗପାଳ ବର୍ତ୍ତମାନ ଦେଶର ଅନ୍ୟାନ୍ୟ ସ୍ଥାନକୁ ମାଡି…

ମରିନାହିଁ ମାନବିକତା, ଦୁର୍ଘଟଣାରେ ଗୁରୁତର ପୋଲିସ ଅଧିକାରୀଙ୍କ ଜୀବନ ବଞ୍ଚାଇଲେ ଯୁବକ

ଭୁବନେଶ୍ୱର :ଶନିବାର, ସମୟ ଦିନ ୧୦ଟା ୩୦ ।  ପଳାଶୁଣୀ ଓଭରବ୍ରିଜ ଉପରେ ଗାଡି ରଖି ଠିଆ ହୋଇଥାନ୍ତି ଅଙ୍କିତ ମହନ୍ତି ଓ ତାଙ୍କ ବନ୍ଧୁ । ହଠାତ୍ ଜୋରରେ ଏକ ଶଦ୍ଦ ଶୁଣି ଦେଖିଲା ବେଳକୁ ରାସ୍ତାରେ ଜଣେ ପୋଲିସ ଅଧିକାରୀ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି । ଏକ ଅଜଣା କାର ତାଙ୍କୁ ପଛରୁ ଧକ୍କା ଦେଇ…

ଆମେରିକା ପୁନର୍ବାର ପରମାଣୁ ପରୀକ୍ଷଣ କରିବ !

ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏହି ଅବସରରେ ୱାଶିଂଟନ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରିପୋର୍ଟ ମୁତାବକ ଆମେରିକା ପୁନର୍ବାର ପରମାଣୁ ପରୀକ୍ଷଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛି । ୧୯୯୨ରେ ଆମେରିକା ଶେଷ ଥର…

ଜାପାନର ନାଓମି ଓସାକା ହେଲେ ସବୁଠାରୁ ଧନୀ ମହିଳା ଟେନିସ ଖେଳାଳି

ନ୍ୟୁୟର୍କ: ଜାପାର ନାଓମି ଓସାକା ବିଶ୍ୱର ସବୁଠାରୁ ଧନୀ ମହିଳା ଟେନିସ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ସେ ଆମେରିକାର ସେରେନା ୱିଲିୟମ୍ସଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ସେରେନା କ୍ରମାଗତ ୪ ବର୍ଷ ଧରି ଶୀର୍ଷ ସ୍ଥାନରେ ରହି ଆସୁଥିଲେ । ୨୨ ବର୍ଷୀୟା ଓସକା ପୁରସ୍କାର ରାଶି ଓ…

ଜୁନ ୬କୁ ବୃଦ୍ଧି ପାଇଲା ସିୟୁସିଇଟି ୨୦୨୦ ଆବେଦନର ଶେଷ ତାରିଖ ଅବଧି

ନୂଆଦିଲ୍ଲୀ: ୧୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତଥା ୪ଟି ରାଜ୍ୟ ବିଶ୍ୱବିଦ୍ୟାଳୟ ପାଇଁ ହେବାକୁ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରବେଶିକା ପରୀକ୍ଷା (ସିୟୁସିଇଟି) ଆବେଦନର ଶେଷ ତାରିଖକୁ ଜୁନ ୬ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଅଛି । ପୂର୍ବରୁ ଆସନ୍ତା ଜୁନ୍ ମାସ ୬ ଓ ୭ରେ…

ଭଲ ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୬୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ପାଇଁ ଆସିଲା ଭଲ ଖବର । ସୁସ୍ଥ ହେଲେ ଆଉ ୬୨ କରୋନା ସଂକ୍ରମିତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । Another 62 #Covid19 patients have recovered and are being discharged. 41 are from Ganjam, 15…