ଶ୍ୱାସରୁଦ୍ଧ ହୋଇ ଗଜପତିରେ ୩ ଭାଇ ମୃତ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଅଡବାସ୍ଥିତ ବିରିକୋଟ ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଣ୍ଡରଗ୍ରାଉଣ୍ଡ ଘର ଭିତରେ ଶ୍ୱାସରୁଦ୍ଧ ହୋଇ ତିନି ଭାଇଙ୍କ ଦେହାନ୍ତ ଘଟିଛି।
ମୃତକଙ୍କ ନାମ ବିପ୍ର ମାଝି, ସଞ୍ଜୀବ ମାଝି ଏବଂ ଜିତୁ ମାଝି ବୋଲି ଜଣାପଡିଛି।
ପୋଲିସର ସୂଚନାନୁସାରେ, ବିପ୍ର ଘରର…