Latest Odisha News

BREAKING NEWS

କରୋନାଭାଇରସ କବଳରେ ଓଡ଼ିଶାର ୨୩ ଜିଲ୍ଲା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳରେ ଦୁଇ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ଏପରିକି ଜିଲ୍ଲାରେ ଏହା ପ୍ରଥମ ମାମଲା ହୋଇଥିଲା ବେଳେ ସମସ୍ତ ଆକ୍ରାନ୍ତ ତାମିଲନାଡୁ ଫେରନ୍ତା। ସୂଚନା ଓ ଲୋକସମ୍ପର୍କ ବିଭାଗ ଅନୁଯାୟୀ, ଏହି ଦୁଇଟି ମାମଲା କ୍ୱାରେନଣ୍ଟାଇନ କେନ୍ଦ୍ରରେ ଚିହ୍ନଟ…

୧୪ ଦିନିଆ କ୍ୱାରେଣ୍ଟାଇନରେ ବଲିଉଡ ଅଭିନେତା ନୱାଜୁଦ୍ଦିନ ଓ ତାଙ୍କ ପରିବାର

ମୁଜାଫରନଗର: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ପରିବାର ୧୪ ଦିନିଆ କ୍ୱାରେଣ୍ଟାଇନରେ ଅଛନ୍ତି । ସେମାନେ ମୁମ୍ବାଇରୁ ସେମାନଙ୍କ ପୈତୃକ ଘରୁ ଯାତ୍ରା କରି ଫେରିବା ପରେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୱାଜ ତାଙ୍କ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ସୋମବାର ସକାଳ ୧୧ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୦ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।…

କୋଭିଡ-୧୯ ଲକଡାଉନ; ଭୁବନେଶ୍ୱରରେ ଶୀତଳ ଷଷ୍ଠୀ ଯାତ୍ରା ବାତିଲ

ଭୁବନେଶ୍ୱର: ଦେଶରେ ଆସନ୍ତା ୩୧ ତାରିଖ ଯାଏଁ ଲକଡାଉନ୍ ଅବଧିକୁ ବଢାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ହେବାକୁ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାକୁ ବାତିଲ କରିଦିଆଯାଇଛି। ଏହି ଯାତ୍ରା ମେ ୨୭ ତାରିଖରେ ଅନୁଷ୍ଠିତ ହୋଇଥାନ୍ତା। ଭୁବନେଶ୍ୱର ମ୍ୟୁନିସିପାଲିଟି…

ଆଜି ରାଜ୍ୟରେ ଚିହ୍ନଟ ୪୮ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୪୮ ପଜିଟିଭ ଆକ୍ରାନ୍ତ । ଚାହୁଁ ଚାହୁଁ ଏହି ଭୂତାଣୁ ରାଜ୍ୟର ୨୩ ଟି ଜିଲ୍ଲାରେ ନିଜ କାୟା ବିସ୍ତାର କରି ସାରିଲାଣି । ଆଜି ଏକ ନୂଆ ଜିଲ୍ଲା କନ୍ଧମାଳରେ ୨ ଜଣ କରୋନା ପଜିଟିଭ…

କରୋନା ମ୍ୟାପରେ ଯୋଡି ହେଲା ଆଉ ଏକ ଜିଲ୍ଲା; ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୮ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ଦିନ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୪୮ ପଜିଟିଭ । କରୋନା ମ୍ୟାପରେ ପ୍ରଥମ ଥର ପାଇଁ ଯୋଡି ହୋଇଛି ଆଉ ଏକ ଜିଲ୍ଲା । ଆଜି ପର୍ଯ୍ୟନ୍ତ ଗ୍ରୀନ ଜୋନରେ ଥିବା କନ୍ଧମାଳ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨ ଜଣ କରୋନା…

ଆଜି ସୁପର ସାଇକ୍ଲୋନର ରୂପ ନେବ ଅମ୍ଫାନ୍

ଭୁୁବନେଶ୍ୱର : ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ଆଗକୁ ମାଡି ଆସୁଛି ଅମ୍ଫାନ୍। ଆଜି ନେବ ସୁପର ସାଇକ୍ଲୋନର ରୂପ। ସନ୍ଧ୍ୟା ସାଢ଼େ ୫ଟାରୁ ଆସନ୍ତାକାଲି ସକାଳ ସାଢେ଼ ୫ଟା ଭିତରେ ସୁପର ସାଇକ୍ଲୋନରେ ପରିଣତ ହେବ ଅମ୍ଫାନ୍ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସମୟ ପୂର୍ବରୁ ଏହି ସୂଚନା…

ଆମେରିକାରେ ୯୦ ହଜାର ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୯୦ ହଜାରରେ ପହଁଞ୍ଚିଛି। ଜନ୍ ହପକିନ୍ସ ୟୁନିଭର୍ସିଟିର ରିପୋର୍ଟ ଅନୁଯାୟୀ ସେଠାରେ ୨ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ବେଳେ ୧,୪୮୬,୩୭୬…

ବାରାକ୍ ଓବାମାଙ୍କୁ ଜଣେ ଅଯୋଗ୍ୟ ରାଷ୍ଟ୍ରପତି ବୋଲି କହିଲେ ଟ୍ରମ୍ପ !

ୱାସିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ଅଯୋଗ୍ୟ ଓ ଅପାରଗ ବୋଲି କହି ସମାଲୋଚନା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍ । ରବିବାର ଦିନ ହ୍ଵାଇଟ ହାଉସରେ ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି ଯେ, " (ଓବାମା) ଜଣେ ଅଯୋଗ୍ୟ ରାଷ୍ଟ୍ରପତି, ଜଣେ ଅକ୍ଷମ ରାଷ୍ଟ୍ରପତି। ମୁଁ କେବଳ…

ଚାଲିଚାଲି ଯାଉଥିବା ପ୍ରବସୀଙ୍କୁ ନିଜ ରାଜ୍ୟ ଯାଏଁ ପହଞ୍ଚିବାକୁ ସାହାଯ୍ୟ କଲା ଓଡିଶା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରର ଇନଫୋସିଟି ନିକଟରେ କାର୍ଯ୍ୟ କରୁଥିବା ୩୧ ଜଣ ପ୍ରବାସୀ ଚାଲି ଚାଲି ନିଜ ରାଜ୍ୟ ଝାଡ଼ଖଣ୍ଡକୁ ଫେରୁଥିବା ବେଳେ ତାଙ୍କୁ ଡମଣା ଛକ ଠାରେ ଅଟକା ଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଝାଡଖଣ୍ଡର ଏହି ଶ୍ରମିକମାନେ ଲକଡାଉନ ପରେ ନିଜ ଚାକିରି ହରାଇଥିଲେ। ସେମାନଙ୍କ…