କେନ୍ଦ୍ର ସରକାରଙ୍କୁ କେଜ୍ରିୱାଲ୍ଙ୍କ ଅପିଲ୍; ସମସ୍ତ ଦେଶବାସୀଙ୍କୁ ମାଗଣା ଟିକାକରଣ କରାଯାଉ
ନୂଆଦିଲ୍ଲୀ: ଜାନୁଆରୀ ଆରମ୍ଭରେ ଦେଶରେ ଦୁଇଟି କରୋନା ଟିକା ଅନୁମୋଦନ କରାଯାଇଛି। ଟୀକାକରଣ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ତେଣୁ ଟିକା ମୂଲ୍ୟକୁ ନେଇ ସମସ୍ତ ପ୍ରକାରର ଆକଳନ ଏବଂ ଚିନ୍ତା ମଧ୍ୟ ପ୍ରକାଶ କରାଯାଉଛି। ଏ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ…