Latest Odisha News

BREAKING NEWS

ବଢୁଛି ଚିନ୍ତା; ଆଉ ୪୮ ନୂଆ ପଜିଟିଭ ସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୪୮ ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଆକ୍ରାନ୍ତଙ୍କ ମଧ୍ୟରୁ…

ଶ୍ରୀକ୍ଷେତ୍ରରେ ଆଜି ଭଉଁରୀ ଉତ୍ସବ; ରଥଖଳାରେ ହେବ ଚକଡେରା ନୀତି

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ ଉତ୍ସବ । ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶେଷ ଦିନ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ତିନିରଥର ଚକଡେରା ନିତି ଅନୁକୂଳ ହେବ। ଅନୁକୂଳ ପର୍ବ ପାଇଁ ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ ରଥର ଦୁଇଟି ଲେଖାଁ…

ବଢୁଛି ସଂକ୍ରମଣ: ଭାରତରେ ୮୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୬୪୯ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । Spike of 3967 #COVID19 cases & 100 deaths in India, in last…

ଦୀର୍ଘ ୬ ମାସ ପରେ ଆଜି ଫିଟିଲା ବାବା ବଦ୍ରୀନାଥଙ୍କ ଦ୍ଵାର

ବଦ୍ରୀନାଥ: ଦୀର୍ଘ ୬ ମାସ ହେବ ବନ୍ଦ ରହିଥିବା ଉତ୍ତରାଖଣ୍ଡର ବାବା ବଦ୍ରୀନାଥଙ୍କ ଧାମ ଶୁକ୍ରବାର ଦିନ ଖୋଲିଛି । ଶୁକ୍ରବାର ଶୁଭ ମୁହୂର୍ତ୍ତରେ ବଦ୍ରୀନାଥ ଧାମର ମୁଖ୍ୟ ଫାଟକ ଖୋଲି ଦିଆଯାଇଛି । ଆଜି ସକାଳ ୪ଟା ୩୦ରେ ପ୍ରଥମେ ଭଗବାନ ବଦ୍ରୀନାଥଙ୍କୁ ଅଭିଷେକ କରାଯାଇଥିଲା । ମନ୍ଦିର…

ଆରପାରିରେ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ; ରାଜ୍ୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହେବ ଶେଷକୃତ୍ୟ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କର ଗୁରୁବାର ଦିନ ପରଲୋକ ଘଟିଛି । ଆଜି ତାଙ୍କ ଜନ୍ମସ୍ଥାନ ନିମପଡା ଠାରେ ରାଜ୍ୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ତାଙ୍କର ଶେଷକୃତ୍ୟ । ବୁଧବାର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ…

୪ ଶହରୁ ଉର୍ଦ୍ଧ୍ବ ପ୍ରବାସୀଙ୍କ ସହ ଯାଜପୁରରେ ପହଁଚିଲା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ

ଯାଜପୁର: ଯାଜପୁର କେନ୍ଦୁଝର ରୋଡ଼ ରେଳ ଷ୍ଟେସନରେ ପହଞ୍ଚିଛି ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ଟ୍ରେନ୍ । ସୁରଟରୁ ଆସିଥିବା ଏହି ସ୍ବତନ୍ତ୍ର ଟ୍ରେନରେ ଯାଜପୁର ସମେତ କଟକ, ଜଗତସିଂହପୁର, କେଉଁଝର, ପୁରୀ, ନୟାଗଡ ଓ ଖୋର୍ଦ୍ଧା ଆଦି ୭ଟି ଜିଲ୍ଲାର ୪ ଶହରୁ ଉର୍ଦ୍ଧ ପ୍ରବାସୀ ଓଡିଆ…

ଦୁବାଇରୁ ଭୁବନେଶ୍ୱର ଫେରିଲେ ୧୫୦ ପ୍ରବାସୀ ଓଡିଆ

ଭୁବନେଶ୍ୱର : ଦୁବାଇରେ ଫସି ରହିଥିବା ୧୫୦ଜଣ ଓଡିଆଙ୍କୁ ନେଇ ପ୍ରଥମ ବିମାନ ଗୁରୁବାର ରାତି ପ୍ରାୟ ୯ଟାରେ ଭୁବନେଶ୍ୱରରେ ପହଞ୍ଚିଛି । ଯାତ୍ରୀମାନେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇବା ପରେ ସେମାନଙ୍କର ସ୍କ୍ରିନିଂ କରାଯାଇଥିଲା । ଲକ୍ ଡାଉନ ଘୋଷଣା ପରେ ବିମାନ…

ଲକ୍‌ଡାଉନର ନିଚ୍ଛକ ଚିତ୍ର …କେଉଁଠି ମଣିଷ ପାଲଟିଛି ବଳଦ ତ କେଉଁଠି ମାଆ ଭିଡି ନେଉଥିବା ବ୍ୟାଗ୍ ଉପରେ ଥକି ଯାଇ…

ଭୁବନେଶ୍ୱର : ଲକ୍‌ଡାଉନ । ପ୍ରବାସୀ ଶ୍ରମିକଙ୍କ ପାଇଁ ଭୋକର ଭୂଗୋଳ ପାଲଟିଛି । କାମ ଧନ୍ଦା ନାହିଁ ହାତ ବାନ୍ଧି କେତେ ଦିନ ବା ବସିବେ । ସେପଟେ ଭୋକରେ ସାରା ପରିବାର । ଭାତ ମୁଠେ ପାଇଁ ପୁଅ ତାର କାନ୍ଦି କାନ୍ଦି ଗଡିଯାଉଛି । ଏପରି ପରିସ୍ଥିତିରେ ନିଜ ଭିଟାମାଟି ହିଁ ସବୁଠାରୁ ସୁରକ୍ଷିତ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୫-୦୫-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ତା ୧୫ ରିଖ ଶୁକ୍ରବାର  ବୃଷ ୨  ଦିନ ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ  ଅଷ୍ଟମୀ ଭୁକ୍ତ ନବମୀ ତିଥି  ଧନିଷ୍ଠା ନକ୍ଷତ୍ର ଦିନ ୮ଟା ୩୨ ମିନିଟ୍ ପର୍ଯ୍ୟନ୍ତ ଏହା ପରେ  ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର…

ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି । ସେ ଜଣେ ମହାନ ଗାନ୍ଧିବାଦୀ ଭାବେ ସର୍ବଦା ସ୍ମରଣୀୟ ରହିବେ ବୋଲି ଉଲ୍ଲେଖ କରି ଟ୍ୱିଟ୍ କରିଛନ୍ତି ନବୀନ । ସେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ…