କବିତା: ଆତ୍ମା ସଳିତା
ଅନିମା ସ୍ମୃତି ପ୍ରଜ୍ଞା
ଦେଖିଛ କି ସେ ନାରୀ କୁ
ଯେ ଗୋଟେ ପ୍ରହେଳିକା,,
ଭୟାବହ ତାର ଚାହାଣୀ
ଗାଢ଼ ଲାଲ୍ ଆଖି ଜଳକା,,
ମୃଦୁ ନୁହେଁ ତାର ଝଙ୍କାର
ଶବ୍ଦ ତାର ନିଆଁ ଫୋଟକା,,
ଗୋଲାପୀ ତାର ଲାଜ ନୁହଁ
ନମଃ ନମଃ ମା ଚଣ୍ଡିକା,,,
ଅଛି କି ସେ ନାରୀ?
ନା ନା ସେ ଯେ ଅତୃପ୍ତା,,…