Latest Odisha News

BREAKING NEWS

ଆରପାରିରେ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ; ରାଜ୍ୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହେବ ଶେଷକୃତ୍ୟ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କର ଗୁରୁବାର ଦିନ ପରଲୋକ ଘଟିଛି ।

BjdElectrycity

ଆଜି ତାଙ୍କ ଜନ୍ମସ୍ଥାନ ନିମପଡା ଠାରେ ରାଜ୍ୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ତାଙ୍କର ଶେଷକୃତ୍ୟ ।

ବୁଧବାର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭବାନୀ ପଟ୍ଟନାୟକ ।

ସେ ୧୯୨୨ ମସିହା ମାର୍ଚ୍ଚ ୧୧ରେ ପୁରୀ ଜିଲା ଅନ୍ଧିଆରେ ଜନ୍ମଗ୍ରହଣ କରିଥିଲେ । ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଅନୁଭବ କରିବାରୁ ନିକଟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୃତ୍ୟୁର ଦୁଇଦିନ ପୂର୍ବେ ନିଜର ଅଙ୍ଗଦାନ ନେଇ ଘୋଷଣା କରିଥିଲେ ସ୍ୱର୍ଗତ ଭବାନୀ ।

Leave A Reply

Your email address will not be published.