ଭାରିପଡ଼ିଲା ଲକ୍ଡାଉନ୍ ନିୟମ ଅବମାନନା: ବନ୍ଦ ହେଲା କାରଖାନା
ପାରାଦୀପ: ଲକ୍ ଡାଉନ ନିୟମ କୁ ପାଳନ ନ କରି ବନ୍ଦ ହେଲା କାରଖାନା। ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର୍। ପାରାଦୀପ କାଲସିନର କାର୍ବନ କାରଖାନାକୁ ସିଲ୍ କରିବା ସହିତ ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଅନ୍ୟ କମ୍ପାନୀ ମାନଙ୍କୁ…