Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ପଜିଟିଭ

ଭୁବନେଶ୍ୱର: ଆସିଲା ଆଉ ଏକ ଖୁସି ଖବର । ରାଜ୍ୟରେ ପୁଣି ସୁସ୍ଥ ହେଲେ ଆଉ ଜଣେ କରୋନା ପଜିଟିଭ । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ଜଣାପଡିଛି । ଏହାକୁ ମିଶାଇ ଓଡ଼ିଶାରେ ମୋଟ ୩୯ ଜଣ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ବାତ୍ୟା ନାହିଁ ହେଲେ ପ୍ରବଳ ବର୍ଷିବ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ଭୟ ନାହିଁ । ହେଲେ ପ୍ରବଳ ବର୍ଷିବା ଆଶଙ୍କା ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଶେଷକରି ଓଡ଼ିଶା, ଆନ୍ଧ୍ର ପ୍ରଭୃତି ରାଜ୍ୟରେ ବାତ୍ୟା ଆଶଙ୍କା ନାହିଁ ବୋଲି ଭାରତୀୟ ପାଣିପାଗ…

ରୂପ, ଭେକ ସବୁ ବଦଳିବ…

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କରୋନା ପରବର୍ତ୍ତୀ ଜୀବନ କେମିତି ହେବ, ତାକୁ ନେଇ ଏବେ ଚାଲିଛି ଅନେକ ଆଲୋଚନା । ବହୁ ଲୋକ, ବହୁ ଗବେଷକ ଅନେକ ମତ ଦେଉଛନ୍ତି । ଜୀବନ ଏମିତି ହେବ, ଜୀବନ ସେମିତି ହେବ- ଏ ନେଇ ଚାଲିଛି ଯୁକ୍ତି । କରୋନାର ପ୍ରଭାବ ଯେ…

ଲକଡାଉନ ପରେ ଯାଜପୁର ଫେରିପାରନ୍ତି ପ୍ରାୟ ୫୦ ହଜାର ପ୍ରବାସୀ ଓଡ଼ିଆ

ଯାଜପୁର: ଯାଜପୁର ଜିଲ୍ଲାରେ ଏଯାଏଁ ୧୯ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇ ଫେରିଛନ୍ତି । ଜଣେ କଟକ ଅଶ୍ୱିନୀ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୧୭ ଜଣ କଳିଙ୍ଗ ନଗରସ୍ଥିତ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ତେବେ ସୁସ୍ଥ ହୋଇଥିବା ଜଣକ ଦିଲ୍ଲୀ…

ସୁନ୍ଦରଗଡ ଜିଲ୍ଲାରେ ସପ୍ତାହକୁ ଗୋଟିଏ ଦିନ ପାଇଁ ଖୋଲିବ ବଜାର

ସୁନ୍ଦରଗଡ: ସୁନ୍ଦରଗଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ପ୍ରଶାସନ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି । ବଜାର ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଡେଲି ମାର୍କେଟକୁ ବନ୍ଦ କରିଦିଆଯାଇଛି । ସପ୍ତାହକୁ ଗୋଟିଏ ଦିନ ପାଇଁ ଏଠି ବଜାର ଖୋଲିବ । ଅର୍ଥାତ ରବିବାର ଦିନ ସକାଳ ୭ରୁ ୧୧ ଯାଏ ଏହି…

୧୦ ପ୍ରତିଶତଙ୍କ ଭୁଲ ପାଇଁ ୧୦୦ଗୁଣ ସମସ୍ୟା ବଢିପାରେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ,…

ଆଜି ବିଶ୍ୱ ନୃତ୍ୟ ଦିବସ, ଡିଜିଟାଲ ପ୍ଲାଟଫର୍ମରେ ହେବ ନୃତ୍ୟ ପରିବେଷଣ

ଭୁବନେଶ୍ୱର : ଆଜି ବିଶ୍ୱ ନୃତ୍ୟ ଦିବସ । ଆମର କଳା ସଂସ୍କୃତି ତଥା ନୃତ୍ୟର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ୧୯୮୨ ମସିହାରୁ ପାଳିତ ହୋଇଆସୁଛି ବିଶ୍ୱ ନୃତ୍ୟ ଦିବସ । ପ୍ରତିବର୍ଷ ଏକ ଥିମ୍‌କୁ ନେଇ ଏହା ପାଳିତ ହୋଇଥାଏ । ତେବେ ଚଳିତ ବର୍ଷ କରୋନା ପାଇଁ ବିଶ୍ୱ ନୃତ୍ୟ ଦିବସରେ ଆୟୋଜିତ…

ଅଭିନେତା ଇରଫାନ୍ ଖାନ‌ଙ୍କ ବିୟୋଗରେ ଶୋକପ୍ରକାଶ କଲେ ନବୀନ ଓ ମୋଦି

ଭୁବନେଶ୍ୱର: ବଲିଡଉର ଭର୍ସଟାଇଲ ଅଭିନେତା ଇରଫାନ୍ ଖାନ୍‌ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁମୁଖୀ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଦୁଃଖିତ । ସେ ଜେଣ ଦକ୍ଷ ଅଭିନେତା ଥିଲେ । ସେ ଜଣେ ପ୍ରଫୁଲ୍ଲ ଚିତ୍ତାକର୍ଷକ ଅଭିନେତା ଥିଲେ…

କିମ୍ସରେ ବିରଳ ଅସ୍ତ୍ରୋପଚାର: ୭ବର୍ଷ ଶିଶୁ ଫୁସଫସରୁ ବାହାରିଲା କ୍ଷୀରଦାନ୍ତ

ଭୁବନେଶ୍ୱର: ରାଜଧାନୀ ସ୍ଥିତ କଳିଙ୍ଗ ଇନିଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ୍ ସାଇନ୍ସ (କିମ୍ସ)ରେ ଜଣେ ୭ ବର୍ଷ ବୟସ୍କ ଶିଶୁର ସଫଳ ଅସ୍ତ୍ରୋପଚାର ହୋଇଛି । ଏହି ଶିଶୁଟିର କ୍ଷୀରଦାନ୍ତ ବୃଦ୍ଧି ପାଇ ଶ୍ୱାସପଥକୁ ଅବରୋଧ କରିଥିଲା । ଏଥିଯୋଗୁଁ ଫୁସଫୁସରେ ଶ୍ୱାସ ପ୍ରକ୍ରିୟା ଅସ୍ୱାଭାବିକ ହୋଇପଡ଼ିବା…

ବାହାର ଫେରନ୍ତାଙ୍କ ଯତ୍ନ ନେବାକୁ ନିବେଦନ କଲେ ନବୀନ

ଭୁବନେଶ୍ୱର: ୧୦ ଦିନ ତଳେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି । କିନ୍ତୁ ଡରିବାର ନାହିଁ । ଆମେ ସତର୍କ ରହିଲେ ବିପଦକୁ ଏଡାଇ ଦେଇପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମେ…