ପାରମ୍ପାରିକ ରୀତି ନୀତିରେ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ପାଳିତ
ପୁରୀ: ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ୭୮୮ ମସିହା ବୈଶାଖ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଭଗବାନ ଶଙ୍କରାଚାର୍ଯ୍ୟ ଜନ୍ମଗ୍ରହଣ କରିଥିଲେ । ଏହି ତିଥିକୁ ଶଙ୍କରାଚାର୍ଯ୍ୟ ଜୟନ୍ତୀ ଭାବେ ପାଳନ କରାଯାଏ । ଶଙ୍କରାଚାର୍ଯ୍ୟ ୪ ବେଦକୁ ଆଧାର କରି ୪ଟି ପୀଠ ନିର୍ମାଣ କରିଥିଲେ । ଋଗବେଦରୁ ପୁରୀ…