Latest Odisha News

BREAKING NEWS

ପ୍ରବାସୀ ଓଡ଼ିଆଙ୍କ ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ଭୂତାଣୁ ଯୋଗୁ ଦେଶରେ ଲକ୍‌ଡାଉନ ଜାରି ହୋଇଥିବାବେଳେ ବାହାର ରାଜ୍ୟରୁ ଫେରିବେ ଲକ୍ଷାଧିକ ଶ୍ରମିକ। ତେବେ ପ୍ରବାସୀ ଓଡ଼ିଆ ଫେରିବା ପରେ ତାଙ୍କର ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମେ’ ୩ ପରେ ଲକଡାଉନ୍ ଅବଧି…

ମଇ ଦିବସ: ସେଦିନ-ଆଜି-କେତେ ତଫାତ୍‌

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ୧୯୮୬ ମସିହା ମଇ ପହିଲା ପୂର୍ବବର୍ତୀ ଦିବସ ଗୁଡିକ ଥିଲା - ଅନ୍ଧକାରର ଯୁଗ । ସାମ୍ରାଜ୍ୟବାଦୀ, ପୁଞ୍ଜିବାଦୀ, ସାମନ୍ତବାଦୀ, ଦାସ ମାଲିକମାନଙ୍କର ଚରାଭୂଇଁ ଥିଲା ସମଗ୍ର ବିଶ୍ୱ । ଶ୍ରମଜୀବି ଶ୍ରେଣୀ ଥିଲା – କ୍ରୀତଦାସ । ପଶୁଠାରୁ ଆହୁରି…

ଖୋଳି ଦେଲେ ରାସ୍ତା, ଭାରାରେ ବୁହା ହେଲେ ଗର୍ଭବତୀ

ଗଜପତି: ଆନ୍ଧ୍ର ସୀମାରେ ରାସ୍ତା ଖୋଳିଦେଲା ଓଡ଼ିଶା । ଫଳରେ ଭାରାରେ ବୁହା ହେଳେ ଗର୍ଭବତୀ । ଖାଲ ରାସ୍ତା ଦେଇ ଗର୍ଭବତୀଙ୍କୁ ଆଣିଲେ ଲୋକେ । ରାସ୍ତା ଖୋଳି ଦେବାରୁ ଆମ୍ବୁଲାନ୍ସ ପହଂଚି ପାରିଲା ନାହିଁ । ଫଳରେ ପରିବାର ଲୋକେ ଜଣେ ଗର୍ଭବତୀ ମହିଳାଙ୍କୁ ଭାରା ବୋହି ଖାଲ ଖମ ରାସ୍ତା ପାର୍…

ସୋରରେ ବ୍ୟାଙ୍କ ଓ ଲଜ୍‌କୁ ସିଲ୍ କଲା ପ୍ରଶାସନ

ବାଲେଶ୍ୱର: ସୋର ଅଡଙ୍ଗ ବଜାର ସ୍ଥିତ ୟୁକୋ ବ୍ୟାଙ୍କକୁ ସିଲ୍ କଲା ପ୍ରଶାସନ । ଏଠାକାର ଜଣେ କର୍ମଚାରୀ ନେଳିଆବାଗ୍‌ରେ ଚିହ୍ନଟ ହୋଇଥିବା ଜଣେ କରୋନା ପଜିଟିଭ୍‌ଙ୍କ ଘରେ ଭଡାରେ ରହୁଥିଲେ । ତେଣୁ ବ୍ୟାଙ୍କକୁ ସିଲ୍ କରାଯିବା ସହ ଏଠାରେ କାମ କରୁଥିବା ୧୧ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ…

କ୍ୱାରେଣ୍ଟାଇନ୍ ସେଣ୍ଟରର ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କ ପାଇଁ ପୃଥକବାସର ଗାଇଡ଼ ଲାଇନ ପ୍ରସଙ୍ଗ। କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରସ୍ତୁତ ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତ ଯେ, କଳାହାଣ୍ଡି ଜିଲ୍ଲାରେ ଯେଉଁ ସ୍କୁଲ ଘରେ ବ୍ୟବସ୍ଥା ହୋଇଛି ସେଠି ଲାଟିନ…

ବସ୍ ଇନ୍‌ସୁରାନ୍ସ ଅବଧି ୬ ମାସ ବୃଦ୍ଧି କରିବାକୁ ଦାବି

ଭୁବନେଶ୍ୱର: ବସ ଗୁଡିକର ଇନ୍‌ସୁରାନ୍ସ ଅବଧି ୬ ମାସ ବୃଦ୍ଧି କରାଯାଇଛି । ଆଜି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡାକାରୀଙ୍କ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ପରିବହନ ମନ୍ତ୍ରୀ ଆଲୋଚନା କରିଛନ୍ତି । ଏହି ଅବସରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହୋରା ଓଡ଼ିଶା ତରଫରୁ ଏଭଳି କିଛି…

ନୂଆପଡାରେ ଝାଡା ବାନ୍ତି ଆତଙ୍କ, ଜଣେ ମୃତ, ୭ଗୁରୁତର

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକର ସୁନାରୀ ସିକୁଆ ଗାଁରେ ଝାଡାବାନ୍ତି ଆତଙ୍କ ଦେଖାଦେଇଛି । ଏଥିରେ ଆକ୍ରାନ୍ତ ହୋଇ ଜଣେ ୮ ବର୍ଷର ଝିଅର ମୃତ୍ୟୁ ହୋଇଛି । ସେପଟେ ଗୋଟିଏ ପରିବାରର ୭ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଖଡିଆଳ ଓ ସିନାପାଲି ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।…

ହିମାଚଳ ପ୍ରଦେଶରେ ମୃଦୁ ଭୂମିକମ୍ପ

ସିମଲା: ହିମାଚଳ ପ୍ରଦେଶରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରାଜ୍ୟର କାଂଗ୍ରା ଜିଲ୍ଲାର ଚମ୍ବା ଅଞ୍ଚଳରେ ମଙ୍ଗଳବାର ଦିନ ଭୂକମ୍ପ ହୋଇଛି । ରିଚର୍ ସ୍କେଲରେ ୪.୦ ରହିଥିବା ରେକର୍ଡ଼ କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ଅପରାହ୍ନ ୧୨ଟା ୧୭ ମିନିଟରେ ଧର୍ମଶାଳାର ୨୨ କିଲୋମିଟର ଦୂର…

ନୀତି ଆୟୋଗ କାର୍ଯ୍ୟାଳୟରେ କରୋନା, ସିଲ୍ ହେଲା ବିଲ୍ଡିଂ

ନୂଆଦିଲ୍ଲୀ: ସିଲ୍ ହେଲା ନୂଆଦିଲ୍ଲୀ ସ୍ଥିତି ନୀତି ଆୟୋଗ କାର୍ଯ୍ୟାଳୟ । ସେଠାକାର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଜଣାପଡିବା ପରେ ପୁରା ବିଲ୍ଡିଂକୁ ୨ ଦିନ ପାଇଁ ସିଲ୍ କରାଯାଇଛି । ଏଥିସହ ପୁରା ବିଲ୍ଡିଂକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବ । ପ୍ରଥମେ ରାଷ୍ଟ୍ରପତି…

ଭଦ୍ରକର ୩୨ଟି ପଂଚାୟତ ସର୍ଭିଲେନ୍ସ ଜୋନ ଘୋଷଣା

ଭଦ୍ରକ: କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ହଟ୍‌ସ୍ପଟ ଜୋନ୍‌ରେ ରହିଛି ଭଦଷ୍ଠଳ ଜିଲ୍ଲା । ଏଥିପାଇଁ ଭଦ୍ରକର ୩୨ ଗୋଟି ପଂଚାୟତକୁ ସର୍ଭିଲେନ୍ସ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ୩୨ଟି ପଂଚାୟତରେ ୧୦ରୁ ଅଧିକ କୋଲକତା ଫେରନ୍ତା ଅଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି। ବର୍ତ୍ତମାନ ଯାଏଁ…