Latest Odisha News

BREAKING NEWS

ଆଜି ଦିନ ୧୧ଟାରେ ମୋଦୀଙ୍କ ‘ମନ୍ କୀ ବାତ୍‌’

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟାରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍‌’ ଜରିଆରେ ନିଜ ମତ ରଖିବେ । ଏହି ୬୪ ତମ ଅଧ୍ୟାୟରେ ସେ ଦେଶବ୍ୟାପୀ କରୋନା ସଂକ୍ରମଣ ଭୟରେ ଚାଲିଥିବା ଲକ୍‌ଡାଉନ ପ୍ରସଙ୍ଗରେ ନିଜ ମତ ରଖିବେ । ମନ କୀ ବାତ୍ ନେଇ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୬-୦୪-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅପ୍ରେଲ  ତା ୨୬  ରିଖ ରବିବାର ମେଷ ୧୪ ଦିନ ବୈଶାଖ  ମାସ ଶୁକ୍ଳ ପକ୍ଷ ତୃତୀୟା  ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର  ଘାତ ବାର-:  ମେଷ  ରାଶିର ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର ଆଜି -:ଅକ୍ଷୟ…

କରୋନା ମୁକାବିଲା ପାଇଁ ଓଡିଶାରେ ନିଲାମ୍ ହେବ ୨ ଲକ୍ଷ ପ୍ରାଚୀନ ମୁଦ୍ରା !

ଭୁବନେଶ୍ୱର: କରୋନା ଯୁଦ୍ଧରେ ସାମିଲ ହେଲେ ଓଡିଶାର ଜଣେ ପ୍ରଖ୍ୟାତ ମୁଦ୍ରା ବିଜ୍ଞାନବିତ୍ । ନିଜ କଲେକ୍ସନରେ ଥିବା ମୁଦ୍ରା ଗୁଡିକୁ ନିଲାମ୍ କରି ସେହି ଅର୍ଥକୁ ସେ କରୋନାଭାଇରସ୍ ବିରୋଧୀ ଲଢେଇରେ ବିନିଯୋଗ କରିବେ । ୮ ଲକ୍ଷ ମୁଦ୍ରାରୁ ସେ ୨ ଲକ୍ଷ ମୁଦ୍ରାକୁ ବିକ୍ରି କରିବାକୁ ନିଷ୍ପତ୍ତି…

୧୦୦ ଛୁଇଁଲା ଓଡିଶାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା

ଭୁବନେଶ୍ୱର : ଯାଜପୁରରେ ଶନିବାର ୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ସହିତ ଓଡିଶାରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୦୦ ଛୁଇଁଛି । ଏଥି ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି । Health Update: 25th April, 2020 Six New Positive Cases in…

ସର୍ପ ଦଂଶନରେ ଯୁବ ପାଲା ଗାୟକଙ୍କ ମୃତ୍ୟୁ

କାକଟପୁର: ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଜଣାଶୁଣା ଯୁବ ପାଲା ଗାୟକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ, ଶୁକ୍ରବାର ରାତିରେ ଘରେ ଶୋଇଥିବା ବେଳେ କୌଣସି ବିଷଧର ସାପ ଦାଙ୍କୁ କାମୁଡ଼ି ଦେଇଥିଲା । ଶନିବାର ସକାଳେ ପରିବାର ଲୋକେ ତାଙ୍କୁ କାକଟପୁର…

କରୋନା ସହ ଲଢେଇ: ୨ବର୍ଷର ଶିଶୁକୁ ଛାଡ଼ି କର୍ତ୍ତବ୍ୟରେ ଯୋଗଦେଲେ ମା

ମାଲକାନଗିରି: ଘରେ ପିଲା କର୍ତ୍ତ୍ୟବ୍ୟ ସ୍ଥଳରେ ମାଁ।ପିଲା କୁ କୋଳେଇ ନେଇ ପାରୁନି ଜନ୍ମଦାତ୍ରୀ ମାଁ। ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ଯେଉଁ ମାଁ ରହି ପାରୁ ନଥିଲା ଆଜି ସତେ ଯେମିତି ସେହି ମାଆ ହୃଦୟ ନିଜ କର୍ତ୍ତବ୍ୟ ପାଇଁ ନିଷ୍ଟୁର ହୋଇ ଯାଇଛି। କାହିଁକି ଏ ପରିବର୍ତ୍ତନ? ପିଲା ଟି ପ୍ରଶ୍ନ…

ରାଜ୍ୟରେ କରୋନା ସଂକ୍ରମିତ ୧୦ ଜିଲ୍ଲା ମଧ୍ୟରୁ ୫ କରୋନା ମୁକ୍ତ

ଭୁବନେଶ୍ୱର: ଓଡିଶାର ୧୦ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରୁ ୫ଟି ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛନ୍ତି । ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କରୋନା ମୁକ୍ତ ହୋଇଥିବା ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି କଟକ, ପୁରୀ,…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫ କରୋନା ପଜିଟିଭ, ୯୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫ କରୋନା ପଜିଟିଭ । ଏହି ୫ ଜଣ କରୋନା ଆକ୍ରାନ୍ତ ଯାଜପୁରର ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରେ ପହଞ୍ଚି ଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ…

ଆଜି ରାତିରେ କେଉଁସବୁ ଜିଲ୍ଲାରେ ହେବ ବର୍ଷା, ଜାଣନ୍ତୁ

ଭୁବନେଶ୍ୱର: ଶନିବାର ରାତିରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଶନିବାର ରାତି ୧୧ଟା ୩୦ରେ ଏହି ସବୁ…

କଶ୍ମୀରର ଆତଙ୍କବାଦୀଙ୍କୁ ଆଇଏସଆଇ ଆଫଗାନିସ୍ତାନ ପଠାଉଛି

ନୂଆଦିଲ୍ଲୀ: କଶ୍ମୀରର ଆତଙ୍କବାଦୀଙ୍କୁ ଆଇଏସଆଇ ଆଫଗାନିସ୍ତାନ ପଠାଉଛି । ଶନିବାର ୟୁରୋପିଆନ ଫାଉଣ୍ଡେସନ ଫର ସାଉଥ ଏସିଆନ୍ ଷ୍ଟଡିଜ ଏହି ରିପୋର୍ଟ ପ୍ରକାଶ କରିଛି । କିଛି ଦିନ ତଳେ କାବୁଲରେ ହୋଇଥିବା ଗୁରୁଦ୍ୱାର ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆଇଏସଆଇର ହାତ ଥିଲା । ଏହାର ଅଭିଯୋଗରେ…