Latest Odisha News

BREAKING NEWS

ଚିଟଫଣ୍ଡ ପରିଚାଳନା ନିର୍ଦ୍ଦେଶକ ଗିରଫ

କଟକ: ରାଜ୍ୟ ଓ  ଗୁଜୁରାଟର ସୁରତ ଏବଂ ଛତିଶଗଡରେ ଜମାକାରୀଙ୍କ ନିକଟରୁ ବିନୋଦିନୀ ଚିଟଫଣ୍ଡ ନାମରେ ପ୍ରାୟ ୬୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଠକି ନେଇଥିବା ଏମ.ଡିକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ବିନୋଦିନୀ ପ୍ରୋଜେକ୍ଟସ ଲିମିଟେଡ ଚିଟଫଣ୍ଡ କମ୍ପାନୀ ନାମରେ ୫୦୦ରୁ ଉର୍ଦ୍ଧ…

ଫାରାହା ଖାଁ ନିରାଶ: ହ୍ରିତିକ, ଶାହାରୁଖ ମନା କରିବା ପରେ ବନ୍ଦ ହୋଇଗଲା ସତେ ପେ ସତାର ରିମେକ

ମୁମ୍ବାଇ: ସତେ ପେ ସତାର ରିମେକ ନେଇ ଜୋର ସୋରରେ ଉଦ୍ୟମ କରୁଥିବା ଫାରାହ ଖାଁଙ୍କୁ ଶେଷରେ ନିରାଶ ହେବାକୁ ପଡିଛି । ଓମ ଶାନ୍ତି ଓମ୍ ଓ ହ୍ୟାପି ନ୍ୟୁ ଇୟର ଭଳି ଫିଲ୍ମ ତିଆରି କରିଥିବା ଫାରାହ ଅମିତାଭ ବଚ୍ଚନଙ୍କ ୧୯୮୨ର ଏହି ହିଟ ଫିଲ୍ମର ରିମେକ କରିବାକୁ ଚାହୁଁଥିଲେ । ଏଥିନେଇ ସେ ହ୍ରିତିକ…

ମୁରଲିଧରନଙ୍କ ବାୟୋପିକ “800”ରୁ ଓହରିଲେ ବିଜୟ ସେଥୁପତି !

ତେଲେଙ୍ଗାନା: ଖବର ବେଶି ପୁରୁଣା ନୁହେଁ । ଶ୍ରୀଲଙ୍କାର ଲିଜେଣ୍ଡାରୀ କ୍ରିକେଟର୍ ତଥା ସ୍ପିନର୍ ମୁରଲିଧରନଙ୍କ ଉପରେ ବାୟୋପିକ ନିର୍ମାଣ ନେଇ ଖବର ସାମ୍ନାକୁ ଆସିଥିଲା । ଏପରିକି ପୋଷ୍ଟର ବି ରିଲିଜ ହୋଇଥିଲା । ମୁଖ୍ୟ ଭୂମିକାରେ ନଜର ଆସିଥାନ୍ତେ ସାଉଥ୍ ସୁପରଷ୍ଟାର ବିଜୟ ସେଥୁପତି । ହେଲେ…

ପତିଙ୍କ ଚ୍ୟାଲେଞ୍ଜ ସ୍ୱୀକାର କରି ୯ ମାସର ଗର୍ଭବତୀ ୧.୬ କିଲୋମିଟର ଦୌଡିଲେ

ନ୍ୟୁୟର୍କ: ଆମେରିକାର ମାକେନା ମିଲର ରାତାରାତି ଏବେ ଚର୍ଚ୍ଚିତ ମହିଳା ପାଲଟି ଯାଇଛନ୍ତି । ପତିଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କରି ୯ ମାସର ଗର୍ଭବତୀ ମିଲର ୧.୬ କିଲୋମିଟର ଦୌଡିଥିଲେ । ଏଥିପାଇଁ ତାଙ୍କୁ ୫ ମିନିଟ ୨୫ ସେକେଣ୍ଡ ସମୟ ଲାଗିଥିଲା । ସେ ଜାଣି ନ ଥିଲେ ତାଙ୍କ ପତି ମାଇକ ସେ…

ରାଜ୍ୟରେ ‘ମୋ ବିଦ୍ୟୁତ୍ ଆପ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ରାଜ୍ୟରେ ମୋ ବିଦ୍ୟୁତ୍ ଆପ୍‌ର ଶୁଭାରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଗ୍ରାହକ ସେବା ପାଇବାରେ ସାହାଯ୍ୟ କରିବ ଏହି ଆପ୍‌। ଯାହା ପରେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଅମୀରଙ୍କ ପୁତ୍ର ଜୁନୈଦଙ୍କୁ ଫିଲ୍ମ ମିଳୁନି !

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅମୀର ଖାଁଙ୍କ ପୁତ୍ର ଜୁନୈଦଙ୍କୁ ଫିଲ୍ମ ମିଳୁନି । ୨୩ ବର୍ଷୀୟ ଜୁନୈଦ ଅମୀରଙ୍କ ପ୍ରଥମ ପତ୍ନୀ ରୀନା ଦତଙ୍କ ସନ୍ତାନ । ଦୀର୍ଘ ସମୟ ଧରି ସେ ଏଥିନେଇ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇପାରୁ ନାହାନ୍ତି । ବାରମ୍ବାର ସେ ଅଡିଶନରେ ବିଫଳ ହେଉଛନ୍ତି । ନିକଟରେ…

କୁଆଡେ ଗଲେ ଭାରତର କୁଖ୍ୟାତ ଗ୍ୟାଙ୍ଗଷ୍ଟର ?

ନୂଆଦିଲ୍ଲୀ: ବିରାପ୍ପାନଠୁ ଆରମ୍ଭ କରି ନିକଟରେ ନିହତ ହୋଇଥିବା ବିକାଶ ଦୁବେ । ଏଭଳି ଅନେକ ଗ୍ୟାଙ୍ଗଷ୍ଟର ଓ ଅପରାଧୀଙ୍କ ଏନ୍ତୁଡିଶାଳ ପାଲଟିଛି ଭାରତ । ଦେବିନ୍ଦର ସିଂ, ବଣ୍ଟି ଓ ନଟୱରଲାଲ ଭଳି ଠକ ତଥା ଚୋରଙ୍କୁ ନେଇ ଫିଲ୍ମ ବି ନିର୍ମାଣ ସରିଛି । ଏପରିକି ତାଜମହଲକୁ ବିକ୍ରୟ କରିବା ଓ…

ଟସ ଜିଣି ଚେନ୍ନାଇର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି : ଚଳିତ ଆଇପିଏଲର ୩୭ତମ ମ୍ୟାଚ ଆଜି ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଚେନ୍ନାଇ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ ନେବାକୁ ନିଷ୍ପତ୍ତି ନେଇଛି । ଆଇପିଏଲର ଚଳିତ ସଂସ୍କରଣରେ ଉଭୟ ଚେନ୍ନାଇ ଓ ରାଜସ୍ଥାନ ଦଳର…

ଅନ୍ଧାଧୁନକୁ ବଳିଗଲା ‘ଲୁଡୋ’ ଟ୍ରେଲର!!

ମୁମ୍ବାଇ: ଦୁଇ ବର୍ଷର ପରିଶ୍ରମ ପରେ ଅନୁରାଗ ବାସୁ ତାଙ୍କର ବହୁ ପ୍ରତିକ୍ଷୀତ ମଲ୍ଟି ଷ୍ଟାରର ଫିଲ୍ମ 'ଲୁଡୋ'ର ଟ୍ରେଲର ରିଲିଜ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅଭିଷେକ ବଚ୍ଚନ, ପଙ୍କଜ ତ୍ରିପାଠୀ, ରାଜକୁମାର ରାଓ, ଆଦିତ୍ୟ ରୟ କାପୁର, ଫାତିମା ସାନା ଶେଖ, ସାନିଆ ମଲହୋତ୍ରା, ରୋହିତ ସରାଫ,…

ତୃତୀୟ ଦିନରେ ମା’ ବିରଜାଙ୍କ ରଥଯାତ୍ରା

ଯାଜପୁର: ଆଜି ତୃତୀୟ ଦିନରେ ଗଡ଼ିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥ। ପରମ୍ପରା ମୁତାବକ ଶନିବାର ରଥ ପ୍ରତିଷ୍ଠା ପରେ ମା ଙ୍କ ରଥ ମନ୍ଦିର ଚତୁର୍ପାଶ୍ଵ ପରିକ୍ରମା କରିଥିଲା। କଟକଣା ଭିତରେ କେବଳ ସେବାୟତ ଓ ପୋଲିସ କର୍ମଚାରୀ ମାନଙ୍କ ଦ୍ୱାରା ଘଣ୍ଟ ଘଣ୍ଟା, ବାଜା ଧ୍ଵନିରେ…