ଅପରାଧୀ ପୋଷାକ ପିନ୍ଧିବାକୁ ମନା କଲେ ଇନ୍ଦ୍ରାଣୀ; ଶିନା ବୋରା ହତ୍ୟା ମାମଲା
ନୂଆଦିଲ୍ଲୀ: ଶିନା ବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜେଲରେ ଅପରାଧୀଙ୍କ ପୋଷାକ ପିନ୍ଧିବାକୁ ଇନ୍ଦ୍ରାଣୀ ମନା କରି ଦେଇଛନ୍ତି। ଇନ୍ଦ୍ରାଣୀ ଯୁକ୍ତି କରିଛନ୍ତି ଯେ ତାଙ୍କ ମାମଲା ଏବେ ବି ବିଚାର ଚାଲିଛି, ଯେଉଁ କ୍ଷେତ୍ରରେ ସେ ଏହି ପୋଷାକ…