Latest Odisha News

BREAKING NEWS

କରୋନା ଭାଇରସ୍‌ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ଅତି କମ୍‌ରେ ୮ ମାସ ପର୍ଯ୍ୟନ୍ତ ରହିଥାଏ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି। ଏହି ସମୟ ମଧ୍ୟରେ, କରୋନା ବିରୋଧରେ ପ୍ରତିରୋଧକ ଶକ୍ତି ବିଷୟରେ ଅନେକ ଆଲୋଚନା ହେଉଛି। ଏକ ନୂତନ ଅଧ୍ୟୟନରେ କୁହାଯାଇଛି ଯେ କରୋନାରୁ ସୁସ୍ଥ ହେବା ପରେ ଅତି କମରେ ୮ ମାସ ପର୍ଯ୍ୟନ୍ତ ଏହି ରୋଗ …

ଆଜିଠାରୁ ଜାନୁୟାରୀ ୨ ପର୍ଯ୍ୟନ୍ତ କର୍ଣ୍ଣାଟକରେ ରାତ୍ରି କର୍ଫ୍ୟୁ ଘୋଷଣା କଲେ ରାଜ୍ୟ ସରକାର

ବେଙ୍ଗାଲୁରୁ: ନୂତନ ପ୍ରକାରର କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଭାରତ ସମ୍ପୂର୍ଣ୍ଣ ସତର୍କ ସୂଚନା ଜାରି କରିଛି। କର୍ଣ୍ଣାଟକ ସରକାର ମଧ୍ୟ ଏ ବିଷୟରେ ସଚେତନ ହୋଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ରାଜ୍ୟରେ ରାତ୍ରୀ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ…

ନୂଆ ପ୍ରୋଜେକ୍ଟ ପାଇଁ ଏକାଠି ହେବେ ଦୁଇ ପ୍ରମୁଖ ଫିଲ୍ମ ନିର୍ମାତା

ମୁମ୍ବାଇ: ବଲିଉଡର ଦୁଇ ପ୍ରମୁଖ ଫିଲ୍ମ ନିର୍ମାତା ଅନୁଭବ ସିହ୍ନା ଓ ସୁଧୀର ମିଶ୍ର । ଦୁହେଁ ନିଜନିଜ କ୍ୟାରିଅରରେ କେତେ ସଫଳ, ତାହାର ପ୍ରମାଣ ବୋଧ ହୁଏ ଆବଶ୍ୟକ ନାହିଁ । ଶୁଣିବାକୁ ମିଳିଛି କିଛି ହଟ୍‌କେ କରିବାକୁ ଯାଇ ଦୁହେଁ କୁଆଡେ ଏକାଠି ହେବାକୁ ଯାଉଛନ୍ତି । ମିଳିଥିବା ରିପୋର୍ଟ…

ଟେସଲାକୁ ଶସ୍ତାରେ କିଣିବାକୁ ଆପଲ୍‌କୁ ଅଫର୍‌ ଦେଇଥିଲେ‌ ମସ୍କ

ନୂଆଦିଲ୍ଲୀ: ଏକ ସମୟ ଥିଲା ଯେତେବେଳେ ବୈଦ୍ୟୁତିକ କାର ନିର୍ମାତା ଟେସଲା ବିକ୍ରୟ ପାଇଁ ପ୍ରସ୍ତୁତି ଚାଲିଥିଲା। ଟେସଲା ମୁଖ୍ୟ ଏଲନ୍ ମସ୍କ ତାଙ୍କ କମ୍ପାନୀ ବିକ୍ରୟ କରିବାକୁ ଚାହୁଁଥିଲେ ଏବଂ ଏଲନ୍ ମସ୍କ ଏହାକୁ କିଣିବା ପାଇଁ ମୋବାଇଲ୍ ନିର୍ମାତା କମ୍ପାନୀ ଆପଲ୍‌କୁ ଅଫର୍‌ ମଧ୍ୟ ପ୍ରଦାନ…

ବକ୍ସିଂ ଡେ ଟେଷ୍ଟ:ଆଘାତପ୍ରାପ୍ତ ୱାର୍ଣ୍ଣର ଓହରିଲେ

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଭାରତ ବିପକ୍ଷ ବକ୍ସିଂ ଡେ ଟେଷ୍ଟରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ସେ ବାୟୋବବଲ ଛାଡିସାରିଥିବାରୁ ଏହି ମ୍ୟାଚରେ ଖେଳିବାର କୌଣସି ସମ୍ଭାବନା ଆଉ ନାହିଁ । ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୮ ଉଇକେଟରେ ଭାରତକୁ ଶୋଚନୀୟ…

ବିବାଦରେ ଗଙ୍ଗୁବାଇ କାଠିଆୱାଡି, ଆଲିୟା ଓ ଭଂସାଲୀଙ୍କ ବିରୋଧରେ ମାମଲା

ମୁମ୍ବାଇ: ପୁଣି ବିବାଦରେ ଫିଲ୍ମ ନିର୍ମାତା ସଂଜୟ ଲିଲା ଭଂସାଲୀ । ବଲିଉଡର ଏହି ପପୁଲାର ନିର୍ଦ୍ଦେଶକ ନିଜ ନୂଆ ଫିଲ୍ମ ଗଙ୍ଗୁବାଇ କାଠିଆୱାଡି ପାଇଁ ଚର୍ଚ୍ଚାରେ ରହିଛନ୍ତି । ଖବର ମିଳିଛି ଫିଲ୍ମର ନିର୍ମାଣକୁ ନେଇ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି । ହୁସୈନ୍ ଜୈଦୀଙ୍କ ବହି ମାଫିଆ କ୍ୱିନ୍ସ…

କଙ୍ଗନାଙ୍କ ଇଚ୍ଛା ନୂଆବର୍ଷରେ ପୁରୀ ଆସିବେ, ଜଗାକୁ ଦର୍ଶନ କରିବେ

ମୁମ୍ବାଇ: ୯ ମାସ ପରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଜଗା ଦୁଆର । ମହାବାହୁଙ୍କୁ ପୁଣି ଥରେ ରତ୍ନ ସିଂହାସନରେ ଚର୍ମଚକ୍ଷୁରେ ଦେଖିଛନ୍ତି ଭକ୍ତ । ଏହି ଅବସରରେ ଆଜି ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଟ୍ୱିଟ୍ କରିଛନ୍ତି । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି…

ପ୍ରୟାଗରାଜ ଇଫକୋରେ ଆମୋନିଆ ଗ୍ୟାସ୍ ଲିକ୍‌: ୨ଅଧିକାରୀ ମୃତ, ୨୦ ଅସୁସ୍ଥ

ପ୍ରୟାଗରାଜ: ଉତରପ୍ରଦେଶ ପ୍ରୟାଗରାଜରେ ଥିବା ଇଣ୍ଡିଆନ କମର୍ସ ଫର୍ଟିଲାଇଜର କୋ ଅପରେଟେଭି ଲିମିଟେଡ (ଆଇଏଫସିଓ) ବଡ ଧରଣର ଦୁର୍ଘଟଣା ଘଟିଛି । ୟୂରିଆ ଉତ୍ପାଦନ କରାଯାଉଥିବା ବେଳେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ୨ ଅଧିକାରୀ ଆସିଷ୍ଟାଂଟ ମ୍ୟାନେଜର ବିପି ସିଂ ଓ ଡେପୁଟି ମ୍ୟାନେଜର…

ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାଁ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାଁ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ହୋଇଛି । ଏନେଇ ଆଜି ଉଚଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ଅନୁସାରେ…

ଫିଲ୍ମ ‘ମିଶନ୍ ମଞ୍ଜୁ’ର ଫାଷ୍ଟ୍‌ ଲୁକ୍‌ ରିଲିଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ବର୍ତ୍ତମାନ ଗୁପ୍ତଚର ଏଜେଣ୍ଟ ଭୂମିକାରେ ବଡ ପରଦାରେ ନଜର ଆସିବେ। 'ମିଶନ୍ ମଞ୍ଜୁ' ନାମକ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ରିଲିଜ୍ ହୋଇଛି। ସିଦ୍ଧାର୍ଥ ଏହାକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି କରିଛନ୍ତି। ପ୍ରଥମ ଲୁକ୍…