ମଧୁର ଭଣ୍ଡାରକର୍ ଆଣୁଛନ୍ତି ଇଣ୍ଡିଆ ଲକଡାଉନ୍ !
ମୁମ୍ବାଇ: କରୋନା ମାହାମାରୀରେ ଧ୍ୱସ୍ତ ହୋଇଥିଲା ବଲିଉଡ ଇଣ୍ଡଷ୍ଟ୍ରୀ । ଅନେକ ଖବର କାଗଜ ଓ ଟିଭି ଚ୍ୟାନେଲର ନ୍ୟୁଜ ଅନୁଯାୟୀ ପ୍ରାୟ ୮ହଜାର କୋଟିର କ୍ଷତି ସହିଥିଲା ବଲିଉଡ । ହେଲେ ଏବେ ପୁଣିଥରେ ବଲିଉଡ ଅଣ୍ଟା ସଳଖି ଛିଡା ହେବାକୁ ଚେଷ୍ଟା କରିଛି । ଅନେକ ନୂଆନୂଆ ଫିଲ୍ମ ସାମ୍ନାକୁ…