ଆତଙ୍କବାଦୀଙ୍କ ଗୁଳିରେ ଶୌର୍ଯ୍ୟଚକ୍ର ବଲୱିନ୍ଦର ମୃତ, ପୂର୍ବରୁ ୪୨ ଥର ଆକ୍ରମଣ ହୋଇଥିଲା
ତରନତାରନ: ପଞ୍ଜାବର ତରନତାରନରେ ଶୁକ୍ରବାର ଶୌର୍ଯ୍ୟଚକ୍ର ସମ୍ମାନିତ ସମାଜସେବୀ ବଲୱିନ୍ଦର ସିଂଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଛନ୍ତି । ଅବଶ୍ୟ ପୋଲିସ ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଆସି ନାହିଁ । ଶୁକ୍ରବାର ସକାଳ ୭ଟା ସମୟରେ କିଛି ଲୋକ ତାଙ୍କ ଘର ମଧ୍ୟରେ ପ୍ରବେଶ କରି ଗୁଳି…