ରାସ୍ତାକଡ଼ରେ ଗାଡ଼ି ରଖିବା ନେଇ କମିଶନରେଟ୍ ପୋଲିସର କଟକଣା
ଭୁବନେଶ୍ୱର: ସର୍ବସାଧାରଣ ସ୍ଥାନ ତଥା ରାସ୍ତାକଡରେ ବେପରୁଆ ଭାବେ ରଖାଯାଉଥିବା ଗାଡିଗୁଡିକୁ ହଟାଇବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ବରରେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ପ୍ରସ୍ତୁତ କରାଯାଇଛି।
ଗଣମାଧ୍ୟମକୁ ସୂଚନା ଦେଇ ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର କହିଛନ୍ତି ଯେ କଳ୍ପନା ଛକ…