Latest Odisha News

BREAKING NEWS

ବିନା ଓଟିପିରେ ମିଳିବନି ଏଲପିଜି ଗ୍ୟାସ, ଜାଣନ୍ତୁ କେବେଠୁ ?

ନୂଆଦିଲ୍ଲୀ: ଏଣିକି କେବଳ ଅନଲାଇନ୍ କିମ୍ବା ଫୋନରେ ବୁକିଂ କଲେ ମିଳିବନି ଏଲପିଜି ଗ୍ୟାସ । ବଦଳିବ ଗ୍ୟାସ ହୋମ୍ ଡେଲିଭରି ସିଷ୍ଟମ୍ । ଆଗାମୀ ଦିନରେ ଖୁବଶୀଘ୍ର ଓଟିପି ଦେଲେ ହିଁ ଘରେ ପହଂଚିବ ଗ୍ୟାସ । ଏଥିପାଇଁ ଏବେଠୁ ନିଜ ଫୋନ୍ ନମ୍ବର ଅପଡେଟ୍ କରାଇନିଅନ୍ତୁ । ରିପୋର୍ଟ ଅନୁୂଯାୟୀ…

ଆସିଲା ଆଇଫୋନ ୧୨ ମିନି; ୨୨୦୦୦ ପର୍ଯ୍ୟନ୍ତ ମିଳିବ ଡ଼ିସ୍କାଉଣ୍ଟ

ଆପଲ୍ ଆଇଫୋନ୍ ୧୨ ମିନି, ଆପଲ୍ ଇଣ୍ଡିଆ ଅନ୍ଲାଇନ୍ ଷ୍ଟୋର୍‌ରେ ତାଲିକାଭୁକ୍ତ ହୋଇଛି । ଏହା ସବୁଠାରୁ ଛୋଟ ଆଇଫୋନ୍ ଏବଂ ପ୍ରକୃତରେ ଦୁନିଆର ସବୁଠାରୁ କମ୍ପାକ୍ଟ 5G ସ୍ମାର୍ଟଫୋନ୍ । ଆପଲ୍ ଆଇଫୋନ୍ ୧୨ ମିନିର ମୂଲ୍ୟ ୬୯,୯୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏହା ତିନୋଟି ଷ୍ଟୋରେଜ୍…

ଏକାଠି ଆସୁଛନ୍ତି ରଣଦୀପ ହୁଡ୍ଡା ଓ ଇଲିଆନା ଡି’ କ୍ରୁଜ !

ମୁମ୍ବାଇ: ଆଗାମୀ ଦିନରେ ଖୁବଶୀଘ୍ର ଫ୍ଲୋରକୁ ଆସିବ ଫିଲ୍ମ "ଅନ୍‌ଫେୟାର୍ ଆଣ୍ଡ ଲଭଲି" । ଫିଲ୍ମର ଟାଇଟଲ୍ ଭଳି ଏହାର କାହାଣୀ ବି ଟିକେ ହଟ୍‌କେ ରହିଛି । ମୁଖ୍ୟ ଭୂମିକାରେ ରଣଦୀପ ଓ ଇଲିଆନା ଥିବାବେଳେ ସୋନୀ ପିକ୍‌ଚର୍ସ ବ୍ୟାନର ତଳେ ଏହା ନିର୍ମିତ ହେବ । କମେଡି ଓ ଗୋରା ରଙ୍ଗର ଚେହେରାକୁ…

ବିବାହ ପୁର୍ବରୁ ସୈଫ୍‌ଙ୍କ ଆଗରେ କଣ ସର୍ତ୍ତ ରଖିଥିଲେ କରୀନା?

ମୁମ୍ବାଇ: ସୈଫ୍ ଅଲ୍ଲୀ ଖାନ୍‌ ଏବଂ କରୀନା କପୁର ବଲିଉଡ୍‌ର ଲୋକପ୍ରିୟ ଦମ୍ପତି ଭାବରେ ମଧ୍ୟ ଜଣାଶୁଣା। ସେମାନଙ୍କର ବିବାହକୁ ଏହା ଭିତରେ ଆଠ ବର୍ଷ ବିତିଗଲାଣି। ସୈଫ୍‌ ଅଲ୍ଲୀ ଖାନ ଏବଂ କରୀନା କପୁର ୧୬ ଅକ୍ଟୋବର ୨୦୧୨ ରେ ବିବାହ କରି କରିଥିଲେ। ଦୀର୍ଘ ଦିନ ଧରି ଡେଟ୍‌ କରିବା ପରେ ଏହି…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୧ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ଗଜପତି, ଗଞ୍ଜାମ, ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ, ଭଦ୍ରକ, ଯାଜପୁର,…

ଭୁବନେଶ୍ୱରରେ ଆତଙ୍କ; ଖଣ୍ଡା ବୁଲାଇ ଯୁବକଙ୍କ ହତ୍ୟା ଧମକ!

ଭୁବନେଶ୍ୱର: ଭୁବନେଶ୍ୱରର ଖାରବେଳ ନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଅଞ୍ଚଳରେ ଜଣେ ଦୁବୃର୍ତ୍ତ ଖଣ୍ଡା ବୁଲାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଉକ୍ତ ସିସିଟିଭି ଭିଡିଓରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଖଣ୍ଡା ଧରି ଜଣକ ଘର ବାହାରେ ବୁଲାଉଥିବା ଦେଖିବାକୁ ମିଳୁଛି । ଏପରିକି ଘରୁ…

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଓଟିଭି ଏମଡିଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ୍

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡାଙ୍କୁ ନୋଟିସ୍ ଜାରି ହୋଇଛି । ଆସନ୍ତାକାଲି ଦିନ ୧୧ଟାରେ ହାଜର ହେବାକୁ ନୋଟିସ୍ ହୋଇଛି । ଭୁବନେଶ୍ୱର ସ୍ଥିତ EOW ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ…

୨୩ ତାରିଖରେ ବିହାର ପ୍ରଚାର ମୈଦାନକୁ ଓହ୍ଲାଇବେ ମୋଦି, ୧୨ ଦିନରେ ୧୨ ରାଲି

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ଏବେ ଚଳଚଞ୍ଚଳ । ଜୋରଦାର ହେଲାଣି ପ୍ରଚାର । ବିଜେପି ପାଇଁ ବିହାରରେ ୧୨ଟି ରାଲି କରିବେ ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୩ ତାରିଖରୁ ପ୍ରଚାର ମୈଦନାକୁ ଓହ୍ଲାଇବେ ମୋଦି । ପ୍ରଥମ ପ୍ରଚାର ରାଲି ସାସାରାମରେ…

ସାଣ୍ଡାଲ୍‌ଉଡ୍‌ ଡ୍ରଗ୍ସ ମାମଲା; ବିବେକ ଓବରଏଙ୍କ ପତ୍ନୀ ପ୍ରିୟଙ୍କାଙ୍କୁ କ୍ରାଇମ୍‌ବାଞ୍ଚ ପକ୍ଷରୁ ‌ଲିଗାଲ୍‌…

ମୁମ୍ବାଇ: ସାଣ୍ଡାଲ୍‌ଉଡ୍‌ ଡ୍ରଗ୍ସ ମାମଲାରେ ପୋଲିସ୍‌ ଗତକାଲି ବିବେକ ଓବରଏ୍‌ଙ୍କ ଘରେ ଚଢାଉ କରିବା ପରେ ଏବେ ବିବେକଙ୍କ ପତ୍ନୀ ପ୍ରିୟଙ୍କା ଅଲଭା ମଧ୍ୟ ଏହି ମାମଲାରେ ଜଡିତ ଥିବା ସୂଚନା ମିଳିଛି। ଯେଉଁ କାରଣରୁ ପ୍ରିୟଙ୍କା ଅଲଭାଙ୍କୁ ବାଙ୍ଗାଲୋରର ସିଟି କ୍ରାଇମ ବ୍ରାଞ୍ଚ ପୋଲିସ ପକ୍ଷରୁ…

ଓଡ଼ିଶାରେ କମିଛି କରୋନା ସଂକ୍ରମଣ, ହେଳା କଲେ ପୁଣି ବଢ଼ିବ

ଭୁବନେଶ୍ୱର: ଏବେ ଓଡ଼ିଶାରୁ ଦିନକୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ କମିଛି ସଂକ୍ରମଣ । ଏହି ସୂଚନା ଦେଇଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା । ସେ କହିଛନ୍ତି, ସେପ୍ଟେମ୍ବର ୧୧ରୁ ୨୫ ଯାଏଁ ଦୈନିକ ସଂକ୍ରମଣ ୪ ହଜାର ୨୦୦ ଟପିଥିଲା । ଏବେ ରାଜ୍ୟରେ କୋଭିଡ୍…