ହାରୁଛି କରୋନା; ସମ୍ କୋଭିଡ ହସ୍ପିଟାଲ୍ରୁ ପୁଣି ସୁସ୍ଥ ହେଲେ ୮୪ ବର୍ଷୀୟା ବୃଦ୍ଧା
ଭୁବନେଶ୍ୱର : ପୁଣି ପରାସ୍ତ ହେଲା କରୋନା । ସମ୍ କୋଭିଡ୍ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଲେ ୮୪ ବର୍ଷୀୟା ବୃଦ୍ଧା । ପୁରୁଣା ଭୁବନେଶ୍ୱର ଅଂଚଳର ଶ୍ରୀମତି ଶୈଳବାଳା ଦାସ ଗୁରୁବାର ଦିନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ତାଙ୍କର ଉଚ୍ଚ ରକ୍ତଚାପ ଏବଂ ଗ୍ୟାଷ୍ଟ୍ରିକ୍…