Latest Odisha News

BREAKING NEWS

ଝଡ଼ର ଇଗଲ୍‌: ଉଠିବାକୁ ହେଲେ…

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

କେରଳର କେତେକ ଜିଲ୍ଲାରେ ଆସନ୍ତାକାଲିଠୁ ହେବ ଲକ୍‌ଡାଉନ କଟକଣା କୋହଳ

ଥିରୁଅନନ୍ତପୁରମ୍ : ଦେଶର ପ୍ରଥମ ରାଜ୍ୟ ଭାବେ ଲକ୍‌ଡାଉନ କଟକଣା କୋହଳ କରିବାକୁ ଯାଉଛି କେରଳ । କେରଳ ସରକାର କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାକୁ ୪ ଭାଗରେ ବିଭକ୍ତ କରିଛନ୍ତି । ଏଗୁଡିକ ହେଉଛି ରେଡ ଜୋନ, ଅରେଂଜ(ଏ) ଜୋନ୍‌, ଅଂରେଜ(ବି) ଜୋନ ଓ ଗ୍ରୀନ ଜୋନ । ରେଡ…

ସରପଂଚଙ୍କୁ ଜିଲ୍ଲାପାଳ କ୍ଷମତା: ନବୀନ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ କରି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ-୧୯ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସରପଂଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ଏହା ଫଳରେ ସରକାରଙ୍କ କରୋନା ମୁକାବିଲା ଯୋଜନା କାର୍ଯ୍ୟକାରୀ ହୋଇପାରିବ । ଏଥିପାଇଁ ଆଇନଗତ…

ମାସ୍କ ପିନ୍ଧିବାକୁ ମନା କରିବାରୁ ଦିବ୍ୟାଙ୍ଗ ପୁଅକୁ ଗଲା କାଟି ହତ୍ୟା

କୋଲକାତା: ମାସ୍କ ନ ପିନ୍ଧିବାରୁ ଦିବ୍ୟାଙ୍ଗ ପୁଅକୁ ଗଲା କାଟି ହତ୍ୟା କଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ପଶ୍ଚିମବଙ୍ଗରେ । ଏହାପରେ ହତ୍ୟାକାରୀ ବାପା ପୋଲିସ ଷ୍ଟେସନକୁ ଯାଇ ଆତ୍ମ ସମର୍ପଣ କରିଛି । ସୂଚନାମୁତାବକ, ଶନିବାର ଅପରାହ୍ନରେ ଅଭିଯୁକ୍ତ ବଂଶିଧର ମଲ୍ଲିକ ନିଜ ୪୫ ବର୍ଷୀୟ…

ମହିଳାଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ୍ ଖୋଲି ବିବାଦୀୟ ପୋଷ୍ଟ ଅଭିଯୋଗରେ ରାୟପୁର ଯୁବକ ଗିରଫ

ରାୟପୁର: ଆଜିକାଲି ମିଛ ନାଁରେ ବିଶେଷ କରି ମହିଳାଙ୍କ ନାଁ ଓ ଫୋଟୋ ଥିବା ନକଲି ବା ଫେକ୍ ଫେସ୍‌ବୁକ୍ ଆଇଡି ଖୋଲି ସାଧାରଣ ଲେକାଙ୍କୁ ବଭ୍ରାନ୍ତ କରିବା ଏକପ୍ରକାର ଟ୍ରେଣ୍ଡ୍ ରେ ପରିଣତ ହୋଇଛି । ଓଡିଆ ଆଲ୍‌ବମ୍ ଗୀତରେ ଫେସବୁକ୍‌ର ଆଞ୍ଜେଲ୍ ପ୍ରିୟା ଶୁକୁଟି ସାହୁ ହେବା ଭଳି ସୋସିଆଲ୍…

ଗାଡି ଚଳାଚଳ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ପାଇଁ ଜାରି ହୋଇଥିବା କଟକଣା ଆସନ୍ତାକାଲି ଠାରୁ କିଛି ମାତ୍ରାରେ କୋହଳ ହେବ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଗାଡି ଚଳାଚଳ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାର୍ହି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ…

କରୋନା ପାଇଁ କଟିବନି ପେନ୍‌ସନ୍‌: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ପାଇଁ କଟିବନି ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍ । ପେନ୍‌ସନ୍ ବନ୍ଦ କରିବାକୁ ମଧ୍ୟ କୌଣସି ପ୍ରସ୍ତାବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଏ ସମ୍ପର୍କରେ ମନ୍ତ୍ରଣାଳୟର ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ କରୋନା…

ସୁପ୍ରିମକୋର୍ଟ କଲେଜିୟମର ମୋହର: ଜଷ୍ଟିସ ମହମ୍ମଦ ରଫିକ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି (ସିଜେ) ଭାବେ ମେଘାଳୟ ହାଇକୋର୍ଟର ପ୍ରଧାନ ବିଚାରପତି ମହମ୍ମଦ ରଫିକଙ୍କୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି। ଗତ ବର୍ଷ ନଭେମ୍ବର ମାସରେ ମେଘାଳୟ ହାଇକୋର୍ଟର ସିଜେ ଭାବେ ଜଷ୍ଟିସ୍ ରଫିକ୍ ଶପଥ ଗ୍ରହଣ…

ମେ’ ୩ ପରେ ବି ଗଡିବନି ଟ୍ରେନ୍‌, ଉଡିବନି ବିମାନ !

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ପଡିଥିବା ତାଲାବନ୍ଦ ମେ’ ୩ ପରେ ଖୋଲିବ । ହେଲେ ଲକଡାଉନ ହଟିବା ପରେ ବି ବିମାନ ଓ ଟ୍ରେନ ଚଳାଚଳ ହୋଇ ନପାରେ । ଏନେଇ ସମ୍ଭାବନା କମ୍ ରହିଛି । ଆଜି ମନ୍ତ୍ରୀ ସମୂହ ବୈଠକରେ ବିମାନ ଓ ଟ୍ରେନ୍ ଚଳାଚଳ ଆରମ୍ଭ ନକରିବା ପାଇଁ ନିଷ୍ପତ୍ତି ହୋଇଛି । ଏହାପରେ…

ସୋମବାରଠୁ ଅଫିସ ଆସିବେ ସମସ୍ତ ଗ୍ରୁପ ‘ଏ’ ଅଧିକାରୀ

ଭୁବନେଶ୍ୱର: ଆସନ୍ତକାଲି ଅର୍ଥାତ ଏପ୍ରିଲ ୨୦ ତାରିଖରୁ ଅଫିସ ଆସିବେ ସମସ୍ତ ଗ୍ରୁପ ‘ଏ’ ଅôଡ଼କାରୀ । ଏନେଇ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତାକାଲି ଠାରୁ ସମସ୍ତ ‘ଏ’ ଗ୍ରେଡ୍ ଅଧିକାରୀ ଅଫିସ ଆସିବେ । ସେହିପରି ‘ବି’, ‘ସି’ ଓ ‘ଡି’…