ସୋମବାର ରାଷ୍ଟ୍ରପତି ବାଇଡେନ୍ ଏବଂ ପତ୍ନୀ ଜିଲ୍ ନେବେ ପ୍ରଥମ କରୋନା ଟିକା; ଆମେରିକା
ନୂଆଦିଲ୍ଲୀ: ଆମେରିକାରେ କରୋନା ଯୋଗୁଁ ପ୍ରତିଦିନ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। କରୋନା ସଙ୍କଟ ଦେଇ ଗତି କରୁଥିବା ବିଶ୍ୱର ସର୍ବାଧିକ ପ୍ରଭାବିତ ଦେଶ ଆମେରିକାରେ ଏବେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆମେରିକାରେ ପିଫାଇଜରର କରୋନା ଟିକା ପରେ ବର୍ତ୍ତମାନ ମଡର୍ନା ଟିକାର…