Latest Odisha News

BREAKING NEWS

[ଭିଡିଓ] ବିରିଆନୀ ପାଇଁ ଦେଢ କି.ମି ଲମ୍ବା ଲାଇନ୍ !

କର୍ଣ୍ଣାଟକ: କରୋନା ସ୍ଥିତିରେ ଆପଣ ବିରିଆନୀ ପାଇଁ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପସନ୍ଦ କରିବେ କି ? ଆମ ମଧ୍ୟରୁ ଅନେକ ଏହି ପ୍ରଶ୍ନର ଉତ୍ତର ନା ଦେବାକୁ ପସନ୍ଦ କରିବେ । ହେଲେ ଏପରି ବି କିଛି ଲୋକ ଅଛନ୍ତି, ଯିଏ କି ବିରିଆନୀ ପାଇଁ ଦେଢ କିମି ଲମ୍ବା ଲାଇନରେ ଛିଡା ହେବାକୁ…

କଟକର ପାନ ଦୋକାନୀ ପାଳିଲେ ବିଗ୍ ବି’ଙ୍କ ବାର୍ଥ ଡେ’

କଟକ: ଆଜି ହେଉଛି ବଲିଉଡର ସହେନ୍‌ସା ବିଗ୍ ବିଙ୍କ ଜନ୍ମ ଦିନ । ୭୮ରେ ପାଦ ରଖିଛନ୍ତି ଅମିତାଭ ବଚ୍ଚନ । ତେବେ ତାଙ୍କ ଜନ୍ମ ଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ତାଙ୍କର ଜଣେ ବଡ ଫ୍ୟାନ୍ । କଟର ବାଦାମବାଡି ଅଂଚଳର ପାନ ଦୋକାନୀ ଧନେଶ୍ୱର ଅମିତାଭଙ୍କ ଜନ୍ମ ଦିବସକୁ ଧୁମଧାମରେ ପାଳନ…

ଭୁବନେଶ୍ୱରରେ ଏଟିଏମ୍ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ରେଳ ଷ୍ଟେସନ୍ ନିକଟରେ ଥିବା ଏକ ଏଟିଏମକୁ କିଛି ଦୁର୍ବୃତ୍ତ ଲୁଟ୍ କରିଥିବା ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନବି) ଏଟିଏମ୍…

ଦେବୀ ଦୁର୍ଗାକୁ ନେଇ କ’ଣ ରହିଛି କିମ୍ବଦନ୍ତୀ!

ଭୁବନେଶ୍ୱର: ମା ଦୁର୍ଗା ଆଦି ଶକ୍ତି, ଭବାନୀ ଭଳି ବିଭିନ୍ନ ନାମରେ ପରିଚିତ । ପୁରାଣ ଅନୁଯାୟୀ ଅସୁର ମାନଙ୍କ ସଂହାର ପାଇଁ ମାତା ଜନ୍ମ ଗ୍ରହଣ କରିଥିଲେ। ଯଦିଓ ବର୍ଷସାରା ମାତାଙ୍କୁ ପୂଜା କରାଯାଏ କିନ୍ତୁ ନବରାତ୍ର ସମୟରେ ସ୍ୱତନ୍ତ୍ର ଭାବେ ଦେବୀଙ୍କର ପୂଜାର୍ଚ୍ଚନା କରାଯାଏ । କୁହାଯାଏ ଯେ…

ନିୟମିତ ବିଟ୍‌ରୁଟ୍‌ ସେବନ କଲେ କଣ ମିଳେ ଫାଇଦା ଜାଣନ୍ତୁ

ବିଟ୍‌ରୁଟ୍‌ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଏପରି ଗୁଣ ଅଛି ଯାହା ଆପଣଙ୍କ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଏହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏକ ରିପୋର୍ଟ ଅନୁଯାୟୀ ଯଦି ଆପଣ ପ୍ରତିଦିନ ବିଟ୍ ରସ ପିଅନ୍ତି ତେବେ ଏହା ଆପଣଙ୍କ…

ଫ୍ଲିପ୍‌କାର୍ଟ ପଛରେ ଲାଗିଲା ଦେଶଦ୍ରୋହ ଟ୍ୟାଗ୍‌

ନୂଆଦିଲ୍ଲୀ: କନ୍‌ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ର ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଫ୍ଲିପ୍‌କାର୍ଟ ବିରୋଧରେ ତୁରନ୍ତ ଦେଶଦ୍ରୋହ ପ୍ରକ୍ରିୟା ଆରମ୍ଭ କରିବାକୁ ସରକାରଙ୍କୁ ଦାବି କରିଛନ୍ତି। ତେବେ ଫ୍ଲିପ୍‌କାର୍ଟ ଏହାର ଅଫିସିଆଲ୍ ଟ୍ୱିଟର୍‌ ହ୍ୟାଣ୍ଡେଲ…

ଆରମ୍ଭ ହେଲା ସ୍ୱାମୀତ୍ୱ ଯୋଜନା, ୧ ଲକ୍ଷ ଲୋକଙ୍କୁ ମିଳିବ ସମ୍ପତ୍ତି କାର୍ଡ

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ସ୍ୱାମୀତ୍ୱ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଆରମ୍ଭ ହେବା ପରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ କରାଯିବ । ଏହି କାର୍ଡକୁ ହିତାଧିକାରୀମାନେ ମୋବାଇଲ…

ପାଣି ପାଇଁ ଗୋଷ୍ଠୀ ସଂଘର୍ଷ, ତେଣ୍ଟା ମାଡରେ ୨ ମୃତ, ୯ ଆହତ

ବ୍ରହ୍ମଗିରି: ତେଂଟାମାଡରେ ୨ଜଣଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମଗିରିରେ ଡମିଣିସେଣାରେ ଦୁଇ ପରିବାର ମଧ୍ୟରେ  ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି । ଗୋଷ୍ଠୀ ସଂଘର୍ଷରେ ତେଂଟା ମାଡ଼ କରାଯାଇଥିଲା । ଯେଉଁଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ରେବଣା ନୂଆଗାଁ…

‘ତେସ୍’ରେ ପୁଲକିତ-କ୍ରିତିଙ୍କ ଦମଦାର କେମେଷ୍ଟ୍ରି, ଦେଖନ୍ତୁ ଭିଡିଓ

ମୁମ୍ବାଇ: କମେଡିରୁ ଆକ୍ସନ ମୋଡକୁ ଆସିଲେ ବଲିଉଡ ଅଭିନେତା ପୁଲକିତ ସମ୍ରାଟ । ରିଲିଜ ହୋଇଛି ତାଙ୍କର ଅପକମିଂ ଫିଲ୍ମ ‘ତେସ’ର ଟିଜର, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ମଧ୍ୟ ହୋଇଛି । ଏହା ଏକ ସସପେନ୍ସ ଡ୍ରାମା ଫିଲ୍ମ । ଏଥିରେ ଲିଡ୍ ରୋଲରେ ପୁଲକିତ ଥିବା ବେଳେ ତାଙ୍କ ଅପଜିଟରେ…

ହସ୍ପିଟାଲ୍‌ରୁ ଡିସ୍‌‌ଚାର୍ଜ ସମୟରେ ସୁପର୍‌‌ମ୍ୟାନ୍‌ ସାର୍ଟ ପିନ୍ଧିବାକୁ ଚାହୁଁଥିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି। ସେ ଆଗକୁ ହେବାକୁ ଥିବା ନିର୍ବାଚନ ପ୍ରଚାରରେ ମଧ୍ୟ ଭାଗ ନେବା ଆରମ୍ଭ କରିଛନ୍ତି। ତେବେ କରୋନାରୁ ସୁସ୍ଥ ହୋଇ ଫେରିବା ସମୟରେ ଡାକ୍ତରଖାନାରେ ଡୋନାଲ୍ଡ ଟ୍ରମ୍ପ ଲୋକଙ୍କୁ…