ଫ୍ରେଂଚ ଓପନ ଟେନିସ : ଇତିହାସ ରଚିଲେ ପୋଲାଣ୍ଡର ଇଗା ସ୍ୱିଟେକ୍
ପ୍ୟାରିସ: ପୋଲାଣ୍ଡର ୧୯ ବର୍ଷୀୟ ଇଗା ସ୍ୱିଟେକ୍ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରି ଇତିହାସ ରଚିଛନ୍ତି । ସେ ଫାଇନାଲରେ ଆମେରିକାର ସୋଫିଆ କେନିନଙ୍କୁ ୬-୪, ୬-୧ ସିଧାସଳଖ ସେଟରେ ପରାସ୍ତ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପୋଲାଣ୍ଡର…