Latest Odisha News

BREAKING NEWS

ମହିଳା କୋଭିଡ୍‌-୧୯ ରୋଗୀଙ୍କ କୌଣସି ଯାତ୍ରା ଇତିହାସ ନାହିଁ: ଢେଙ୍କାନାଳ ଜିଲ୍ଲାପାଳ

ଢେଙ୍କାନାଳ: ଢେଙ୍କାନାଳର ୫୧ ବର୍ଷୀୟା ମହିଳା କୋଭିଡ୍‌-୧୯ ଆକ୍ରାନ୍ତଙ୍କର କୌଣସି ଯାତ୍ରା ଇତିହାସ ନଥିବା କଥା ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା କହିଛନ୍ତି, ମାର୍ଚ୍ଚ ୧୦ ତାରିଖ…

ପ୍ରଥମ ରାଜ୍ୟ ଭାବେ ଏପ୍ରିଲ ୩୦ ଯାଏଁ ଲକଡାଉନ ଅବଧି ବଢାଇଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟରେ ଲକଡାଉନ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପୂର୍ବରୁ ଲକଡାଉନ ଅବଧି ବଢାଇବା ନେଇ ଘୋଷଣା କରିଥିବା…

ଜୁନ ୧୭ ଯାଏଁ ବନ୍ଦ ରହିବ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ ଅବଧିକୁ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ବଢାଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ଜୁନ ୧୭ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟ…

ଓଡ଼ିଶାରେ ଲକ୍‌ଡ଼ାଉନ୍ ବଢିବା ନେଇ ଜାତୀୟ ଗଣମାଧ୍ୟମରେ ନବୀନଙ୍କୁ ପ୍ରଶଂସା

ଭୁବନେଶ୍ୱର: ମହାବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଯେକୌଣସି ଦୁର୍ବିପାକ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୁରନ୍ତ ପଦକ୍ଷେପ ଜାତୀୟ ଗଣମାଧ୍ୟମରେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏବେ କରୋନା ମହାମାରୀ ଯୋଗୁଁ ସମଗ୍ର ପୃଥିବୀ ଏକ ପ୍ରକାର ଆତଙ୍କିତ…

ମାକ୍ସ ପିନ୍ଧି ନଥିବାରୁ ବ୍ୟବସାୟୀଙ୍କୁ ଜରିମାନା

ବୁଗୁଡା: ମହଙ୍ଗା ପଡିଲା ମାସ୍କ ନ ପିନ୍ଧିବା । ଜଣେ ବବ୍ୟସାୟୀ ଗଣିଲେ ମୋଟା ଅଙ୍କର ତଣ୍ଡ । ବୁଗୁଡା ସହରରେ ଜଣେ ବ୍ୟବସାୟୀ ଜିନିଷ ବିକ୍ରି କରିବା ସମୟରେ ମୁହଁରେ ମାକ୍ସ କିମ୍ବା ରୁମାଲ ବାନ୍ଧି ନଥିବାରୁ ତାଙ୍କୁ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡିଛି । ବୁଗୁଡା ବିଜ୍ଞାପିତ ଅଞ୍ଚଳ…

ଗୁଡ୍ ଫ୍ରାଇଡେରେ କାହିଁକି ଦିଆଯାଏ ନାହିଁ ଶୁଭେଚ୍ଛା ବାର୍ତ୍ତା ?

ଭୁବନେଶ୍ୱର: ଜାତୀୟ ଛୁଟିଦିନ ହୋଇଥିବାରୁ ଆପଣ ଭାବୁଥିବେ ଗୁଡ୍ ଫ୍ରାଇଡେ ଅନ୍ୟ ଉତ୍ସବ ଭଳି ଏକ ଆନନ୍ଦର ପର୍ବ । ଜଣାଅଜଣାରେ ଆପଣ ଖ୍ରୀଷ୍ଟଧର୍ମୀ ବନ୍ଧୁଙ୍କୁ ହାପି ଗୁଡ୍ ଫ୍ରାଇଡେ ଲେଖି ୱିସ୍ ବି କରିଥିବେ । କିନ୍ତୁ ବୋଧ ହୁଏ ଆପଣ ଜାଣିନଥିବେ ଏଭଳି ବାର୍ତ୍ତା ସେମାନଙ୍କ ଧାର୍ମିକ ମନୋଭାବକୁ…

ପରଲୋକରେ ରାମାୟଣର ସୁଗ୍ରୀବ ‘ଶ୍ୟାମସୁନ୍ଦର’

ଭୁବନେଶ୍ୱର : ଲକ୍ ଡାଉନ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣର ପ୍ରସାରଣ ବେଳେ ଏକ ଦୁଃଖଦ ଖବର ଆସିଛି । ରାମାୟଣରେ ସୁଗ୍ରୀବ ଓ ବାଲି ଉଭୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମସୁନ୍ଦର କରାରେଙ୍କର ପରଲୋକ ହୋଇଯାଇଛି । ଗତ କିଛି ବର୍ଷ ହେଲା ସେ କ୍ୟାନସରରେ ପୀଡିତ ଥିଲେ । ହରିୟାଣାରେ…

କ୍ରିକେଟ ମ୍ୟାଚ୍ ନୁହେଁ କରୋନା: ବାଗଚୀ

ଭୁବନେଶ୍ୱର: ମହାମାରୀ କରୋନା କୌଣସି କ୍ରିକେଟ ମ୍ୟାଚ୍ ନୁହେଁ । ଦିନିକିଆ, ଆଇପିଏଲ୍ କିମ୍ବା ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍ ନୁହେଁ କୋଭିଡ-୧୯ । ଏହା ଏକ ଲମ୍ବା ଲଢେ଼ଇ । ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସ୍ଥିତି ବାବଦରେ ସୂଚନା ଦେବା ବେଳେ ଏଭଳି ମତ ରଖିଛନ୍ତି ମୁଖ୍ୟ ମୁଖପାତ୍ର ସୁବ୍ରୋତ…

ମାସ୍କ ନପିନ୍ଧିଲେ ଗଣିବେ ତଣ୍ଡ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଏଣିକି ମାସ୍କ ନପିନ୍ଧିଲେ ଗଣିବାକୁ ପଡିବ ତଣ୍ଡ । ଆଜିଠୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ପରେ ମାସ୍କ ନପିନ୍ଧିଲେ ଜରିମାନା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଥମ ୩ ଥର ମାସ୍କ ନପିନ୍ଧିଲେ ୨ଶହ ଟଙ୍କା ତଣ୍ଡ ଗଣିବେ । ଆଉ ତିନି ଥର ପରେ ଯଦି ଅପଣ ସୁଧୁରୁ…

ଆର୍ଣ୍ଣଲ୍ଡ ‘ଟର୍ମିନେଟର’ଙ୍କ ପୁତ୍ର ଜୋସେଫଙ୍କ ଫିଗର ଏବେ ଚର୍ଚ୍ଚାରେ

ଲସଆଞ୍ଜେଲ୍ସ: ଆର୍ଣ୍ଣଲ୍ଡ ସ୍କ୍ରାରାଜେନେଗାରଙ୍କୁ କିଏ ବା ନ ଜାଣେ । ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସେ ସାରା ବିଶ୍ୱରେ ଖ୍ୟାତି ହାସଲ କରିଥିଲେ । ସେ ୭୦ ଦଶକରେ ୬ଥର ମିଷ୍ଟର ଅଲିମ୍ପିଆନ୍ ପ୍ରଫେଶନାଲ ବଡିବିଲ୍ଡିଂ ଟାଇଟଲ ଜିତିଥିଲେ । ତାଙ୍କ ଅଭିନୀତ ଟର୍ମିନେଟର ଫିଲ୍ମ ଏବେ ମଧ୍ୟ ଦର୍ଶକଙ୍କ…