ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପାଇଲା ନୋବେଲ ଶାନ୍ତି ପୁରସ୍କାର
ଓସ୍ଲୋ: ନୋବେଲ କମିଟି କହିଛି ଯେ କ୍ଷୁଧାକୁ ମୁକାବିଲା କରିବା ତଥା ବିବାଦୀୟ ଅଞ୍ଚଳରେ ଶାନ୍ତି ପାଇଁ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିଥିବାରୁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WHP) କୁ ଶୁକ୍ରବାର ଦିନ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି।
ନରୱେ ନୋବେଲ କମିଟିର ଚେୟାରମ୍ୟାନ୍…