Latest Odisha News

BREAKING NEWS

‘ମେଁ ମୁଲାୟମ ସିଂ ଯାଦବ’ ଫିଲ୍ମର ଟିଜର ରିଲିଜ ହେଲା

ମୁମ୍ବାଇ: ବଲିଉଡରେ ଆତ୍ମଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବା ଟ୍ରେଣ୍ଡ ଜୋର ଧରିଛି । ଏହି ଧାରାରେ ଯୋଡି ହୋଇଯାଇଛି ଆଉ ଏକ ଫିଲ୍ମ । ସମାଜବାଦୀ ପାର୍ଟିର ପୂର୍ବତନ ମୁଖ୍ୟ ମୁଲାୟମ ସିଂ ଯାଦବଙ୍କ ଜୀବନୀ ଉପରେ ଏହି ଫିଲ୍ମ ଆଧାରିତ । ଫିଲ୍ମର ନାମ ‘ମେଁ ମୁଲାୟମ ସିଂ ଯାଦବ’ ରଖାଯାଇଛି । ସେ…

କଟକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୯ ଜଣଙ୍କ ରିପୋର୍ଟ ନେଗେଟିଭ

କଟକ: କଟକର ପ୍ରଥମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ୧୯ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗଲା ତିନି ଦିନ ତଳେ କଟକ ସହରର ପଟ୍ଟାପୋଲାର ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ବ୍ୟକ୍ତି ଜଣକ ୧୯ ଜଣଙ୍କ…

ଫ୍ରାନ୍ସ ଫୁଟବଲ କ୍ଲବ ରେମ୍ସର ଡାକ୍ତର ଗୋଞ୍ଜାଲେଜଙ୍କ ଆତ୍ମହତ୍ୟା, କରୋନା ସଂକ୍ରମଣ ନେଇ ଚାପରେ ଥିଲେ

ପ୍ୟାରିସ: ଫ୍ରାନ୍ସ ଫୁଟବଲ କ୍ଲବ ରେମ୍ସର ଡାକ୍ତର ବର୍ଣ୍ଣାଡ ଗୋଞ୍ଜାଲେଜ ସୋମବାର ଆତ୍ମହତ୍ୟା କରିଛନ୍ତି । ୧୦ ବର୍ଷୀୟ ଏହି ଲୋକପ୍ରିୟ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିଲେ । ଏଥିନେଇ ସେ ଚାପରେ ଥିବାରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେ ଦୀର୍ଘ ୨୦ ବର୍ଷ ଧରି କ୍ଲବ ସହିତ…

ଲକ୍‌ଡାଉନ୍ କଟକଣା: ଭୁବନେଶ୍ୱରରେ ୮୪୭, କଟକରେ ୧୦୧୯ ଗାଡି ସିଜ୍‌

ଭୁବନେଶ୍ୱର: ୪୮ ଘଂଟାର ସଟଡାଉନ୍ ହଟିବା ପରେ ଟ୍ୱିନ୍ ସିଟିରେ ପୁଣି ଅମାନିଆ ଗାଡି ଚାଳକଙ୍କ ମନମାନି ଦେଖିବାକୁ ମିଳିଛି । ସରକାରଙ୍କ କଡା ନିର୍ଦ୍ଦେଶ ସତ୍ତ୍ୱେ ବିନା କାରଣରେ କିଛି ଲୋକେ ବାହାରେ ବୁଲିଛନ୍ତି । ସୋମବାର ବିଭିନ୍ନ ବାହାନା ଦେଖାଇ ବାଇକ ଧରି ଲୋକେ ପଦାକୁ ବାହାରିଥିଲେ । ତେବେ…

ଲିବ୍ୟାର ପୂର୍ବତନ ପ୍ରଧାନମନ୍ତ୍ରୀ ଜିବ୍ରିଲ କରୋନା ଭାଇରାସ ସଂକ୍ରମଣରେ ମୃତ୍ୟୁ

କାଇରୋ: ଲିବ୍ୟାର ପୂର୍ବତନ ପ୍ରଧାନମନ୍ତ୍ରୀ ମହମ୍ମଦ ଜିବ୍ରିଲ କରୋନା ଭାଇରାସରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ବିବାଦୀୟ ଶାସକ ମୁଆମର ଗଦ୍ଦାଫିଙ୍କୁ ହଟାଇ ସେ ୨୦୧୧ରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ କୋଭିଡ-୧୯ରେ ସଂକ୍ରମିତ…

କରୋନାଭାଇରସକୁ ନେଇ ସର୍ଟ ଫିଲ୍ମ ; ଅଭିନୟରେ ଅମିତାଭ, ରଜନୀକାନ୍ତ ଓ ପ୍ରିୟଙ୍କା ଚୋପ୍ରା !

ମୁମ୍ବାଇ: କରୋନା ମୁକାବିଲାରେ ଆଗେଇ ଆସିଛି ଅଭିନୟ ଜଗତ । ଅର୍ଥରାଶି, ଉପକରଣ ସହାୟତା ଓ ସଚେତନତା ମୂଳକ ଭିଡିଓ ଜରିଆରେ ଅଭିନୟ ଜଗତ ଭାରତ ସରକାରଙ୍କୁ କରୋନା ବିରୋଧୀ ଲଢେଇରେ ସମର୍ଥନ କରିଆସିଛି । ମେଗାଷ୍ଟାର ଅମିତାଭ ବଚ୍ଚନ, ଥଲାଇଭା ରଜନୀକାନ୍ତ, ଦିଲଜିତ୍ ଦୋସାଂଜ ଓ କ୍ୱାଣ୍ଟିକୋ ଫେମ୍…

କରୋନା ବିରୋଧୀ ସଂଗ୍ରାମ ଦୀର୍ଘ ଦିନ ଧରି ଚାଲିବ: ମୋଦି

ନୂଆଦିଲ୍ଲୀ: ସୋମାବର ବିଜେପି ୪୦ ବର୍ଷରେ ପାଦ ଦେଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ବିରୋଧରେ ଦୀର୍ଘ ଦିନ ଲଢ଼େଇ ଚାଲିବ। ତେଣୁ, ଲୋକେ କ୍ଳାନ୍ତ ହୁଅନ୍ତୁ ନାହିଁ କି, ପରାସ୍ତ ହୁଅନ୍ତୁ ନାହିଁ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ…

ସମ୍‌ରେ ଆରମ୍ଭ ହେଲା ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ

ଭୁବନେଶ୍ୱର: ରାଜଧାନୀରେ ସମ୍‌ରେ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲର ଆଜି ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରହଲ୍ଲାଦ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି…

ପୁରୀରେ ଲକଡାଉନର ପ୍ରଭାବ…

ପୁରୀ: କରୋନାଭାଇରସ ମୁକାବିଲା ପାଇଁ ପୁରା ଓଡ଼ିଶାରେ ଲକଡାଉନ ଜାରି ରହିଛି। ଯାହାଫଳରେ ଗତ ମାର୍ଚ୍ଚ ୨୦ ତାରିଖରୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହି ଲକ୍‌ଡାଉନ୍ ଯୋଗୁଁ  ପୁରୀ ବଡ଼ଦାଣ୍ଡ ଏକପ୍ରକାର ଖାଁ ଖାଁ ଲାଗୁଛି । ପୁରୀ ବେଳାଭୂମୀ…

ଓଡ଼ିଶାର କେଉଁ ୪ଟି ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ସୋମବାର ଦିନ ଓଡ଼ିଶାର ୪ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ…