Latest Odisha News

BREAKING NEWS

ସେନାକୁ ବଡ ସଫଳତା; ଗତ ୨୪ ଘଣ୍ଟାରେ ୯ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ମୁତୟନ ଭାରତୀୟ ସେନାକୁ ଆତଙ୍କବାଦୀଙ୍କ ବିରୋଧରେ ସଫଳତା ମିଳିଛି । ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ ସେନା ଦ୍ୱାରା ୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେସନ ବେଳେ ସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।…

କରୋନାର କରୁଣ ଚିତ୍ର: ବାହାରେ ଖାଉଛନ୍ତି ପୋଲିସ ବାବୁ, ଦୁଆରୁ ଦେଖୁଛି ଝିଅ…

ନୂଆଦିଲ୍ଳୀ: କରୋନା ମୁକାବିଲା ଲାଗି ଦେଶବ୍ୟାପୀ ଜାରି ରହିଛି ଲକଡାଉନ୍ । ଯାହାକୁ ସଫଳ ଭାବେ ପରିଚାଳନା କରିବାକୁ ଯାଇ ଦିନରାତି ପହରା ଦେଉଛନ୍ତି ପୋଲିସ ବାବୁମାନେ । ସେମାନେ ଲୋକଙ୍କୁ ସୁରକ୍ଷିତ ଲାଗି କଠିନ ପରିଶ୍ରମ କରୁଥିବା ବେଳେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଜଣେ ପୋଲିସ…

ପ୍ରଧାନମନ୍ତ୍ରୀଙ୍କ ଦୀପ ପ୍ରଜ୍ବଳନ ଆହ୍ୱାନ: ରାସ୍ତା କଡରେ ବିକ୍ରି ହେଉଛି ମାଟି ଦୀପ

ପଟଣା: ଏପ୍ରିଲ ୫ ତାରିଖ (ଆଜି) ରାତି ୯ଟାରେ ମାତ୍ର ୯ମି. ଯାଏଁ ପ୍ରଦୀପ ପ୍ରଜ୍ୱଳନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିହାର ପାଟଣା ଅଞ୍ଚଳର ରାସ୍ତା କଡ଼ରେ ବହୁ ସଂଖ୍ୟାରେ ମାଟି ଦୀପ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।…

ଲକଡାଉନ ପ୍ରଭାବ: ୪୦ ରୁ ୫୦ ପ୍ରତିଶତ ସ୍ୱଚ୍ଛ ହେଲାଣି ଗଙ୍ଗା ନଦୀ !

ବାରଣାସୀ: କରୋନା ପାଇଁ ଦେଶରେ ଲକଡାଉନ । ପରିବେଶ ପାଇଁ ନିରନ୍ତର ଖୁସି ଖବର ଆଣିଦେଉଛି । ସମଗ୍ର ଦେଶରେ ବାୟୁ ପ୍ରଦୂଷଣରେ ଉଲ୍ଲେଖନୀୟ ହ୍ରାସ ଘଟିବା ସହିତ ନଦୀଗୁଡ଼ିକର ଅବସ୍ଥା ପୂର୍ବ ଅପେକ୍ଷା ଭଲ ହେବାରେ ଲାଗିଛି। କରୋନା ଭୁତାଣୁ ବିପଦ କାରଣରୁ ଲକଡାଉନ ସମୟରେ ଦେଶରେ ପ୍ରଦୂଷଣ…

ଏପ୍ରିଲ୍ ୮ ଯାଏଁ ଏହିସବୁ ଜିଲ୍ଲାରେ ଝଡବର୍ଷା ସମ୍ଭାବନା: ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ହଠାତ୍ ଜଳବାୟୁରେ ପରିବର୍ତ୍ତନ ଦେଖାଦେଇଛି । ଯାହାଫଳରେ ଓଡିଶାର ବିଭିନ୍ନ ସ୍ଥାନରେ ବଜ୍ରପାତ ସହବର୍ଷା ହେବାନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି । ଏଥିସହିତ ପାଣିପାଗ ବିଭାଗ ପକ୍ଷରୁ ଓଡିଶାର ଏହିସବୁ…

ଆଜି ରାତି ୯ଟାରେ ପ୍ରଦୀପ ପ୍ରଜ୍ୱଳନ ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଆଜି ରାତି ୯ଟାରେ ମାତ୍ର ୯ମି. ଲାଗି ସମସ୍ତେ ନିଜ ଘରର ବିଜୁଳି ବତୀ ବନ୍ଦ କରିବା ସହ ଘର ବାହାରେ ପ୍ରଦୀପ ପ୍ରଜ୍ୱଳନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଜନସାଧାରଣ କେବଳ ଘରର ଲାଇଟ୍ ତଥା ବିଜୁଳି ବତୀ ବନ୍ଦ…

କରୋନା ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’: ଭାରତରେ ହେଉଛି ପ୍ରସ୍ତୁତ !

ହାଇଦ୍ରାବାଦ: ଖୁବଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି କୋଭିଡ-୧୯ ପ୍ରତିଷେଧକ ଟୀକା । ହାଇଦ୍ରାବାଦର ଭାରତ ବାୟୋଟେକ କମ୍ପାନୀ ଏହି ଟୀକା ପ୍ରସ୍ତୁତ କରିବାକୁ ଯାଉଥିବା ଜାତୀୟ ଗଣମାଧ୍ୟମ 'ଦ ହିନ୍ଦୁ ବିଜନେସ ଲାଇନ' ରେ ରିପୋର୍ଟ ପ୍ରକାଶ। ଭାଇରୋଲୋଜିଷ୍ଟ ଏବଂ ଟିକା ପ୍ରସ୍ତୁତକାରୀଙ୍କ…

କରୋନା ଅପଡେଟ୍‌; ଗତ ୧୨ ଘଣ୍ଟାରେ ଦେଶରେ ୩୦୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୩୩୭୪ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୭୭ ଜଣ ବ୍ୟକ୍ତିଙ୍କର…

କରୋନା ମୁକାବିଲା: ମୋଦିଙ୍କୁ ସହାୟତା ମାଗିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନ୍ୟୁୟର୍କ: ମହାମାରୀ କରୋନାର ମୁକାବିଲା କରିବାପାଇଁ ସମସ୍ତ ଦେଶ ନିଜ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଭାରତକୁ ସାହାଯ୍ୟ ମାଗିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । I may take it too, will have to talk to my doctors: US…

କେଉଁ ରାଜ୍ୟରେ କେତେ ରହିଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୫ ରେ ପହଞ୍ଚିଲାଣି। ଆସନ୍ତୁ…