ସଂଜୟ ଦତ୍ତଙ୍କ ଭାଇରାଲ ଫଟୋ, କେତେ ସତ ?
ମୁମ୍ବାଇ: ସୋସିଆଲ୍ ମିଡିଆରେ ସଂଜୟ ଦତ୍ତଙ୍କର ଏକ ଫଟୋ ଭାଇରାଲ ହୋଇଛି । ଫଟୋକୁ ନେଇ ଚର୍ଚ୍ଚା ଯେତିକି ଜୋର ଧରିଛି, ତାଠୁ ଅଧିକ ଚର୍ଚ୍ଚାରେ ରହିଛି ସଂଜୟ ଦତ୍ତଙ୍କ ଲୁକ୍ । ତେବେ ଭାଇରାଲ ହୋଇଥିବା ଏହି ଫଟୋରେ କେତେ ରହିଛି ସତ୍ୟତା ?
କିଛି ଦିନ ପବର୍ମରୁ ସଂଜୟ ଫୁସ୍ଫୁସ୍ କ୍ୟାନ୍ସରରେ…