Latest Odisha News

BREAKING NEWS

ଆଇପିଏଲ ଆୟୋଜନ ସମ୍ଭାବନା କ୍ଷୀଣ

ମୁମ୍ବାଇ: କରୋନା ଭାଇରସ ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୦ ସଂସ୍କରଣ ଆୟୋଜନ ଆଶା କ୍ଷୀଣ ହୋଇଯାଇଛି । ପୂର୍ବରୁ ଏହା ୨୯ ମାର୍ଚ୍ଚକୁ ୧୫ ଏପ୍ରିଲକୁ ଘୁଂଚାଇ ଦିଆଯାଇଛି । ବିସିସିଆଇର ପ୍ରମୁଖ ଅଧିକାରୀଙ୍କ ମତରେ ମେ ସୁଦ୍ଧା ଏଥିନେଇ ନିଷ୍ପତି ନ…

ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ନବୀନଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣ ଯୋଗୁଁ ସାରା ବିଶ୍ୱରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ମଧ୍ୟରେ ରାଜ୍ୟରେ ତୁରନ୍ତ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । କରୋନା ସଙ୍କଟ…

କରୋନା ମୁକାବିଲା: ଦିଲ୍ଲୀରେ ଲାଗିଲା କର୍ଫ୍ୟୁ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଲାଗିଳା କର୍ଫ୍ୟୁ । କରୋନା ମୁକାବିଲା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପୂର୍ବରୁ ଦିଲ୍ଲୀକୁ ଲକ୍ ଡାଉନ ଘୋଷଣା କରାଯାଇଥିବା ବେଳେ ଆଜି କର୍ଫ୍ୟୁ ଲଗାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି…

ପାକିସ୍ତାନରେ ଦ୍ରୁତଗତିରେ ବୃଦ୍ଧିପାଉଛି କରୋନା ସଂକ୍ରମଣ; ୮୮୨ରେ ପହଞ୍ଚିଲା ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟା !

ଇସଲାମାବାଦ: ପାକିସ୍ତାନରେ ଦିନକୁ ଦିନ ପଜିଟିଭ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢି ଚାଲିଥିବା ବେଳେ ସିନ୍ଧର ଦକ୍ଷିଣ ପ୍ରୋଭିନ୍ସରେ ଏହି ମହାମାରୀର ପ୍ରକୋପ ଅଧିକ ବୋଲି ଜଣାପଡ଼ିଛି । ପାକିସ୍ତାନରେ ପଜିିଟିଭ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮୮୨ରେ ପହଞ୍ଚିଛି ଏବଂ ମୃତ୍ୟୁ…

ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡିତ କି ? ଜାଣନ୍ତୁ ଆପଣଙ୍କ ଶରୀରରେ କରୋନାର ପ୍ରଭାବ

ନୂଆଦିଲ୍ଲୀ: ଗତ କିଛି ମାସରେ କରୋନାଭାଇରସ ସାରା ଦୁନିଆରେ ଆତଙ୍କ ସୃଷ୍ଟି କରିଛି । କିନ୍ତୁ ସବୁଠାରୁ ଅଧିକ ଚିନ୍ତାଜନକ କାରଣ ହେଉଛି ବରିଷ୍ଠ ନାଗରିକମାନେ କରୋନାର ଅଧିକ ଶିକାର ହେଉଛନ୍ତି । ଆମେରିକୀୟ ବୈଜ୍ଞାନିକମାନେ ଚୀନ ଓ ଅନ୍ୟ ଦେଶରେ କରୋନାଭାଇରସ ଦ୍ୱାରା ମୃତ୍ୟୁ ହୋଇଥିବା ବୟସ୍କ…

ଲକ୍ ଡାଉନ୍ ବେଳେ ମୁକ୍ତ ଭାବେ ଚଳପ୍ରଚଳ କରିପାରିବେ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ରାଜ୍ୟକୁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ସମସ୍ତେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି ନିୟମ ସ୍ୱାସ୍ଥକର୍ମୀଙ୍କ ଉପରେ ଲାଗୁ କରାଯିବ ନାହିଁ । ସେମାନେ ସ୍ୱଚ୍ଛନ୍ଦରେ ଚଳପ୍ରଚଳ କରିପାରିବେ । ଏନେଇ ସବୁ ଜିଲ୍ଲାର ପୋଲିସ…

କୋଭିଡ-୧୯ ସ୍କ୍ରିନିଂକୁ ଯାତ୍ରୀଙ୍କ ମନା; ବିମାନ ବନ୍ଦରରୁ ଗିରଫ

କୋଚି: କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ପୋଲିସ ଗିରଫ କରିଛି । କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ କୋଭିଡ-୧୯ ସ୍କ୍ରିନିଂ କରାଇବାକୁ ମନା କରିବାରୁ ନେଦୁମ୍ବାରେସରୀ ପୋଲିସ ତାଙ୍କୁ ଗିରଫ କରିଛି । ଉକ୍ତ…

‘ପାକ୍ ଅଧିକୃତ କାଶ୍ମୀର’ରେ ପଜିଟିଭ୍ କରୋନା ସଂକ୍ରମିତଙ୍କୁ ଠୁଳ କରୁଛି ପାକିସ୍ତାନ !

ଜୁରିଚ (ସ୍ୱିଜରଲ୍ୟାଣ୍ଡ): ମରଣାନ୍ତକ କରୋନା ଭୂତାଣୁକୁ ନେଇ ପାକିସ୍ତାନର କଳା କାରନାମା ଏବେ ଧରାପଡ଼ିଛି । ପାକ୍ ଅଧିକୃତ କାଶ୍ମୀରର ମୀରପୁରରେ ପଜିଟିଭ୍ କରୋନା ସଂକ୍ରମଣଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ଆଣି ସେଠାରେ ସଂକ୍ରମିତ କରାଉଥିବାର ଅଭିଯୋଗ କରିଛନ୍ତି ଜଣେ କାଶ୍ମୀର ରାଜନୈତିକ କର୍ମୀ ।…

କରୋନା ଆତଙ୍କ: ୩ ହଜାର କଏଦୀଙ୍କୁ ଖଲାସ କରିବ ତିହାର ଜେଲ୍ !

ନୂଆଦିଲ୍ଲୀ: କରୋନା ମହାମାରୀ ଭୟରେ ୩ ହଜାର କଏଦୀଙ୍କୁ ଜେଲରୁ ଖଲାସ୍ କରିବ ଦିଲ୍ଲୀର ତିହାର ଜେଲ୍ । ଆଗାମୀ ୩ ରୁ ୪ ଦିନ ଭିତରେ କଏଦୀଙ୍କୁ ଖଲାସ କରିବାକୁ ଯୋଜନା କରିଛନ୍ତି ଜେଲ ଅଧିକାରୀ । ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଅସ୍ଥାୟୀ ରୂପେ ଜେଲରୁ ସର୍ବମୋଟ୍ ୩ ହଜାର…

କରୋନା ସତର୍କତା: ହିତାଧିକାରୀଙ୍କ ଘରେ ପହଞ୍ଚିବ ଭତ୍ତା ଓ ପିଡିଏସ୍‌

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଚାଲିଛି ଜୋର୍‌ସୋର୍‌ରେ ପ୍ରସ୍ତୁତି । ଭୂତାଣୁକୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ଘରେ ଘରେ ପେନ୍‌ସନ୍ ଓ ପିଡିଏସ୍ ସାମଗ୍ରୀ ପହଂଚାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ସର୍କୁଲାର…