Latest Odisha News

BREAKING NEWS

ଆଇଏନ୍‌ଏସ୍‌ର ନୂଆ ସଭାପତି ଏଲ୍‌.ଆଦିମୁଲମ, କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ସମାହିତ ବଳ

ଭୁବନେଶ୍ୱର: ଇଣ୍ଡିଆନ୍ ନ୍ୟୁଜ୍ ପେପର ସୋସାଇଟିର ନୂଆ ସଭାପତି ଭାବେ ହେଲ୍‌ଥ ଆଣ୍ଡ ଆଂଟିସେପ୍ଟିକର ଏଲ୍‌.ଆଦିମୁଲମ ନିର୍ବାଚିତ ହୋଇଛନ୍ତି । ସେହିପରି ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସମାହିତ ବଳ ଆଇଏନ୍‌ଏସ୍‌ର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ପୁଣିଥରେ ନିର୍ବାଚିତ ହୋଇଛନ୍ତି ।…

ହାଜର ହେଲେ ଶ୍ରଦ୍ଧା କପୁର, ଆସିବେ ସାରା ଅଲ୍ଲୀ ଖାନ୍

ମୁମ୍ବାଇ: ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିରେ ହାଜର ହେଲେ ଅଭିନେତ୍ରୀ ଶ୍ରଦ୍ଧା କପୁର । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ତାଙ୍କୁ ହାଜର ହେବାକୁ ସମନ୍ ହୋଇଥିଲା । ଏହି ମାମଲାରେ ତାଙ୍କୁ ପଚରାଉଚରା କରୁଛି ଏନସିବି ଟିମ୍ । ହାଜର ହେବାକୁ ଗତ ୨୩ ତାରିଖରେ…

ଆଗକୁ କରନ ଜୋହରଙ୍କ ପାଳି କି! ଟ୍ୱିଟ୍ କରି କହିଲେ ଏମିତି

ମୁମ୍ବାଇ: ଡ୍ରଗ୍ସ ଜାଲରେ ଫସିଛି ପୁରା ବଲିଉଡ । ଏନ୍‌ସିବି ସ୍କାନରରେ ବଲିଉଡର ନାମୀଦାମି କଳାକାର । ଦୀପିକା, ଶ୍ରଦ୍ଧା ଓ ସାରାଙ୍କ ପରେ ଏବେ ଫିଲ୍ମ ନିର୍ମାତା ତଥା ଧର୍ମା ପ୍ରଡକ୍ସନ ମୁଖ୍ୟ କରନ୍ ଜୋହରଙ୍କ ପାଳି ପଡିପାରେ । ଏନ୍‌ସିବି ତାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ସମନ୍ ମଧ୍ୟ କରିପାରେ।…

ଖୋର୍ଦ୍ଧାରେ ବ୍ରେକଫେଲ୍ କରୋନା: ଦିନକରେ ପାଖାପାଖି ହଜାରେ ସଂକ୍ରମିତ

ଖୋର୍ଦ୍ଧା: କରୋନା ଖୋର୍ଦ୍ଧା ଜିଲ୍ଲାରେ ନିୟନ୍ତ୍ରଣକୁ କେବେ ଆସିବ ? ବେକାବୁ ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସବୁ ରେକର୍ଡକୁ ପାର କରି ଯାଇଛି । ଚିହ୍ନଟ ହୋଇଛନ୍ତି ସର୍ବାଧିକ ୯୦୨ ଆକ୍ରାନ୍ତ । ଯାହାକି ଦିନକରେ…

ଆଜି କରୋନା ନେଲା ଆଉ ୧୬ ଜୀବନ

ପୁରୀ: ରାଜ୍ୟରେ ବିଗୁଡୁଛି କରୋନା ସ୍ଥିତି । ପ୍ରତିଦିନ ଗଡୁଛି ମୁଣ୍ଡ । ଆଜି ପୁଣି ରାଜ୍ୟରେ ସର୍ବାଧିକ ୧୬ ଜଣଙ୍କ ଜୀବନ ନେଇଛି କିଲର ଭାଇରସ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ରାଜ୍ୟରେ କରୋନାର ନୂଆ ରେକର୍ଡ: ଦିନକରେ ୪୩୫୬ ପଜିଟିଭ୍

ଭୁବନେଶ୍ୱର: ସେପ୍ଟେମ୍ବରରେ ନୂଆ ରେକର୍ଡ କରୁଛି କରୋନା । ମହାମାରୀ ମାଡ଼ି ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଏଯାଏ ସର୍ବାଧିକ ୪ ହଜାର ୩୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନ୍ ୨୫ ଶହ ୨୯ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ ହଜାର…

ଓକିଲଙ୍କ ଫିସ୍ ଦେବାକୁ ପାଖରେ ଟଙ୍କା ନାହିଁ, ଗହଣା ବିକିଲେ ଅନୀଲ ଅମ୍ବାନୀ

ଲଣ୍ଡନ: ଦିନେ ଦେଶରେ ଟପ୍ ଶିଳ୍ପପତି ତାଲିକାରେ ଥିଲେ ଅନୀଲ ଅମ୍ବାନୀ । ଏବେ ତାଙ୍କର ଆର୍ଥିକ ଅବସ୍ଥା ଏମିତି ଶୋଚନୀୟ ହୋଇଛି ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । କୋର୍ଟରେ ମାମଲା ଲଢ଼ିବା ପାଇଁ ଓକିଲ ଖର୍ଚ୍ଚ ବହନ କରିବାକୁ ତାଙ୍କ ଘରର ଗହଣା ବିକ୍ରି କରିବାକୁ ପଡୁଛି । ଋଣ ଭାରରେ…

ଲଙ୍ଗୁଳି ମଠ ଉଚ୍ଛେଦକୁ ବିରୋଧ, ମେଳି ବାନ୍ଧିଲେ ନାଗା ସାଧୁ

ପୁରୀ: ଶ୍ରୀମନ୍ଦିର ଚାରିପଟର ବିକାଶ ପାଇଁ ସିଂହଦ୍ୱାର ସମ୍ମୁଖରେ ଥିବା ଲଙ୍ଗୁଳି ମଠକୁ ଭାଙ୍ଗି ଦିଆଯାଇଛି । ଏପରିକି ମେଘନାଦ ପାଚେରି ନିକଟରେ ଥିବା ନାଗା ସାଧୁଙ୍କ ଧୂନା ଗାଦିକୁ ବନ୍ଦ କରି ଦିଆଯାଇଛି। ଏଠାରେ ଥିବା ତ୍ରିଶୂଳ, ବାନା ଆଦିକୁ କାଢ଼ି ନିଆଯାଇଛି। ଏହା ବିରୋଧରେ ନାଗା ସାଧୁମାନେ…

NCBରେ ହାଜର ହେଲେ ଦୀପିକା, ଚାଲିଛି ଜେରା

ମୁମ୍ବାଇ: ମୁସ୍‌କିଲ୍‌ରେ ମସ୍ତାନୀଗାର୍ଲ ଦୀପିକା ପାଦୁକୋନ । ବଲିଉଡ ଡ୍ରକ୍ସ ଲିଙ୍କ ମାମଲାରେ ଫସିଛନ୍ତି ଡିମ୍ପଲଗାର୍ଲ ଦୀପିକା । ଜେରା ପାଇଁ ଆଜି ମୁମ୍ବାଇ ସ୍ଥିତ ଏନ୍‌ସିବି ଗେଷ୍ଟ ହାଉସ ଦୀପିକା ପାଦୁକୋନ ହାଜର ହୋଇଛନ୍ତି । ଏନ୍‌ସିବି ତାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ଜେରା କରୁଛି ।…

ବରଗଡରେ ନକଲି କରୋନା ଟୀକା !

ବରଗଡ: ବରଗଡରେ ନକଲି କରୋନା ଟୀକା । ବରଗଡ ଜିଲ୍ଳା ଭେଡେନ୍ ଥାନା ରୋଷଡା ଗାଁ ରେ ନକଲି କରୋନା ଔଷଧ ପ୍ରସ୍ତୁତ କରୁଥିବା ଅଭିଯୋଗରେ ଚଢ଼ାଉ ହୋଇଛି । ସମ୍ବଲପୁର ଡ୍ରଗ୍ସ ଇନ୍‌ସପେକ୍ଟର ଓ ପୋଲିସ ମିଳିତ ଭାବେ ଚଢ଼ାଉ କରିଛନ୍ତି । ରେଡ୍ ବେଳେ ବିପୁଳ ପରିମାଣରେ ଔଷଧ ଖୋଳ, ପାଉଡର ଓ ରସାୟନକ ପଦାର୍ଥ…