Latest Odisha News

BREAKING NEWS

ଭାରତରେ ଲଞ୍ଚହେଲା ସାମସଙ୍ଗ ଗାଲାକ୍ସି ଏମ୨୧, ଆସନ୍ତୁ ଜାଣିବା ଏ ସମ୍ପର୍କରେ

ନୂଆଦିଲ୍ଲୀ: ସାମସଙ୍ଗ ଗାଲାକ୍ସି ଏମ୨୧ ଭାରତରେ ଲଞ୍ଚ ହୋଇଛି: ହ୍ୟାଣ୍ଡସେଟ ନିର୍ମାତା ସାମସଙ୍ଗ ଭାରତରେ ଏହାର ନୂତନ ସ୍ମାର୍ଟଫୋନ୍ ଗାଲାକ୍ସି ଏମ୨୧ ଲଞ୍ଚ କରିଛି | ଗତ ବର୍ଷ ଭାରତରେ ଲଞ୍ଚ ହୋଇଥିବା ଗାଲାକ୍ସି ଏମ୍୨୦ ର ଏକ ଅପଗ୍ରେଡ୍ ସଂସ୍କରଣ ହେଉଛି ସାମସଙ୍ଗ ଏମ୍ ୨୧ | ସାମସଙ୍ଗ ଗାଲାକ୍ସି…

ଜନସାଧାରଣଙ୍କ ସହ ଜଡିତ ରେଳ, ଘରୋଇକରଣର କୌଣସି ପ୍ରସ୍ତାବ ନାହିଁ : ରେଳମନ୍ତ୍ରୀ ପୀୟୁଷ ଗୋୟଲ

ନୂଆଦିଲ୍ଲୀ: ଭାରତୀୟ ରେଳର ଘରୋଇକରଣ: ରେଳବାଇର ଘରୋଇକରଣ ପ୍ରଶ୍ନ ଉପରେ କେନ୍ଦ୍ର ସରକାର ଉତ୍ତର ଦେଇକହିଛନ୍ତି ଯେ ସେପରି କୋୖଣସି ଯୋଜନା ନାହିଁ | ମଙ୍ଗଳବାର ଦିନ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ପୀୟୂଷ ଗୋୟେଲ କହିଛନ୍ତି ଯେ ଭାରତୀୟ ରେଳ ଦେଶର ଲୋକଙ୍କ ସହ ଜଡିତ ଅଛି ଏବଂ…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଟପିଲା

ନୂଆଦିଲ୍ଲୀ: ଭାରତରେ ଏବେ ସୁଦ୍ଧା ୧୫୧ ଜଣ କରୋନାଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି । ୧୫୧ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୨୫ ଜଣ ବିଦେଶୀ ନାଗରିକ ଅଛନ୍ତି । The number of positive cases of #coronavirus in India…

ମାରୁତି ସୁଜୁକି ହାଇବ୍ରିଡ୍: ସ୍ୱିଫ୍ଟର ନୂଆ ଅବତାର ଆସୁଛି, ୩୨ କିଲୋମିଟରର ଏକ ଶକ୍ତିଶାଳୀ ମାଇଲେଜ୍ ସହ

ନୂଆଦିଲ୍ଲୀ: ମାରୁତି ସୁଜୁକି ହାଇବ୍ରିଡ୍: ଦେଶର ସର୍ବବୃହତ ଗାଡି ନିର୍ମାତା ମରୁତି ସୁଜୁକି ନିକଟରେ ନିଜର ଲୋକପ୍ରିୟ କାର ସ୍ୱିଫ୍ଟ ର ହାଇବ୍ରିଡ୍ ଭର୍ସନ ଅଟୋ ଏକ୍ସପୋ ୨୦୨୦ ରେ ପଦର୍ଶନ କରିଛି | ସୂଚନାଯୋଗ୍ୟ ଯେ, ପୂର୍ବରୁ ମାରୁତି ସୁଜୁକି ସ୍ୱିଫ୍ଟ ହାଇବ୍ରିଡ୍ ପୂର୍ବରୁ ବିଶ୍ଵ ବଜାର ରେ…

କରୋନା ଆତଙ୍କ: ସ୍ଥଗିତ ରହିଲା ୨୮ ମାର୍ଚ୍ଚରେ ହେବାକୁ ଥିବା ରାଜ୍ୟ ବାର୍ ଆସୋସିଏସନ ନିର୍ବାଚନ

କଟକ: ରାଜ୍ୟ ଆଇନଜୀବୀ ପରିଷଦର ଅନ୍ତଭୃକ୍ତ ହୋଇଥିବା ରାଜ୍ୟର ସମସ୍ତ ବାର ଆସୋସିଏସନ ଗୁଡ଼ିକର ନିର୍ବାଚନ ଆସନ୍ତା ୨୮ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିଲା, କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିର୍ବାଚନ ତାରିଖକୁ ସ୍ଥଗିତ ରଖାଯାଇଛି । ଏସମ୍ପର୍କରେ ରାଜ୍ୟ ଆଇନଜୀବୀ ପରିଷଦ…

କରୋନା ସଙ୍ଗୀତ ବିବାଦ: ସୋସିଆଲ ମିଡିଆରେ ସଫେଇ ଦେଲେ ହ୍ୟୁମାନ ସାଗର

ଭୁବନେଶ୍ୱର : ଏବେ ବିବାଦରେ ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ସେ ଗାଇଥିବା ‘ଝିଅ ନୁହେଁ ତୁ କରୋନା’ ଓ ‘ପ୍ରେମ ତୋର କରୋନା ଚାଇନା ବୋମା’ ଗୀତକୁ ବିରୋଧ ହେବା ସହ ଥାନାରେ ମାମଲା ରୁଜୁ ହୋଇଛି । ଏ ନେଇ ବୁଧବାର ସୋସିଆଲ ମିଡିଆରେ ହ୍ୟୁମାନ କ୍ଷମା ପ୍ରାର୍ଥନା କରିଛନ୍ତି ।…

କେରଳରେ ଆଣ୍ଟି–କରୋନାଭାଇରସ ଜୁସ ବିକ୍ରି କରି ଅଡୁଆରେ ବ୍ରିଟିଶ ନାଗରିକ

ଥିରୁବନନ୍ତପୁରମ: ସାରା ବିଶ୍ୱରେ କରୋନାଭାଇରସକୁ ନେଇ ହାହାକାର ସୃଷ୍ଟି ହୋଇଛି । ଏମିତି ସମୟରେ କୌଣସି ପ୍ରକାରର ଗୁଜବ ପ୍ରଚାର ନକରିବା ପାଇଁ ସରକାରଙ୍କ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି । କରୋନା ଜନିତ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ଏହା ଏକ ସମ୍ବେଦନଶୀଳ ମାମଲା…

କରୋନା ସତର୍କତା: ପ୍ଲାଟଫର୍ମ ଟିକେଟ ମୂଲ୍ୟ ୫୦କୁ ବୃଦ୍ଧି

ଭୁବନେଶ୍ୱର: କରୋନା ପାଇଁ ବଢ଼ିଲା ପ୍ଲାଟଫର୍ମ ଟିକେଟ ମୂଲ୍ୟ । ପୂର୍ବତଟ ରେଳପଥ ପ୍ଲାଟଫର୍ମ ଟିକେଟ ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଷ୍ଟେସନଗୁଡିକରେ ଭିଡ କମାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି । ମଙ୍ଗଳବାର ପଶ୍ଚିମ ଓ କେନ୍ଦ୍ର…

ମହିଳା ଟ୍ରେନିଂଙ୍କୁ ଅଶୋଭନୀୟ ବ୍ୟବହାର ଅଭିଯୋଗରେ ହରିୟାଣା ବକ୍ସିଂ କୋଚ୍‌ ଗିରଫ

ନୂଆଦିଲ୍ଲୀ: ମହିଳା ଟ୍ରେନିଂଙ୍କୁ ଅଶୋଭନୀୟ ବ୍ୟବହାର  ଅଭିଯୋଗରେ ହରିୟାଣା ବକ୍ସିଂ କୋଚ୍‌ ସନ୍ଦୀପ କୁମାରଙ୍କୁ ଗିରଫ କରାଯାଇଛି। ଫେବୃୟାରୀରେ ଓ୍ବେଷ୍ଟ ବେଙ୍ଗଲ କ୍ଲାସିକ ବକ୍ସିଂ ଚାମ୍ପିୟନଶିପ୍ ପାଇଁ କୋଲକାତା ଗସ୍ତ କରୁଥିବାବେଳେ ଏହି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ମହିଳା ପ୍ରଶିକ୍ଷକ…

ରାଷ୍ଟ୍ରପତିଙ୍କ ନାମକୁ ନେଇ କଟାକ୍ଷ: ‘ଦ ଟେଲିଗ୍ରାଫ୍‌’ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମକୁ ନେଇ କଟାକ୍ଷ କରିବା ପଡିଲା ମହଙ୍ଗା । ଦେଶର ଅନ୍ୟତମ ଇଂରାଜୀ ସମ୍ବାଦପତ୍ର ‘ଦ ଟେଲିଗ୍ରାଫ’ ବିରୋଧ ନୋଟିସ ଜାରି ହୋଇଛି । ପ୍ରେସ୍ କାଂଉସିଲ୍ ଅଫ୍ ଇଣ୍ଡିଆ ‘ଦ ଟେଲିଗ୍ରାଫ’ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।…