Latest Odisha News

BREAKING NEWS

ବହୁ ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ମନା

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କରୋନା ଲକ୍ଷଣ ଦେଖାଦେଲେ କଣ କରିବେ ଓ ଘରେ ରହି ନିଜେ ନିଜେର କିପରି ଚିକିତ୍ସା କରିବେ ସେନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ବହୁରୋଗରେ ପୀଡ଼ିତ ଥିଲେ କରୋନା ପଜିଟିଭ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ…

ଭୁବନେଶ୍ୱରରୁ ଆଜି ପୁଣି ବାହାରିଲେ ୩୪୨ ପଜିଟିଭ

ଭୁବନେଶ୍ୱର: ବେଲଗାମ ହେଲାଣି କରୋନା । ଦିନକୁ ଦିନ କରୋନା ମିଟର କଂଟା ଉପରମୁହାଁ ହେଉଛି । ରାଜଧାନୀ ଭୁବନେଶ୍ୱରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ଆଜି ପୁଣି ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୦୪ ଜଣ…

ଜିଓ ର ଆଇପିଏଲ କ୍ରିକେଟ୍ ପ୍ଲାନ୍‌ ଅଫ୍ଫର : ଗ୍ରାହକଙ୍କ ପାଇଁ ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ଆପ୍‌ର ବାର୍ଷିକ…

ମୁମ୍ବାଇ /ଭୁବନେଶ୍ୱର: ଜିଓ ପକ୍ଷରୁ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଭାବରେ ଆଗାମୀ କ୍ରିକେଟ ସିଜନ ପାଇଁ ଏକାଧିକ ଆକର୍ଷଣୀୟ ତାରିଫ ପ୍ଲାନ୍ ଆରମ୍ଭ କରାଯାଇଛିି । ‘ଜିଓ କ୍ରିକେଟ ପ୍ଲାନ’ ଭାବରେ ପ୍ରଚଳନ କରାଯାଇଥିବା ଏହି ସମସ୍ତ ପ୍ଲାନ୍‌ରେ ୩୯୯ ଟଙ୍କା ମୂଲ୍ୟର ଡିଜ୍‌ନି+…

ଉଚ୍ଚ କ୍ରେଡିଟ୍ ସ୍କୋର ପାଇଁ କରନ୍ତୁ ନାହିଁ ଏହି ୪ଟି ଭୁଲ୍ , ନଚେତ୍ ଏହା ଅତ୍ୟନ୍ତ କ୍ଷତିକାରକ ହେବ

ଭୁବନେଶ୍ୱର: କ୍ରେଡିଟ୍ ସ୍କୋର ୭୫୦ ରୁ ଅଧିକ ହେଲେ ହିଁ ରଣ ଉପଲବ୍ଧ ହେବ ନାହିଁ। କ୍ରେଡିଟ୍ ସ୍କୋରଗୁଡିକ ୩୦୦ ରୁ ୯୦୦ ମଧ୍ୟରେ ବୋଲି ବିବେଚନା କରାଯାଉଥିବାବେଳେ ୭୫୦ ରୁ ଅଧିକ ସ୍କୋରଗୁଡିକ ଭଲ ଭାବରେ ବିବେଚନା କରାଯାଏ | ତଥାପି, ଅନେକ ଲୋକ କ୍ରେଡିଟ୍ ସ୍କୋରରେ କିପରି ଉନ୍ନତି କରିବେ…

ସର୍ଭେ, ୬୦% ପିଲା ଚାଲିଚାଲି ଯାଉଛନ୍ତି ସ୍କୁଲ

ନୂଆଦିଲ୍ଲୀ: ଦେଶ ଆଜି ବିକାଶ ପଥରେ କିନ୍ତୁ ଶିକ୍ଷାନୁଷ୍ଠନ ଯିବା ପାଇଁ ଛାତ୍ରଛାତ୍ରରଙ୍କ ପ୍ରଥମ ପସନ୍ଦ ପାଲଟିଛି ପାଦ ଚଲାବାଟ । ସେହିପରି ଦ୍ୱିତୀୟ ପସନ୍ଦ ରହିଛି ସାଧାରଣ ପରିବହନ ସେବା । ଏହାକୁ ନେଇ ଏକ ସର୍ଭେ କରିଛି ଜାତୀୟ ପରିସଂଖ୍ୟାନ ସଂଗଠନ(ଏନ୍‌ଏସ୍‌ଓ) । ଏହି ସର୍ଭେ ଉଭୟ…

୨୬ ବର୍ଷ ପରେ ବୁବ୍‌କାଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ଡୁପ୍ଲାଟିଂସ

ନୂଆଦିଲ୍ଲୀ: ୨୬ ବର୍ଷ ପରେ ସ୍ୱିଡେନର ଆରମଣ୍ଡ ଡୁପ୍ଲାଟିଂସ ପୋଲ ଭୋଲ୍ଟରେ ୟୁକ୍ରେନର ସର୍ଗେଇ ବୁବକାଙ୍କ ବିଶ୍ୱ ରେକର୍ଡ ଭଙ୍ଗ କରିଛନ୍ତିି । ରୋମରେ ଚାଲିଥିବା ଗୋଲ୍ଡେନ ଗାଲା ପିଏଟ୍ରୋ ମିନିଆ ମିଟରେ ସେ ୬.୧୫ ମିଟର ଉଚ୍ଚତାକୁ ପାର କରି ଏହି କୀର୍ତିମାନ ସ୍ଥାପନ କରିଥିଲେ । ସେ ଦ୍ୱିତୀୟ…

ଶେଷଯାତ୍ରାରେ ସମୁଦ୍ର ବୀର ‘ବିରାଟ’

ନୂଆଦିଲ୍ଲୀ: ଶେଷଯାତ୍ରାରେ ସମୁଦ୍ର ବୀର । ଆବସର ନେଇଛି ଭାରତୀୟ ନୌସେନାର ଶକ୍ତି ଓ ସହାସ ଆଇଏନ୍‌ଏସ୍ ବିରାଟ । ୩୦ ବର୍ଷ ଧରି ବୀର ଧର୍ପରେ ଭାରତୀୟ ସମୁଦ୍ର ତଟ ଉପରେ ଚିଲ ଭଳି ରଖିଥିଳା ତୀକ୍ଷ୍ଣ ନଜର । ଏବେ ଆସିଛ ତାର ଅବସର ସମୟ । ବାହାରିଛି ଶେଷ ଯାତ୍ରାରେ । ଯୁଦ୍ଧ ଜାହାଜ ଆଇଏନ୍‌ଏସ୍…

ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୫୪୧.୬୬ ବିଲିୟନ ଡ଼ଲାରରେ ରହିଛି, ୧୯ ମାସ ଆମଦାନୀ ପାଇଁ ଯଥେଷ୍ଟ ବୋଲି କହିଛନ୍ତି…

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୧ ଶେଷ ହୋଇଥିବା ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୩୫୩ ମିଲିୟନ ଡ଼ଲାରରୁ ୫୪୧.୬୬୦ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏହାପୂର୍ବରୁ, ସେପ୍ଟେମ୍ବର ୪ଶେଷ ହୋଇଥିବା ସପ୍ତାହରେ ଏହା ୫୮.୨ ମିଲିୟନ ଡ଼ଲାରରେ ବୃଦ୍ଧି ହୋଇ ୫୪୨.୦୧୩ ବିଲିୟନ ଡ଼ଲାରରେ ପହଞ୍ଚିଥିଲା।…

ଆସନ୍ତାକାଲିଠୁ ପ୍ରବଳ ଛେଚିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗର ଉତ୍ତରପୂର୍ବ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ୧୦ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଜଗତସିଂହପୁର,…

କବିତା : ଅଦିନ ମେଘ

ସୁପ୍ରିୟା ପଣ୍ଡା                                                        ଅଦିନ ମେଘ ଟା ଖୁବ ସୁନ୍ଦର ଖଣ୍ଡ ଖଣ୍ଡ ଭାସମାନ ରୂପ ମନ ମତାଣିଆ କିଛି ଛବି ରଙ୍ଗ ତୁଳି ହୀନ ଆକାଶର। କିଏ ବା ଜାଣିପାରେ ଅବକାଶ ହଠାତ କିଛି ର ଆଭାସ ରେ ଟପ ଟପ ଶବ୍ଦ ର ବିନ୍ଦୁ ଧରଣୀ ରାଣୀ ର…