Latest Odisha News

BREAKING NEWS

ଶାରଦା ପ୍ରସନ୍ନଙ୍କ ନାଁରେ ପୁରସ୍କାର ଘୋଷଣା

ଭୁବନେଶ୍ୱର: ବିଶିଷ୍ଟ ଗୀତିକାର ଓ ଚଳଚ୍ଚିତ୍ର ନିର୍ମାତା ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିରେ ଆଜି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ପ୍ରତିବର୍ଷ ଶାରଦାଙ୍କ ନାଁରେ ଦିଆଯିବ ‘ଶାରଦ ପ୍ରସନ୍ନ ନାୟକ ଗୀତ କବିତା ପୁରସ୍କାର’ । ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏନେଇ…

ଚିଲିକା ଓ ଅଂଶୁପା ପାଇଁ ୪.୭ କୋଟି ସହାୟତା ଘୋଷଣା

ଭୁବନେଶ୍ୱର: ଚିଲିକା ଓ ଅଂଶୁପା ରକ୍ଷଣାବେକ୍ଷଣା ପାଇଁ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର । ଏ ଦୁଇ ପର‌୍ୟ୍ୟଟନସ୍ଥଳୀର ବିକାଶ ପାଇଁ ୪.୭ କୋଟି ଟଙ୍କାର ସହାୟତା ରାଶି ଦିଆହୋଇଛି । ଭାରତର ସର୍ବବୃହତ ଲୁଣି ହ୍ରଦ ଚିଲିକା ଏବଂ ଓଡିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପାର ରକ୍ଷଣାବେକ୍ଷଣ…

ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଓଡ଼ିଆ ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ଆସନନରେ ଓଡ଼ିଆ ସାଂସଦ । ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଗୃହକାର୍ଯ୍ୟ ତୁଲାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ମହାମାରୀ ରୋଗ ସଂଶୋଧନ ବିଲ୍‌-୨୦୨୦ର ଆଲୋଚନା ବେଳେ ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବା ସହ ଗୃହକାର୍ଯ୍ୟ…

ଇଂଟରଷ୍ଟେଟ୍ ବସ୍ ଟର୍ମିନାଲ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବୀକରଣ । ଇଂଟରଷ୍ଟେଟ୍ ବସ ଟର୍ମିନାଲ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ । ଏଥିପାଇଁ ଆଜିଠାରୁ ବିଡିଏ ପକ୍ଷରୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଆରମ୍ଭ ହୋଇଛି ଉଚ୍ଛେଦ କାମ । ୧୫.୦୫ ଏକର ସ୍ଥାନରେ ଇଂଟରଷ୍ଟେଟ୍ ବସ୍ ଟର୍ମିନାଲ ତିଆରି କରିବା…

ଜମ୍ମୁ-କାଶ୍ମୀର ପାଇଁ ୧୩୫୦ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା

ଜମ୍ମୁକାଶ୍ମୀର: କରୋନା ମହାମାରୀ ଯୋଗୁଁ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଜମ୍ମୁ-କାଶ୍ମୀର ପାଇଁ ଘୋଷଣା ହେଲା ଆର୍ଥିକ ପ୍ୟାକେଜ । ଜମ୍ମୁ- କାଶ୍ମୀରର ବିକାଶ ପାଇଁ ଉପରାଜ୍ୟପାଳ ମନୋଜ ସିହ୍ନା ୧୩ ଶହ ୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଏହା ବ୍ୟବସାୟୀଙ୍କୁ…

ବିଜେଡି ନେତାଙ୍କ ଘରେ ସିବିଆଇ ରେଡ୍‌, ଆରମ୍ଭ ହେଲା ରାଜନୀତି

ଭୁବନେଶ୍ୱର: ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗରେ ଏବେ ରାଜନୀତି ଜୋର୍ ଧରିଛି । ସବୁ ରାଜନୈତି ଦଳଙ୍କ ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । କିଏ କାହାକୁ ଆଙ୍ଗୁଠି ଉଠାଉଛି ତ ଆଉ କିଏ କାହା ଉପରେ ଦୋଷ ଲଦୁଛି । ଏହି ପ୍ରସଙ୍ଗରେ ଆଜି କଂଗ୍ରେସ ନେତା ତାରା ପ୍ରସାଦ…

ହୋଟେଲରୁ ସେକ୍ସ ର‌୍ୟାକେଟ୍ ଠାବ, ୪ ଅଟକ

ବାଲେଶ୍ୱର: ଜଳେଶ୍ୱର ସହରରୁ ସେକ୍ସ ରାକେଟ ଠାବ ହୋଇଛି । ଜଳେଶ୍ୱରରେ ଥିବା ଏକ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ସେଠାରୁ ପୋଲିସ ଜଣେ ଗ୍ରାହକ, ୨ଜଣ ମହିଳା ଓ ହୋଟେଲ ମ୍ୟାନେଜରକୁ ଅଟକ ରଖି ପଚରାଉଚରା କରୁଛି । ସୂଚନାଯୋଗ୍ୟ ଯେ, ଜଳେଶ୍ବର ସହରରେ ଥିବା…

ବଜ୍ରପାତ ସହ ବର୍ଷା ଆଶଙ୍କା; ୧୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ନବରଙ୍ଗପୁର, କନ୍ଧମାଳ, ବରଗଡ, କଟକ (କଟକ ସିଟି), ଅନୁଗୁଳ, ଖୋର୍ଦ୍ଧା…

ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ରାଉରକେଲା: ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ମହିଳା ଆଇଆଇସି ସ୍ନିଗ୍ଧାରାଣୀ ସୁନା । ରାଉରକେଲା ସରକାରୀ କଲେଜରେ ଅଧ୍ୟାପକ ଥିବା ସ୍ୱାମୀଙ୍କ ନାଁରେ ସେ ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି। ରାଉରକେଲା…

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

କଟକ: ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ବିଚ୍ଛେଦକୁ ନେଇ ବାକବିତର୍କ ଲାଗି ରହିଛି । ଏଭଳି ସମୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା । ପ୍ରାପ୍ତ ସୂଚନାନୁଯାୟୀ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ…