Latest Odisha News

BREAKING NEWS

ରାଜ୍ୟରେ ୨୪ ଘଣ୍ଟାରେ ପରୀକ୍ଷଣ ହୋଇଛି ୫୧ ହଜାରରୁ ଉର୍ଦ୍ଧ୍ବ ନମୁନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୧,୧୫୪ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୪୩,୦୩୧ ଜଣଙ୍କର ଆଣ୍ଟିଜେନ, ୭୯୬୦ ଟି ଆରଟିପିସିଆର୍ ଓ ୧୬୩ ଟି ଟ୍ରୁନଟ୍‌ ପରୀକ୍ଷା…

ବାପାଙ୍କୁ ହରାଇବା ଦୁଃଖ କରିଦେଲା ଅକାମି: ରୋଗ ଶଯ୍ୟାରେ ଛଟପଟ ହେଉଛି ପୁଅ  

ଯାଜପୁର: ଦଇବ ସାଜିଛି ଦାଉ । ଜୀବନ ପାଲଟିଛି ଜନ୍ତ୍ରଣା । ରୋଗ ଯନ୍ତ୍ରଣାରେ ଛଟପଟ ବିଛଣାରେ ପଡି ଛଳଛଳ ଆଖିରେ ଚାହିଁ ରହିଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କୃଷ୍ଣନଗର ଗାଁର ୩୦ ବର୍ଷୀୟ ଯୁବ ଇଂଜିନିୟର ପ୍ରତ୍ୟୁଷ କୁମାର ସାହୁ । ଆଉ ଏକମାତ୍ର ପୁଅର ଏଭଳି ଅବସ୍ଥା ଦେଖି ଭାଙ୍ଗି…

ଦିଲ୍ଲୀରେ ବାୟୁ ପ୍ରଦୂଷଣର ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କମିଟି ଦ୍ୱାରା ଅତ୍ୟାଧୁନିକ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ରଙ୍କ ଅଧ୍ୟକ୍ଷତାରେ  ଦିଲ୍ଲୀରେ ବାୟୁର ଗୁଣବତ୍ତାରେ ସୁଧାର ଆଣିବା ସକାଶେ ଗଠିତ ଉଚ୍ଚସ୍ତରୀୟ କାର୍ଯ୍ୟଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦିଲ୍ଳୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶର…

ଆରମ୍ଭ ହୋଇଛି ପାର୍ବଣ; ମା’ଙ୍କ ଆଗମନର ବାର୍ତ୍ତା ନେଇ ହସୁଛି କାଶତଣ୍ଡି

ଭୁବନେଶ୍ୱର: କାଶତଣ୍ଡି ଫୁଲେ ମହୀ ଦିଶଇ ଧବଳ, ସରୋବରେ ଫୁଟିଅଛି କୁମୁଦ କମଳ’ । ମା’ଙ୍କ ଆଗମନରେ ପୁଲକିତ ଧରଣୀ ରାଣୀ । ଶସ୍ୟ ଶ୍ୟାମଳା ଧରଣୀରେ ନିଜ ପତିଆରା ବିସ୍ତାର କରି ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡୀ ଫୁଲ  । ନଦୀ ପଠା ଠାରୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ ସବୁଠି…

ଜାଣନ୍ତୁ , କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୦- ୯-୨୦୨୦ ରବିବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.   ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୨୦ ରିଖ ରବିବାର କନ୍ୟା ୫ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ଚତୁର୍ଥୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର    ଘାତ ବାର-: ମେଷ ରାଶିର  ଆଜି: ମୂଳା…

କାଳିଆ ପ୍ରେମରେ ଋଷୀୟ ଦମ୍ପତି, ଭିସା ସରିଯାଇଥିଲେ ବି ନିଜ ଦେଶକୁ ଫେରିବାକୁ ଅମଙ୍ଗ

ବାଲେଶ୍ୱର: କୁହାଯାଏ ସେ ଭାବର ଠାକୁର ତା ପ୍ରେମରେ ଭକ୍ତ ଅନ୍ଧ ହୋଇଯାଏ । ସିଏ ଯାହା ସାଙ୍ଗେ ଥରେ ଭାବ ଲଗାଇଲା ତାକୁ ସେ ଛାଡି ପାରିବ ନାହିଁ । ଏ କଥା ପ୍ରମାଣ କରିଛନ୍ତି ଏକ ଋଷୀୟ ଦମ୍ପତ୍ତି । ଆଣ୍ଡ୍ରି ନୋଭା ତାତିଆନା ଓରଫ ତେଜସ୍ୱୀନି ଦେବଦାସୀ ଓ ଭୋରୋନୋଭ ଓରଫ ଶକ୍ତି ତତ୍ୱ ଦାସ ଲକ୍…

ଆଇପିଏଲ ୨୦୨୦ର ଉଦଘାଟନୀ ମ୍ୟାଚ : ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ଚେନ୍ନାଇ ସୁପରକିଙ୍ଗସ୍‌

ଆବୁଧାବି: ଫଟାଫଟ୍ କ୍ରିକେଟର ମହାସମର ଆଇପିଏଲ ୨୦୨୦ ସଂସ୍କରଣର ଉଦଘାଟନୀ ମ୍ୟାଚରେ ବାଜିମାତ୍ କରିଛି ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ୍ । ଆଜି ଅନୁଷ୍ଠିତ ହୋଇଥିବା ଉଦଘାଟନୀ ମ୍ୟାଚରେ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍ ଦଳ ୫ ୱିକେଟରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଧୂଳି…

ଆଗାମୀ ସପ୍ତାହରୁ କୋଭିଡ ଟିକାର ଚୂଡାନ୍ତ ପରୀକ୍ଷଣ ପର୍ଯ୍ୟାୟ ଆରମ୍ଭ କରିବ ସେରମ୍ ଇନଷ୍ଟିଚୁଟ୍‌

ପୁଣେ: ଦେଶରେ ବଢୁଥିବା କୋଭିଡ୍ ସଂକ୍ରମଣ ପରୀପ୍ରେକ୍ଷୀରେ ପୁଣେରୁ ଆସିଛି ଏକ ଭଲ ଖବର । କିଛି ଦିନ ପାଇଁ ସ୍ଥଗିତ ରହିଥିବା ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା କୋଭିଡ ଟିକାର ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷଣ ଆସନ୍ତା ସପ୍ତାହରୁ ପୁଣେର ଶାସୋନ ଜେନେରାଲ ହସ୍ପିଟାଲରେ ଆରମ୍ଭ ହେବ ବୋଲି…

ରାଜ୍ୟରେ ଖୁବ୍ ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ଖୋଲିବ ୪୦ଟି ଇକୋଟୁରିଜିମ୍ ସ୍ଥଳ

ଭୁବନେଶ୍ୱର : କରୋନା ମହାମାରୀ ବିଶ୍ୱ ପର୍ଯ୍ୟଟନକୁ ପ୍ରଭାବିତ କରିଛି । ତେଣୁ ମହାମାରୀ ପରେ ସମୁଦ୍ରକୂଳ ରିସର୍ଟ, ଆଦିବାସୀ ଅଞ୍ଚଳ, ପାହାଡିଆ ସ୍ଥାନ, ଜଙ୍ଗଲ ଓ ପ୍ରକୃତି ଶିବିରରେ ଥିବା ୪୦ ଟି ଇକୋଟୁରିଜିମ୍ ସ୍ଥଳକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବାକୁ ଯୋଜନା ରହିଥିବା କହିଛନ୍ତି ରାଜ୍ୟ…

ଚେନ୍ନାଇ ସମ୍ମୁଖରେ ୧୬୩ ରନର ବିଜୟ ଲକ୍ଷ୍ୟ

ଆବୁଧାବି:ଆଇପିଏଲର ୧୩ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ୧୬୩ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ଟସ୍ ଜିତି ମହେନ୍ଦ୍ର ସିଂ ଧୋନୀ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ମୁମ୍ବାଇ ସୌରଭ ତିୱାରୀ ଓ କ୍ୱିଂଟନ ଡି କକ୍‌ଙ୍କ ଆକର୍ଷଣୀୟ ବ୍ୟାଟିଂ…