ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ଆଜି ସିବିଆଇକୁ ଭେଟିପାରନ୍ତି ଏମ୍ସ ଫରେନସିକ୍ ଟିମ୍
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରବିବାର ଦିନ ସିବିଆଇର ସ୍ପେଶାଲ୍ ଯାଞ୍ଚ ଟିମକୁ ଭେଟିପାରନ୍ତି ଏମ୍ସ ଫରେନସିକ୍ ଟିମ୍ । ଯେଉଁମାନେକି ମୁମ୍ବାଇରେ ସୁଶାନ୍ତଙ୍କ ଅଟୋପସି ଫାଇଲର ଯାଞ୍ଚ କରୁଥିଲେ ।
ଡ. ସୁଧିର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ ଫରେନସିକ୍…