କୋଭିଡ଼-୧୯: କ୍ୱାରେନଣ୍ଟାଇନ କେନ୍ଦ୍ର ପାଇଁ ଓୟୋ ରୁମ୍ ପ୍ରଦାନ କରିବାକୁ ପ୍ରସ୍ତୁତ ରିତେଶ ଅଗ୍ରୱାଲ
ଭୁବନେଶ୍ୱର: ଭାରତର ସର୍ବବୃହତ ହୋଟେଲ ଚେନ ଓୟୋ ରୁମ୍ସ । ଯଦି ଆବଶ୍ୟକ ହୁଏ ତେବେ ଓୟୋ ରୁମ୍ସକୁ କରୋନାଭାଇରସ୍ କ୍ୱାରେନଣ୍ଟାଇନ କେନ୍ଦ୍ର ଭାବରେ ଯୋଗାଇବାକୁ ପ୍ରସ୍ତୁତ ଥିବା କମ୍ପାନୀର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ କହିଛନ୍ତି ।
ଏକ ଟ୍ୱିଟର ପରାମର୍ଶରେ ରିତେଶ ଉତ୍ତର ଦେଇ କହିଛନ୍ତି ଯେ…