ଦୁବାଇ ରାଜକୁମାରୀ ନିଜ ସୁରକ୍ଷାକର୍ମୀ ସହ ସମ୍ପର୍କ ରଖିଥିଲେ, ମୁହଁ ନ ଖୋଲିବା ପାଇଁ ୧୨ କୋଟି ଟଙ୍କାର ଲାଂଚ !
ଦୁବାଇ: ଦୁବାଇର ରାଜକୁମାରୀ ହୟାଙ୍କୁ ନେଇ ଏକ ଚାଂଚଲ୍ୟକର ଖବର ସୋସିଆଲ ସାଇଟରେ ଭାଇରାଲ ହେଉଛି । ଡେଲିମେଲ ଓ ନ୍ୟୁୟର୍କ ପୋଷ୍ଟରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି । ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମ ୨୦୧୯ରେ ପତ୍ନୀ ହୟାଙ୍କୁ ଛାଡପତ୍ର ଦେଇଥିଲେ । ସେ ତାଙ୍କର ୬ଷ୍ଠ ପତ୍ନୀ…