Latest Odisha News

BREAKING NEWS

ଓଡିଶାରେ କରୋନା ଭୟ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବେ ହାଇକୋର୍ଟ ଆଇନଜୀବି

କଟକ: କରୋନା ଭାଇରସରେ ଆକ୍ରାନ୍ତଙ୍କ ବଢ଼ୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ଓକିଲମାନେ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ବାର ଆସୋସିଏସନ ଏକ ଜରୁରୀକାଳୀନ ବୈଠକରେ ରାଜ୍ୟ ସରକାରଙ୍କ ଦ୍ୱାରାଜାରୀ…

ବିଦେଶରୁ ଫେରି କୋଭିଡ-୧୯ ପୋର୍ଟାଲରେ ରେଜିଷ୍ଟ୍ରେସନ କଲେ ଭିନିଲ କ୍ରିଷ୍ଣା

ଭୁବନେଶ୍ୱର: ବିଦେଶରୁ ଫେରିଛନ୍ତି ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ୍ ଭିନିଲ କ୍ରିଷ୍ଣା । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନ ଅନୁସାରେ ସେ କୋଭିଡ-୧୯ ୱେବସାଇଟରେ ରେଜିଷ୍ଟ୍ରେସନ କରିଛନ୍ତି । ତାଙ୍କଠାରେ କୋରନା ଭୂତାଣୁର କୌସଣି ଲକ୍ଷଣ ନ ଥିଲେ ମଧ୍ୟ ସେ ପଂଜୀକରଣ…

କରୋନା ସତର୍କତା: ବିଦେଶ ଯାତ୍ରା ପରେ କୋଭିଡ-୧୯ ପୋର୍ଟାଲରେ ନାମ ପଞ୍ଜିକୃତ କଲେ ପୁରୀ ଗଜପତି ମହାରାଜା

ଭୁବନେଶ୍ୱର: ସାରାଦେଶରେ କରୋନାଭାଇରସର ଭୟ ଜାରି ରହିଥିବା ବେଳେ ପୁରୀ ଦିବ୍ୟାସିଂହ ଦେବ ଗଜପତି ମହାରାଜା ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ମାର୍ଚ୍ଚ ୧୫ ରେ ଆମେରିକାରୁ ଫେରିବା ପରେ ସେ ନିଜେ ଆଇସୋଲେସନ ପାଇଁ ଓଡିଶା ସରକାରଙ୍କ କୋଭିଡ-୧୯ ପୋର୍ଟାଲ…

କରୋନା ପାଇଁ ବିଧାନସଭା ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର: କରୋନା ପାଇଁ ବିଧାନସଭା ପ୍ରବେଶ ଉପରେ ଲାଗିଲା କଟକଣା । ମନ୍ତ୍ରୀ, ବିଧାୟକ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ବିଧାନସଭା ଭିତରକୁ ଯିବାକୁ ହେଲେ ବାଚସ୍ପତିଙ୍କ ଠାରୁ ଅନୁମତି ନେବାକୁ ପଡିବ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେହିପରି ବିଧାନସଭାର…

କରୋନା ଭୟ: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ରାଜ୍ୟରେ କରୋନାଭଇରସର ସଂକ୍ରମଣକୁ ଏଡାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ସେଥିପାଇଁ ମାର୍ଚ୍ଚ ୩୧ ଯାଏଁ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ପରିବେଶ ଓ ବନ ବିଭାଗ କରୋନାଭାଇରସ(କୋଭିଡ-୧୯)ର ପ୍ରସାରକୁ ଯାଂଚ…

ଖୋଲା ରହିବ ଗ୍ରୋସରୀ ଦୋକାନ: ପୋଲିସ କମିଶନର

ଭୁବନେଶ୍ୱର: କରୋନା ପାଇଁ ଚାରିଆଡେ କଟକଣା ଜାରି ହୋଇଥିବା ବେଳେ ଗ୍ରୋସରୀ ଦୋକନା ଖୋଲିବା ନେଇ କୌଣସି କଟକଣା ରହିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ତେବେ ଦୋକନଗୁଡିକରେ ଅଜଥା ଭିଡ ନ ଜମାଇବାକୁ କୁହାଯାଇଛି । କେବଳ ଗ୍ରୋସରୀ ନୁହେଁ କ୍ଷୀର, ଫଳ,…

ଛୁଟି ହେଲେ ବି ହଷ୍ଟେଲରେ ରହିବେ ଆଦିବାସୀ ଛାତ୍ରଛାତ୍ରୀ: ମନ୍ତ୍ରୀ

ଭୁବନେଶ୍ୱର: ଛୁଟି ହେଲେ ବି ହଷ୍ଟେଲରେ ରହିବେ ଆଦିବାସୀ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ । ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ କରୋନା ପାଇଁ ସଚେତନତା କରାଯିବ । ହାତ ଧୁଆଠାରୁ ଆରମ୍ଭ କରି ସ୍ୱଚ୍ଛତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଗାଁକୁ…

ଭାରତରେ ୬୩କୁ ବୃଦ୍ଧି ହେଲା କରୋନା ପରୀକ୍ଷା କେନ୍ଦ୍ର, ଜାଣନ୍ତୁ ପୁରା ଲିଷ୍ଟ

ନୂଆଦିଲ୍ଲୀ: ଭାରତରେ ଏବେ ସୁଦ୍ଧା କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଲାଣି । ଦେଶରେ ଆଜି ସୁଦ୍ଧା ୩ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହା ମଧ୍ୟରେ ଭାରତରେ କରୋନାଭାଇରସର ପରୀକ୍ଷା କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯାଇଛି । ଦେଶରେ ଏବେ ୬୩ଟି ପରୀକ୍ଷା କେନ୍ଦ୍ରରେ କରୋନା…

ମାଟ୍ରିକ ଖାତା ମୂଲ୍ୟାଙ୍କନ ପ୍ରକିୟା ଲାଗି ଜାରି ହେଲା ଗାଇଡଲାଇନ

ଭୁବନେଶ୍ୱର: ରାଜ୍ୟରେ କରୋନାଭାଇରସ ଆତଙ୍କ ଜାରି ରହିଥିବା ବେଳେ ଆସନ୍ତା ମାର୍ଚ୍ଚ ୧୯ ତାରିଖରୁ ଓଡିଶାରେ ମାଟ୍ରିକ ଖାତା ମୂଲ୍ୟାଙ୍କନ ଆରମ୍ଭ ହେବାକୁ ଯାଉଛି । ଯେଉଁଥିପାଇଁ ଆସନ୍ତାକାଲି ତଥା ମାର୍ଚ୍ଚ ୧୮ ତାରିଖରେ ବିଭିନ୍ନ ଖାତା ଦେଖା କେନ୍ଦ୍ରରେ ଆସି ପହଞ୍ଚିବେ ମୂଲ୍ୟାଙ୍କନକାରୀ ।…

ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ପାଇଁ ଟେଷ୍ଟ ବନ୍ଦ: ମନ୍ତ୍ରୀ

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ପାଇଁ ଟେଷ୍ଟ ବନ୍ଦ । କରୋନା ମୁକାବିଲା ପାଇଁ ପରିବହନ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହି ଟେଷ୍ଟକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ସେହିପରି ପ୍ରତ୍ୟେକ ଆର୍‌ଟିଓ କେନ୍ଦ୍ରରେ ୫୦ରୁ ଅଧିକ ଲୋକେ ରହିପାରିବେ ନାହିଁ । ଏନେଇ…