Latest Odisha News

BREAKING NEWS

GCV ପାୱାରଲିଷ୍ଟ ୨୦୨୦ ଶ୍ରେଷ୍ଠ ୨୫ ପୁଞ୍ଜିପତିଙ୍କ ମଧ୍ୟରେ ୫ଜଣ ଭାରତୀୟ

ମୁମ୍ବାଇ: ଗୁରୁବାର ପ୍ରକାଶ ପାଇଥିବା ଗ୍ଲୋବାଲ୍ କର୍ପୋରେଟ୍ ଭେଞ୍ଚରିଂ (ଜିସିଭି) ପାୱାର୍ଲିଷ୍ଟ ୨୦୨୦ରେ ପାଞ୍ଚ ଜଣ ଭାରତୀୟ ପୁଞ୍ଜିପତି ସ୍ଥାନିତ ହୋଇଛନ୍ତି । ସେମାନେ ଶ୍ରେଷ୍ଠ ୨୫ ଭେଞ୍ଚର ପୁଞ୍ଜିପତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଏହି ପାଞ୍ଚ ଜଣ ଭାରତୀୟ ହେଲେ, ଶଙ୍କର…

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କୁ ଦିଆଗଲାଣି ହଜାରେ ପ୍ଲାଜମା ଥେରାପି

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୧୦୦୦ରୁ ଅଧିକ ପ୍ଲାଜମା ଥେରାପିର ବ୍ୟବହାର କରି ଓଡିଶା ସରକାର ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ଏହି ମାଇଲଖୁଣ୍ଟ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ଲାଜମା ଦାତାଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

କଂଗ୍ରେସ ଛାଡିଲେ ରାଜକିଶୋର ବେହେରା

ଭୁବନେଶ୍ୱର: କଂଗ୍ରେସ ନେତା ରାଜକିଶୋର ବେହେରା ଗୁରୁବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ବେହେରା ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । “ମୋ ଇସ୍ତଫା ପତ୍ର ଗ୍ରହଣ କରନ୍ତୁ ବୋଲି ଉକ୍ତ ଚିଠିରେ ସେ…

ଆରମ୍ଭ ହେଲା IGNOU ଫାଇନାଲ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ର ଅଣ୍ଡର ଗ୍ରାଜୁଏଟ୍ (ୟୁଜି), ସ୍ନାତକୋତ୍ତର (ପିଜି), ଡିପ୍ଲୋମା ଏବଂ ସାର୍ଟିଫିକେଟ୍ ପାଠ୍ୟକ୍ରମର ଅନ୍ତିମ ସେମିଷ୍ଟାର ପରୀକ୍ଷା ଗୁରୁବାର ଦିନ ଓଡିଶାର ୩୩ଟି କେନ୍ଦ୍ରରେ ଆରମ୍ଭ ହୋଇଛି। IGNOU ଆଞ୍ଚଳିକ କେନ୍ଦ୍ର…

ଜନ୍ମଦିନ ଅବସରରେ କହିଲେ ଅମିତ ଶାହ- “ମୋଦିଙ୍କ ଅଧୀନରେ ମା’ ଭାରତୀଙ୍କ ସେବା କରି ମୁଁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ତାଙ୍କୁ "ଦେଶର ସବୁଠାରୁ ଲୋକପ୍ରିୟ ନେତା" ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କ ନେତୃତ୍ୱରେ ଦେଶ ସେବା କରିବା ପାଇଁ ସେ ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି।…

ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ଦେହାନ୍ତ

କଟକ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ଅଶୋକ ସାହୁ ଗୁରୁବାର ସକାଳେ କଟକସ୍ଥିତ ପିଠାପୁରରେ ଥିବା ବାସଭବନରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଶ୍ରୀ ସାହୁଙ୍କ ଭାଇ ଅକ୍ଷୟ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ…

ରାଜ୍ୟରେ ଆଉ ୧୩ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନ ଆଉ ୧୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୬୯ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୩, କଟକରୁ ୧, ଗଜପତିରୁ ୨, ଖୋର୍ଦ୍ଧାରୁ ୧,…

ରାଜଧାନୀରେ ଚାଞ୍ଚଲ୍ୟ..ନିଶାସକ୍ତ ମାଆକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ଭୁବନେଶ୍ୱର: ସୁନ୍ଦରପଦାରେ ମାଆକୁ ହତ୍ୟା କଲେ ଦୁଇ ନାବାଳକ ପୁଅ । ପ୍ରଧାନସାହି ଅର୍ଚିଡ ଆପାର୍ଟମେଣ୍ଟରେ ଘଟିଛି ଏହି ଘଟଣା । ମାଆର ଅତ୍ୟାଚାର ସହି ନ ପାରି ପୁଅମାନେ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ସୂଚନା ଯୋଗ୍ୟ ଯେ, ହତ୍ୟାର ଶିକାର ହୋଇଥିବା ମହିଳା ନିଶାସକ୍ତ ଅବସ୍ଥାରେ…

ବାଲୁକା କଳାରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ପୁରୀ ବେଳାଭୂମିରେ ବାଲୁକାକଳାରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।…

ରାଜ୍ୟରେ ଆଜିବି ୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁଠୁ କେତେ ଜାଣନ୍ତୁ

ଭୁବନେଶ୍ୱର: କରୋନା ଆଁ ରେ ସାରା ବିଶ୍ୱ । ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୧ ଲକ୍ଷ ଟପିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଓଡିଶାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୪୨୪୧ କରୋନା ଆକ୍ରାନ୍ତ ଚିହ୍ନଟ…