Latest Odisha News

BREAKING NEWS

ପ୍ରଳୟଙ୍କରୀ ବାତ୍ୟା ଫନିରେ ରିଲିଫ ବାଣ୍ଟି ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ କଟକର ଏହି ବାଳକ

କଟକ: ଗତ ବର୍ଷ ଅକ୍ଟୋବରରେ ମିଲେନିୟମ୍ ସିଟିରେ ଟ୍ରାଫିକ୍ ପୋଲିସର ଶୋଷ ମେଣ୍ଟାଇବାରେ ସାହାଯ୍ୟ କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସମାଜ ପ୍ରତି ଏହି ନିଃସ୍ୱାର୍ଥପର ସେବା ତାଙ୍କୁ ବିଶ୍ୱ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ଦେଇଛି । ଭେଟନ୍ତୁ ୧୨ ବର୍ଷ ବୟସ୍କ ଅଭିଷେକ ସାହୁଙ୍କୁ…

ମାର୍ଚ୍ଚ ୨୦ ରେ କିପରି ଡାଉନଲୋଡ଼ କରିବେ ନିଜ ଜେଇଇ ମେନ ଆଡ଼ମିଟ କାର୍ଡ, ଜାଣନ୍ତୁ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ମାସରେ ହେବାକୁ ଥିବା ଜେଇଇ ମେନ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ମାର୍ଚ୍ଚ ୨୦ ରେ jeemain.nic.in ରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏହି ପରୀକ୍ଷା ଆସନ୍ତା ଏପ୍ରିଲ୍ ୫, ୭, ୯ ଏବଂ ୧୧ ରେ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ…

କୋଭିଡ-୧୯ ସତର୍କତା: କେବଳ ଜରୁରୀ ମାମଲାର ଶୁଣାଣି କରିବେ ହାଇକୋର୍ଟ

କଟକ: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାକୁ ନେଇ ଅଧିକ ସତର୍କ ହୋଇ ଯାଇଛନ୍ତି ରାଜ୍ୟ ସରକାର । ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ମଧ୍ୟ ମଙ୍ଗଳବାର ଠାରୁ କେବଳ ଜରୁରୀ ମାମଲାରେ ଶୁଣାଣି କରିବେ…

କରୋନାଭାଇରସ ଆତଙ୍କ; ଏବେ ଏହି ବିଦେଶୀ ଯାତ୍ରୀଙ୍କ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନାଭାଇରସ ମହାମାରୀ ରୂପ ନେଉଥିବା ବେଳେ ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ଦେଶ ଉପରେ ଯାତ୍ରା କଟକଣା ଲାଗୁ କରାଯାଇଛି । ଆଫଗାନିସ୍ତାନ, ଫିଲିପାଇନ୍ସ ଓ ମାଲେସିଆ ଭଳି ରାଷ୍ଟ୍ରକୁ ଯାତାୟାତ ଉପରେ ଭାରତ ସରକାରଙ୍କ ପକ୍ଷରୁ କଟକଣା ଜାରି…

‘ଝିଅ ନୁହେଁ ତୁ କରୋନା ଭାଇରସ’ ଗୀତ ଗାଇ ପୁଣି ସମାଲୋଚନା ହେଲେ ହ୍ୟୁମାନ ସାଗର

ଭୁବନେଶ୍ୱର: ଏକ କଲେଜ ଯାଉଥିବା ଝିଅକୁ ମାରାତ୍ମକ କରୋନାଭାଇରସ୍ ଏବଂ ତାଙ୍କ ପ୍ରେମକୁ ଏହାର ବିଭିନ୍ନ ଲକ୍ଷଣ ସହିତ ତୁଳନା କରୁଥିବା ଏକ ଗୀତ ‘ଝିଅ ନୁହେଁ ତୁ କରୋନା ଭାଇରସ୍’କୁ ଗାଇ ଓଲିଉଡର ନାମିଦାମୀ ଗାୟକ ହ୍ୟୁମାନ ସାଗର ହେଉଛନ୍ତି ସମାଲୋଚନାର ଶିକାର । ଏହି ମ୍ୟୁଜିକ୍ ଭିଡିଓକୁ ୩୦…

କରୋନାଭାଇରସ ସମ୍ପର୍କୀତ ଗୁଜବ ପ୍ରଚାର କରି ନିଲମ୍ବିତ ହେଲେ ଶିକ୍ଷକ

ଭବାନୀପାଟଣା: କରୋନାଭାଇରସ୍ (କୋଭିଡ-୧୯) ବିସ୍ତାର ସମ୍ପର୍କରେ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗଭଲି ପରାଗ ହର୍ଷଦ । ସମ୍ପୃକ୍ତ ଶିକ୍ଷକଙ୍କ ନାମ ବୁନ୍ଦୁ ମହାନନ୍ଦ ବୋଲି ଜଣାପଡିଛି । ଯିଏକି…

ଓଡିଶାରେ କରୋନା ସତର୍କତା; ଆହାର କେନ୍ଦ୍ର ଲାଗି ଗାଇଡଲାଇନ ଜାରି

ଭୁବନେଶ୍ୱର: ରାଜ୍ୟରେ ଜଣେ ବ୍ୟକ୍ତି କରୋନାଭାଇରସରେ ସଂକ୍ରମିତ ହେବାପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡିଶାର ସମସ୍ତ ଆହର କେନ୍ଦ୍ରଗୁଡିକକ ଲାଗି ମଧ୍ୟ ଗାଇଡଲାଇନ ଜାରି…

ଭାରତରେ କରୋନା ନେଲା ତୃତୀୟ ଜୀବନ

ମୁମ୍ବାଇ: ସାରା ବିଶ୍ୱ ସମେତ ଭାରତରେ ମଧ୍ୟ ନିଜ କାୟା ବିସ୍ତାର କରୁଛି କରୋନା ଭାଇରସ । ଏହି ମାରାତ୍ମକ ଭୂତାଣୁ ମଙ୍ଗଳବାର ଦିନ ଭାରତ ଆଉ ଏକ ଜୀବନ ନେଇଛି । ଏହାକୁ ମିଶାଇ କରୋନା ପ୍ରଭାବରେ ଭାରତରେ ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଲା। କରୋନାରେ ଆକ୍ରାନ୍ତ ହୋଇ ମହାରାଷ୍ଟ୍ରର କସ୍ତୁରିବା…

କରୋନାଭାଇରସ ଭୟ: ମାର୍ଚ୍ଚ ୩୧ ଯାଏଁ ତାଜମହଲ ସମେତ କେଉଁସବୁ ପର୍ଯ୍ୟଟନସ୍ଥଳୀ ବନ୍ଦ, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧିନରେ ଥିବା ସମସ୍ତ ଐତିହ୍ୟସ୍ଥଳୀକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ କରାଯାଉଛି । ସାରା ଦେଶରେ କରୋନାଭାଇରସ ବ୍ୟାପୁଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୧୨୫ରେ ପହଞ୍ଚିଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ ଜମ୍ମୁ-କାଶ୍ମୀର, କେରଳ, ଲଦାଖ ଏବଂ…