୧୫ ବର୍ଷରୁ କମ୍ ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ ଖେଳିପାରିବେନି :ଆଇସିସି
ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଖେଳାଳି ଶୁକ୍ରବାର ନୂତନ ନିୟମ ଜାରି କରିଛି । ଏହା ଅନୁସାରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପାଇଁ ଜଣେ ଖେଳାଳିଙ୍କୁ ଅତି କମରେ ୧୫ ବର୍ଷ ହୋଇଥିବା ଆବଶ୍ୟକ । ଖେଳାଳିଙ୍କ ସୁରକ୍ଷା ପାଇଁ ଏହି ନିୟମ ଲାଗୁ କରାଯାଇଛି । ପାକିସ୍ତାନର…