କରୋନାଭାଇରସ: ପ୍ରଥମ ଭ୍ୟାକସିନ ବାହାର କଲା ଆମେରିକା !
ୱାସିଂଟନ: କରୋନାଭାଇରସର ଆତଙ୍କରେ ସାରା ବିଶ୍ୱ ଚିନ୍ତିତ ହୋଇପଡିଥିବା ବେଳେ ଏହାର ଚିକିତ୍ସା ଲାଗି ଭ୍ୟାକସିନ ବାହାର କରିଥିବା ଦାବି କରିଛି ଆମେରିକା ।
ଆମେରିକା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ବୈଜ୍ଞାନିକମାନେ ଏହା ବାହାର କରିଥିବା ନେଇ କୁହାଯାଉଥିବା ବେଳେ ଏହି ଭ୍ୟାକସିନ୍…