Latest Odisha News

BREAKING NEWS

କୋଭିଡ କଟକଣା ମଧ୍ୟରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭାର ଶୀତ ଅଧିବେଶନ । କୋଭିଡ କଟକଣା ମଧ୍ୟରେ ଚାଲିଛି ଅଧିବେଶନ । ପ୍ରଥମେ ପୂର୍ବତନ ବାଚସ୍ପତି ଶରତ କରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଏଥି ସହ ଦିବଗଂତ ବିଧାୟକ ଓ କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଶୋକପ୍ରସ୍ତାବ ଆଗତ ପରେ ଗୃକୁ…

ରାପର୍ ହେବେ ସୁର ରାଉତରାୟ…

ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ରାଜନେତା ସୁରେଶ ରାଉତ ରାୟ ଓରଫ ସୁର ଭାଇନା। କିଛି ନା କିଛି କାରଣକୁ ନେଇ ସବୁବେଳେ ଚର୍ଚ୍ଚାର ପରିଧି ମଧ୍ୟରେ ରହି ଆସୁଛନ୍ତି । ନିଜର ରକଠୋକ କଥା ପାଇଁ ଜନସାଧାରଣଙ୍କ ପ୍ରିୟ ପାଲଟିଥିବା ସୁରନାନା ପୁଣି ଥରେ ଚର୍ଚ୍ଚାକୁ ଟାଣି ହୋଇ ଆସିଛନ୍ତି। ମାତ୍ର…

ବ୍ୟାସନଗର ମ୍ୟୁନିସିପାଲିଟିର ଅଭିନବ ପ୍ରୟାସ; ସ୍ୱଚ୍ଛତା ଦିଗରେ ନେଲେ ଏହି ପଦକ୍ଷେପ

ଯାଜପୁର: ସ୍ବଚ୍ଛତା ଦିଗରେ ଆଉ ପାଦେ ଆଗେଇଛି ଯାଜପୁର ଜିଲ୍ଲାର ପ୍ରମୁଖ ସହର ବ୍ୟାସନଗର । ସହର ପରିମଳ ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ପୌର ପରିଷଦ । ପ୍ରଥମ କରି ସହରରେ ଅଳିଆ ଆବର୍ଜନା ଉଠାଇବା ପାଇଁ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା କରାଯାଇଛି । ଆଉ ଏହି ଗାଡି ଚଳାଉଛନ୍ତି ଜଣେ…

ଏହି ସହରରେ ଲାଗୁ ହେଲା ୫୭ ଘଣ୍ଟିଆ କରୋନା କର୍ଫ୍ୟୁ

ଅହମ୍ମଦାବାଦ: ବଢୁଥିବା କରୋନା ମାମଲାକୁ ରୋକିବା ପାଇଁ ଚଳିତ ମାସ ଆରମ୍ଭରୁ ଲାଗୁ ହେବ ୫୭ ଘଣ୍ଟାର ଦୀର୍ଘ ସାପ୍ତାହିକ କର୍ଫ୍ୟୁ। ଗୁଜୁରାଟର ଅହମ୍ମଦାବାଦରେ ଶୁକ୍ରବାର ନଭେମ୍ବର ୨୦ ଠାରୁ ଏହି ରାତ୍ରି କର୍ଫ୍ୟୁ ଲାଗୁ ହେବା ନେଇ ସୂଚନା ମିଳିଛି। ନଭେମ୍ବର ୨୦ ରାତି ୯ ଟାରୁ ଏହି କର୍ଫ୍ୟୁ…

ଦେଶରେ ୯୦ ଲକ୍ଷ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୯୦ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୫ ହଜାର ୮୮୨ ଜଣ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ୪ ହଜାର ୩୬୬କୁ ବୃଦ୍ଧି ପାଇଛି । ଜୀବନ ନେଉଛି ମହାମାରୀ । ବଢୁଛି ଦୈନିକ ଡେଥ୍ କେସ୍ । ଗତ…

ରାଜ୍ୟର ୭ ଟି ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା; ବିଭାଗ ପକ୍ଷରୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ୭ଟି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପନିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କଟକ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ କନ୍ଧମାଳ ଜିଲ୍ଲାକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।…

ଟ୍ରାଫିକ ଡିସିପି ସୌମ୍ୟା ମିଶ୍ରଙ୍କ କ୍ୟାଡର ପରିବର୍ତ୍ତନ ଆବେଦନକୁ ମଞ୍ଜୁରୀ

ଭୁବନେଶ୍ୱର: ପଞ୍ଜାବ ଯିବେ ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ ଅଫିସର୍‌ ତଥା ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର । କ୍ୟାଡର୍‌ ପରିବର୍ତ୍ତନ ପାଇଁ ସେ କରିଥିବା ଆବେଦନକୁ ମଞ୍ଜୁରି ମିଳିଛି । ପୂର୍ବରୁ ରାଜ୍ୟ ସରକାର ଆବେଦନକୁ ମଞ୍ଜୁରୀ ଦେଇଥିବାବେଳେ ଏବେ ମୋହର ମାରିଛନ୍ତି କେନ୍ଦ୍ର ସରକାର ।…

ରାଜଧାନୀରୁ ୩୦ ଲକ୍ଷ ଟଙ୍କା ସହ ଯୁବକକୁ ଧରିଲା ପୋଲିସ

ଭୁବନେଶ୍ୱର: ଅଖାରେ ଟଙ୍କା ରଖି ବସକୁ ଅପେକ୍ଷା କରିଥିଲେ ଯୁବକ । ହଜାରେ କି ଲକ୍ଷେ ନୁହେଁ ଅଖା ଭିତରେ ଥିଲା 30 ଲକ୍ଷ ଟଙ୍କା । ଯୁବକଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ତପୋବନ ପେଟ୍ରୋଲ ପମ୍ପ ନିକଟରୁ ଯୁବକଙ୍କୁ ଧରିଛି ପୋଲିସ । ଯୁବକ ଜଣଙ୍କ କେଉଁଠୁ ଏତେ ଟଙ୍କା ଆଣିଲେ ?…

ପୁରୀର ବିଭିନ୍ନ ସ୍ଥାନରୁ ଜବତ ହେଲା ୧୨ ଶହ ଲିଟର ଦେଶୀ ମଦ; ୭ ଗିରଫ

ଭୁବନେଶ୍ୱର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ଭାଙ୍ଗ ଜବତ କରିଛି । ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା ସୂଚନା। ପୋଲିସ ପକ୍ଷରୁ ପ୍ରାପ୍ତ ସୂଚନାନୁଯାୟୀ, ସେମାନଙ୍କ ଠାରୁ  ୭ ଶହ ଲିଟର ଦେଶୀ ମଦ ସହ ୫ କିଲୋ…

ଜଣେ ବ୍ୟକ୍ତିଙ୍କୁ ଛାଡି ଏହି ଗାଁର ସମସ୍ତେ କରୋନା ପଜିଟିଭ ଚିହ୍ନଟ

ମନାଲି: ହିମାଚଳ ପ୍ରଦେଶର ଲାହାଉଲ୍ ଭ୍ୟାଲିରେ ଥିବା ଥୋରାଙ୍ଗ ଭିଲେଜର ଜଣେ ବ୍ୟକ୍ତିଙ୍କୁ ଛାଡି ସମସ୍ତ ଗ୍ରାମବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥଳେ ଉକ୍ତ ଗ୍ରାମର ୫୨ ବର୍ଷୀୟ ଭୂଷଣ ଠାକୁର କରୋନା ସଂକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରିକି ଜନସଂଖ୍ୟା…