କୋଭିଡ୍ ୧୯ ସତର୍କତା: ଗଞ୍ଜାମ, କେନ୍ଦୁଝର, ଯାଜପୁର ପରେ ଆଉ ଏକ ଜିଲ୍ଲାରେ ଜାରି ହେଲା ୧୪୪ ଧାରା
ବଲାଙ୍ଗୀର: ନଭେଲ୍ କରୋନା (କୋଭିଡ୍ - ୧୯) ଭାଇରସ୍ ସଂକ୍ରମଣ ରୋକିବା ନେଇ ବଲାଙ୍ଗୀର ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି ।
ଏଠାରେ ସୂଚନାଯୋଗ୍ୟ, ଏହି ମରଣାନ୍ତକ କରୋନା ଭାଇରସ୍ ସଂକ୍ରମଣ ରୋକିବା ଲାଗି ପୂର୍ବରୁ ଗଞ୍ଜାମ, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ଜିଲ୍ଲାରେ ୧୪୪ ଧାରା…